Home Bibles ☰ Books ଗୀତସଂହିତା 96:9 · ଓଡ଼ିଆ ବାଇବେଲ
ଗୀତସଂହିତା 96:9 · ଓଡ଼ିଆ ବାଇବେଲ

ସଦାପ୍ରଭୁଙ୍କର ପବିତ୍ର ମନ୍ଦିରରେ ତାଙ୍କର ଉପାସନା କର। ପୃଥିବୀବାସୀ ତାଙ୍କ ଆଗରେ ଥରନ୍ତି।

Cross references

ଦିତୀୟ ବଂଶାବଳୀ 29:28

ହାମବେଳି ଉପହାରର ଉତ୍ସର୍ଗୀକରଣ ଶଷେ ନ ହବୋ ପର୍ୟ୍ଯନ୍ତ ସମସ୍ତ ଜନତା ନତ ମସ୍ତକ ହେଲେ, ଗାଯକମାନେ ଗୀତଗାନ କଲେ ଓ ତୂରୀବାଦ୍ଯକାରୀମାନେ ତୂରୀ ବଜାଇଲେ।

ଦିତୀୟ ବଂଶାବଳୀ 29:29

ଉତ୍ସର୍ଗ କାର୍ୟ୍ଯ ଶଷେ ହବୋପରେ, ରାଜା ହିଜକିଯ ଓ ତାଙ୍କ ସହିତ ସମସ୍ତ ଜନତା ନତମସ୍ତକ ହେଲେ ଓ ଉପାସନା କଲେ।

ଦିତୀୟ ବଂଶାବଳୀ 29:30

ରାଜା ହିଜକିଯ ଓ ତାଙ୍କର ପଦାଧିକାରୀମାନେ ଲବେୀୟମାନଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପ୍ରଶଂସାଗାନ କରିବାକୁ ଆଦେଶ ଦେଲେ। ସମାନେେ ଦାଉଦ ଓ ଆସଫ ଭବିଷ୍ଯତ୍ବକ୍ତାଙ୍କ ରଚିତ୍ ସଙ୍ଗୀତମାନ ଗାନ କଲେ। ସମାନେେ ପରମେଶ୍ବରଙ୍କର ପ୍ରଶଂସା କଲେ ଓ ଆନନ୍ଦିତ ହେଲେ। ସମାନେେ ସମସ୍ତେ ନତମସ୍ତକ ହେଲେ ଓ ପରମେଶ୍ବରଙ୍କର ଉପାସନା କଲେ।

ଏଜ୍ରା 7:27

ସଦାପ୍ରଭୁ, ଆମ୍ଭ ପୂର୍ବପୁରୁଷମାନଙ୍କ ପରମେଶ୍ବରଙ୍କର ପ୍ରଶଂସା କର। ୟିରୁଶାଲମସ୍ଥ ସଦାପ୍ରଭୁ ମନ୍ଦିରକୁ ସମ୍ମାନ କରିବାକୁ ରାଜାର ଅନ୍ତଃକରଣ ରେ ପରମେଶ୍ବର ଏହିପରି ମନୋଭାବ ଦଇେଅଛନ୍ତି। ୟିରୁଶାଲମସ୍ଥ ସଦାପ୍ରଭୁଙ୍କ ମନ୍ଦିରକୁ ସମ୍ମାନ କରିବାକୁ ରାଜାର ଅନ୍ତଃକରଣ ରେ ପରମେଶ୍ବର ଏହିପରି ପ୍ରବୃତ୍ତି ଦଇେଅଛନ୍ତି।

ଗୀତସଂହିତା 29:2

ସଦାପ୍ରଭୁଙ୍କର ପ୍ରଶଂସା ଓ ତାଙ୍କର ନାମକୁ ଗୌରବ କର। ତାଙ୍କୁ ବିଶଷେ ପୋଷାକରେ ପ୍ରଣାମ କର।

ଗୀତସଂହିତା 33:8

ଏ ପୃଥିବୀର ପ୍ରେତ୍ୟକକ ବ୍ଯକ୍ତି ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କରିବା ଉଚିତ୍। ଏ ପୃଥିବୀର ସମସ୍ତ ଲୋକ ତାଙ୍କୁ ଭୟ କରିବା ଉଚିତ୍।

ଗୀତସଂହିତା 76:7

ହେ ପରମେଶ୍ବର, ତୁମ୍ଭେ ହିଁ ସମସ୍ତଙ୍କ ଦ୍ବାରା ଭୟର ପାତ୍ର। ତୁମ୍ଭେ ଥରେ କୋର୍ଧ କଲେ, କହେି ତୁମ୍ଭ ସାକ୍ଷାତରେ ଠିଆ ହାଇେ ପାରିବେ ନାହିଁ।

ଗୀତସଂହିତା 76:11

ଲୋକମାନେ ପରମେଶ୍ବରଙ୍କଠାରେ ମାନସିକ କରନ୍ତି, ଏବଂ ସସବେୁକୁ ପରମେଶ୍ବରଙ୍କଠାରେ ଅର୍ପଣ କରନ୍ତି। ଲୋକମାନେ ଚତୁର୍ଦ୍ଦିଗରେ ଥିବା ଜାତିଗଣ ପରମେଶ୍ବରଙ୍କ ନିକଟକୁ ଉପହାର ଆଣିବା ଉଚିତ୍, ଯେଉଁମାନେ କି ସମ୍ମାନ ପାଇଁ ଉପୟୁକ୍ତ ଅଟନ୍ତି।

ଗୀତସଂହିତା 99:1

ସଦାପ୍ରଭୁଙ୍କ ଆଗରେ ଗାନ କର। ସେ ନ୍ଯାଯ ବିଚାର ପାଇଁ ପୃଥିବୀକୁ ଆସୁଛନ୍ତି। ସେ ତାଙ୍କର ଧାର୍ମିକତା ଏବଂ ନ୍ଯାଯ ସହିତ ପୃଥିବୀର ଲୋକମାନଙ୍କର ବିଚାର କରିବେ।

ଗୀତସଂହିତା 110:3

ତୁମ୍ଭ ପରାକ୍ରମର ଦିନରେ, ଯେତବେେଳେ ତୁମ୍ଭର ସୈନ୍ଯବାହିନୀ ଏକତ୍ର ହବେେ, ତୁମ୍ଭ ଲୋକମାନେ ସ୍ବଇଚ୍ଛାରେ ମିଶିବେ। ପବିତ୍ର ପର୍ବତ ଉପରେ ଅତି ପ୍ରଭାତରେ ସମାନେେ ମିଳିତ ହବେେ। ସହେି ସମସ୍ତ ୟୁବକ ତୁମ୍ଭ ଚାରିପଟେ ପଡ଼ିଆରେ କାକର ଟୋପା ପରି ବେଢ଼ି ରହିବେ।

ଗୀତସଂହିତା 114:7

ହେ ପୃଥିବୀ, ୟାକୁବର ପରମେଶ୍ବରଙ୍କ ସମ୍ମୁଖରେ କମ୍ପିତ ହୁଅ।

ଯିହିଜିକଲ 7:20

ସହେି ଲୋକମାନେ ମନ୍ଦିରର ସୁନ୍ଦର ଅଳଙ୍କାର ରେ ଘୃଣ୍ଯ ମୂର୍ତ୍ତିମାନ ନିର୍ମାଣ କଲେ, ଯେଉଁଥିପାଇଁ ସମାନେେ ଗର୍ବ କରୁଥିଲେ ଏବଂ ସମାନେେ ସହେି ମୂର୍ତ୍ତିଗୁଡ଼ିକ ପରମେଶ୍ବରଙ୍କ ମନ୍ଦିର ରେ ରଖିଲେ। ତେଣୁ ଆମ୍ଭେ ସଗେୁଡ଼ିକ ସମାନଙ୍କେ ପାଇଁ କଳୁଷିତ ସାମଗ୍ରୀ ରେ ପରିଣତ କରିଦବୋ।

ଦାନିଏଲ 11:45

ଏବଂ ସେ ସାଗର ଓ ରମ୍ଯ ପବିତ୍ର ପର୍ବତର ମଧିଅରେ ଆପଣା ରାଜକୀଯ ତମ୍ବୁ ସ୍ଥାପନ କରିବ। ଆଉ ତାହାର ଅନ୍ତିମ କାଳ ଉପସ୍ଥିତ ହବେ ଓ କହେି ତାହାକୁ ସାହାୟ୍ଯ କରିବେ ନାହିଁ।'

ଲୂକଲିଖିତ ସୁସମାଚାର 21:5

କେତକେ ଶିଷ୍ଯ ମନ୍ଦିର ବିଷୟ ରେ କଥାବାର୍ତ୍ତା ହେଉଥିଲେ। ସମାନେେ କହିଲେ, ଏହା ଗୋଟିଏ ସୁନ୍ଦର ମନ୍ଦିର। ଏହା ସବୁଠାରୁ ଭଲ ପଥର ରେ ତିଆରି ହାଇେଛି। ଦେଖ ପରମେଶ୍ବରଙ୍କୁ କିପରି ଭଲଭଲ ଦାନ ଅର୍ପଣ କରା ଯାଇଛି!

Interlinear

Choose Theme