Home Bibles ☰ Books ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 18:8 · ଓଡ଼ିଆ ବାଇବେଲ
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 18:8 · ଓଡ଼ିଆ ବାଇବେଲ

ସେଥିପାଇଁ ଗୋଟିଏ ଦିନ ଭିତ ରେ ଏହି କ୍ଲେଶ ତାକୁ ଆକ୍ରମଣ କରିବ : ମୃତ୍ଯୁ, ଦୁଃଖଦାୟକ କ୍ରନ୍ଦନ, ମହା କ୍ଷୁଧା। ସେ ଅଗ୍ନି ରେ ଜଳିୟିବ, କାରଣ ପ୍ରଭୁ ପରମେଶ୍ବର ତା'ର ବିଚାର କରିଛନ୍ତି ଏବଂ ସେ ସର୍ବଶକ୍ତିମାନ ଅଟନ୍ତି।

Cross references

ଆୟୁବ ପୁସ୍ତକ 9:19

ମୁଁ ପରମେଶ୍ବରଙ୍କୁ ପରାସ୍ତ କରିପାରିବି ନାହିଁ। ପରମେଶ୍ବର ଅତ୍ଯନ୍ତ ପରାକ୍ରମଶାଳୀ, ମୁଁ ତାଙ୍କୁ ନ୍ଯାଯାଳଯକୁ ନଇେ ପାରିବି ନାହିଁ। ଏବଂ ମାେ ପ୍ରତି ସଦଯ ହବୋକୁ ବାଧ୍ଯ କରିପାରିବି ନାହିଁ। କିଏ ତାଙ୍କୁ ନ୍ଯାଯାଳଯକୁ ଆସିବାକୁ ବାଧ୍ଯ କରିପାରିବ।

ଗୀତସଂହିତା 62:11

ପରମେଶ୍ବର ଏହା କହିଛନ୍ତି, ଏବଂ ମୁଁ ଏକରୁ ବହୁତ ଥର ଶୁଣିଛି : ପରମେଶ୍ବର ବଳବାନ୍ ଅଟନ୍ତି।

ଯିଶାଇୟ 27:1

ସଦେିନ ସଦାପ୍ରଭୁ ଆପଣାର ଦାରୁଣ, ବୃହତ୍ ଓ ଦୃଢ଼ ଖଡ୍ଗ ଦ୍ବାରା ଦ୍ରୁତଗାମୀ ସର୍ପ ଲିବିଯାଥନକୁ ଓ ବକ୍ରଗାମୀ ସର୍ପ ଲିବିଯାଥନକୁ ଶାସ୍ତି ଦବେେ ଓ ସମୁଦ୍ରସ୍ଥ ଦୀର୍ଘକାଯ ଜନ୍ତୁକୁ ସଂହାର କରିବେ।

ଯିଶାଇୟ 47:9

ଏ ଉଭୟ ଘଟଣା ସହସା ଏକ ମୁହୂର୍ତ୍ତ ରେ ଘଟିବ। ପ୍ରଥମେ ସନ୍ତାନ ବିରହ ଓ ପ ରେ ବୈଧବ୍ଯ ତୁମ୍ଭପ୍ରତି ଘଟିବ। ତୁମ୍ଭର ଅପାର ଶକ୍ତିଶାଳୀ କୌଶଳ ଓ ମାଯାବୀତ୍ବ କିଛି ସାହାୟ୍ଯ କରିବ ନାହିଁ। ଏ ଦୁଇଟି ସମ୍ପୂର୍ଣ୍ଣ ପରିମାଣ ରେ ତୁମ୍ଭ ପ୍ରତି ଘଟିବ।

ଯିରିମିୟ 50:31

ହେ ଉଦ୍ଧତ ବାବିଲ, ଆମ୍ଭେ ତୁମ୍ଭ ବିପକ୍ଷ ରେ ଅଛୁ। ସୈନ୍ଯାଧିପତି ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ଯେ ହତେୁ ତୁମ୍ଭ ବିରୁଦ୍ଧ ରେ ଅଛୁ, ତେଣୁ ତୁମ୍ଭର ପ୍ରତିଫଳ ପାଇବାର ଦିନ ଆସିଅଛି।

ଯିରିମିୟ 50:34

ମାତ୍ର ସମାନଙ୍କେର ମୁକ୍ତିଦାତା ବଳବାନ, ସୈନ୍ଯାଧିପତି ସଦାପ୍ରଭୁ ସମାନଙ୍କେୁ ପୁନର୍ବାର ଫରୋଇ ଆଣିବେ। ସେ ପୃଥିବୀକୁ ଶାନ୍ତ ଓ ବାବିଲବାସୀଙ୍କୁ ଉଦବିଗ୍ନ କରିବାକୁ ସମାନଙ୍କେର ବିବାଦ ସମ୍ପୂର୍ଣ୍ଣରୂପେ ନିଷ୍ପତ୍ତି କରିବେ।

ଯିରିମିୟ 51:6

ବାବିଲରୁ ପଳାଯନ କର ଓ ତୁମ୍ଭମାନଙ୍କର ନିଜ ନିଜ ପ୍ରାଣ ରକ୍ଷା କର। ଆଉ ତାହାର ଅଧର୍ମ ରେ ଉଚ୍ଛନ୍ନ ହୁଅ ନାହିଁ। କାରଣ ଏହା ସଦାପ୍ରଭୁଙ୍କର ପ୍ରତିଶୋଧ ନବୋର ସମୟ ଓ ସେ ସମାନଙ୍କେୁ ତା'ର ପ୍ରତିଫଳ ଦବେେ।

ଯିରିମିୟ 51:58

ପୁଣି ସୈନ୍ଯାଧିପତି ସଦାପ୍ରଭୁ ଏହି କଥା କହନ୍ତି, ବାବିଲର ପ୍ରଶସ୍ତ ସୁଦୃଢ଼ ପ୍ରାଚୀର ସମ୍ପୂର୍ଣ୍ଣ ରୂପେ ଉତ୍ପାଟିତ ହବେ ଓ ତାହାର ଉଚ୍ଚ ଦ୍ବାରସବୁ ଅଗ୍ନି ରେ ଦଗ୍ଧ ହବେ। ବାବିଲର ଲୋକମାନେ କଠିନ ପରିଶ୍ରମ କରିବେ ଓ ନଗରକୁ ରକ୍ଷା କରିବାକୁ କ୍ଲାନ୍ତ ହବେେ। ମାତ୍ର ତାହା କିଛି ସାହାୟ୍ଯ କରିବ ନାହିଁ। ସମାନେେ ସହେି ଅଗ୍ନି ଶିଖା ରେ ଜାଳଣେି ସ୍ବରୂପ ଦଗ୍ଧ ହବେେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 10:22

ଆମ୍ଭେ କ'ଣ ପ୍ରଭୁଙ୍କୁ ବିରକ୍ତ କରିବାକୁ ଇଚ୍ଛା କରୁ ? ଆମ୍ଭେ କ'ଣ ତାହାଙ୍କଠାରୁ ଅଧିକ ବଳବାନ ? ନା !

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 11:17

ସହେି ପ୍ରାଚୀନମାନେ କହିଲେ :

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 17:16

ତୁମ୍ଭେ ଯେଉଁ ପଶୁ ଓ ଦଶ ଶିଙ୍ଗ ଦେଖିଲ, ସମାନେେ ସହେି ବେଶ୍ଯାକୁ ଘୃଣା କରିବେ। ସମାନେେ ତା'ର ସବୁ ନଇେଯିବେ ଓ ତାହାକୁ ଉଲଗ୍ନ କରି ଛାଡ଼ି ଦବେେ। ସମାନେେ ତାହାର ଶରୀରର ମାଂସ ଖାଇବେ ଓ ତାହାକୁ ଅଗ୍ନି ରେ ପୋଡ଼ି ଦବେେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 17:18

ତୁମ୍ଭେ ଯେଉଁ ସ୍ତ୍ରୀକୁ ଦେଖିଲ, ସେ ପୃଥିବୀର ରାଜାମାନଙ୍କ ଉପରେ ରାଜତ୍ବ କରୁଥିବା, ସହେି ମହାନଗରୀକୁ ବୁଝାଏ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 18:9

ଜଗତର ଯେଉଁ ରାଜାମାନେ ତା' ସହିତ ବ୍ଯଭିଚାର ପାପ କାର୍ୟ୍ଯ ରେ ଲିପ୍ତ ଥିଲେ ଓ ତା'ଧନ ରେ ଭାଗୀଦାର ଥିଲେ, ସମାନେେ ଯେତବେେଳେ ତାହାର ଦହନର ଧୂଆଁ ଦେଖିବେ, ସମାନେେ ତା'ର ମୃତ୍ଯୁ କାରଣରୁ କାନ୍ଦିବେ ଓ ଦୁଃଖିତ ହବେେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 18:17

ଘଣ୍ଟାକ ମଧିଅରେ ଏହି ସମସ୍ତ ବିଶାଳ ସମ୍ପତ୍ତି ନଷ୍ଟ କରିଦିଆଗଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 18:19

ସମାନେେ ନିଜନିଜ ମସ୍ତକ ଉପରେ ଧୂଳି ଫିଙ୍ଗିଲେ। ସମାନେେ କାନ୍ଦିଲେ ଓ ବହୁତ ଦୁଃଖିତ ହେଲେ। ସମାନେେ ଉଚ୍ଚ ସ୍ବର ରେ କହିଲେ :

Interlinear

Choose Theme