Home Bibles ଗୀତସଂହିତା 99:1 · ଓଡ଼ିଆ ବାଇବେଲ
ଗୀତସଂହିତା 99:1 · ଓଡ଼ିଆ ବାଇବେଲ

ସଦାପ୍ରଭୁଙ୍କ ଆଗରେ ଗାନ କର। ସେ ନ୍ଯାଯ ବିଚାର ପାଇଁ ପୃଥିବୀକୁ ଆସୁଛନ୍ତି। ସେ ତାଙ୍କର ଧାର୍ମିକତା ଏବଂ ନ୍ଯାଯ ସହିତ ପୃଥିବୀର ଲୋକମାନଙ୍କର ବିଚାର କରିବେ।

Cross references

ଯାତ୍ରା ପୁସ୍ତକ 25:22

ଆଉ ମୁଁ ଯେତବେେଳେ ତୁମ୍ଭକୁ ସାକ୍ଷାତ କରେ ଓ ପାପାଚ୍ଛାଦନର ଉପରି ଭାଗରୁ ଅର୍ଥାତ୍ ଚୁକ୍ତି ସିନ୍ଦୁକର ଉପରିସ୍ଥ କିରୂବଦୂତଗଣ ମଧ୍ଯରୁ ତୁମ୍ଭ ସଙ୍ଗେ ଆଳାପ କରି ଇଶ୍ରାୟେଲ ସନ୍ତାନଗଣ ବିଷଯକ ମୁଁ ସମସ୍ତ ଆଜ୍ଞା ତୁମ୍ଭକୁ ଜଣାଇବି।

ଦିତୀୟ ଶାମୁୟେଲ 6:2

ଦାଉଦ ଏବଂ ତାଙ୍କର ଲୋକମାନେ ୟକ୍ସ୍ଟହକ୍ସ୍ଟଦା ରେ ବାଲିକକ୍ସ୍ଟ ଗଲେ। ସମାନେେ ବାଲିର ୟିହକ୍ସ୍ଟଦାଠାରକ୍ସ୍ଟ ପ୍ରଭକ୍ସ୍ଟଙ୍କର ପବିତ୍ର ସିନ୍ଦକ୍ସ୍ଟକ ଯିରୁଶାଲମକୁ ଆଣିବାକକ୍ସ୍ଟ ଗଲେ। ସହେି ପବିତ୍ର ସିନ୍ଦକ୍ସ୍ଟକ ସଦାପ୍ରଭୁଙ୍କର ସିଂହାସନ ତକ୍ସ୍ଟଲ୍ଯ ଥିଲା। ସହେି ପବିତ୍ର ସିନ୍ଦକ୍ସ୍ଟକ ଉପରେ କିରକ୍ସ୍ଟବ ଦୂତମାନଙ୍କର ପ୍ରତିମୂର୍ତ୍ତୀମାନ ଥିଲା ଏବଂ ସଦାପ୍ରଭୁ ସମାନଙ୍କେ ଉପରେ ବସକ୍ସ୍ଟଥିଲେ।

ପ୍ରଥମ ବଂଶାବଳୀ 16:30

ତାଙ୍କ ସମ୍ମୁଖ ରେ ସମସ୍ତ ପୃଥିବୀ କମ୍ପମାନ ହୁଅ। କିନ୍ତୁ ସେ ପୃଥିବୀକୁ ସଶକ୍ତ କଲେ, ଯେପରି ଏହା ନ ହଲେ।

ଗୀତସଂହିତା 2:6

ସିୟୋନ ହେଉଛି ମାରେ ପବିତ୍ର ପର୍ବତ। ସଦାପ୍ରଭୁଙ୍କର ଏହିସବୁ ବାକ୍ଯ ନେତାମାନଙ୍କୁ ସ୍ଥାପନ କରିଅଛି।

ଗୀତସଂହିତା 2:11

ପ୍ରଭୁଙ୍କୁ ଭୟର ସହିତ ଭକ୍ତି କର ଓ ମାନ।

ଗୀତସଂହିତା 18:10

ସଦାପ୍ରଭୁ ସହେି ଆକାଶ ବକ୍ଷର ଉଚ୍ଚରେ କିରୂବଦୂତମାନଙ୍କ ସହିତ ଉଡ଼ିବାକୁ ଲାଗିଲେ। ସେ ବାଯୁର ଗତିରେ ଉଡ଼ିବାକୁ ଲାଗିଲେ।

ଗୀତସଂହିତା 21:8

ହେ ପରମେଶ୍ବର ତୁମ୍ଭେ ଆପଣା ଶତ୍ରୁମାନଙ୍କୁ ଦଖାଇେ ଦିଅ ୟେ ତୁମ୍ଭେ ସବୁଠାରୁ ଶକ୍ତିଶାଳୀ। ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି। ତୁମ୍ଭର ଶକ୍ତି ସେ ସମସ୍ତଙ୍କୁ ପରାଜିତ କରିବ।

ଗୀତସଂହିତା 80:1

ହେ ଇଶ୍ରାୟେଲର ପାଳକ, କର୍ଣ୍ଣପାତ କର। ତୁମ୍ଭେ ୟୋଷଫରେ ଲୋକମାନଙ୍କୁ ମଷେପରି ନତେୃତ୍ବ କରିଅଛ। କିରୂବଦୂତମାନଙ୍କ ଉପରେ ରାଜା ତୁଲ୍ଯ ଉପବିଷ୍ଟ ହେଲେ, ଆମ୍ଭମାନଙ୍କୁ ତୁମ୍ଭେ ଦର୍ଶନ ଦିଅ।

ଗୀତସଂହିତା 80:2

ଇଫ୍ରଯିମ, ବିନ୍ଯାମୀନ, ମନଃଶିର ସାକ୍ଷାତରେ ଆପଣା ପରାକ୍ରମ ଦଖାେଅ ଓ ଆସ ଓ ଆମ୍ଭମାନଙ୍କୁ ରକ୍ଷା କର।

ଗୀତସଂହିତା 82:5

ୟାହାସବୁ ଘଟୁଛି ସମାନେେ ଜାଣନ୍ତି ନାହିଁ କିଅବା ବୁଝନ୍ତି ନାହିଁ। ସମାନେେ ଅନ୍ଧାରରେ ଝୁଣ୍ଟି ପଡ଼ନ୍ତି। ସମାନଙ୍କେର ପୃଥିବୀ ସମାନଙ୍କେର ଚତୁଃପାଶର୍‌ବରେ ତଳକୁ ପଡ଼ୁଛି।

ଗୀତସଂହିତା 93:1

ସଦାପ୍ରଭୁ ରାଜା ଅଟନ୍ତି। ସେ ମହିମା ଓ ଶକ୍ତି ରୂପକ ବସ୍ତ୍ର ପରିଧାନ କରନ୍ତି। ସେ ନିଜ କଟିରେ ସମଗ୍ର ବିଶା୍ବସକୁ ଧରିଛନ୍ତି। ଏହା ୟପରେି ଟଳମଳ ହାଇେ ନ ୟାଏ।

ଗୀତସଂହିତା 96:9

ସଦାପ୍ରଭୁଙ୍କର ପବିତ୍ର ମନ୍ଦିରରେ ତାଙ୍କର ଉପାସନା କର। ପୃଥିବୀବାସୀ ତାଙ୍କ ଆଗରେ ଥରନ୍ତି।

ଗୀତସଂହିତା 96:10

ଏହା ଜାତିଗଣ ମଧ୍ୟରେ କୁହ, ସଦାପ୍ରଭୁ ହେଉଛନ୍ତି ରାଜା !ପୃଥିବୀ ସୁସ୍ଥିର ରହିବ। ପରମେଶ୍ବର ନ୍ଯାଯ ବିଚାର କରିବେ।

ଗୀତସଂହିତା 97:1

ସଦାପ୍ରଭୁ ଶାସନ କରନ୍ତି। ସକଳ ପୃଥିବୀ ଆନନ୍ଦ ହେଉ। ଦୂର ସଦୃଶ ଭୂମି ମଧ୍ଯ ଆନନ୍ଦିତ ହୁଅନ୍ତୁ।

ଗୀତସଂହିତା 97:4

ତାହାଙ୍କ ବିଜୁଳି ଜଗତକୁ ଦୀପ୍ତିମାନ କଲା, ଏହା ଦେଖି ଲୋକେ ଭୟ କଲେ।

ଯିଶାଇୟ 19:14

ସଦାପ୍ରଭୁ ମିଶରୀଯମାନଙ୍କୁ ବିଭ୍ରାନ୍ତ କରାଇଛନ୍ତି। ସମାନେେ ନିଜେ ବାଉଳା ହାଇେଛନ୍ତି ଓ ମିଶରକୁ କୁପଥରେ ନଇେଛନ୍ତି। ସହେି ପ୍ରାଚୀନଗଣ ଯାହା ସବୁ କରିଛନ୍ତି ସେ ସମସ୍ତ କୁକର୍ମ। ମାତାଲ ନିଜ ବାନ୍ତି ରେ ଟଳଟଳ ହେଲାପରି ସମାନେେ ମିଶରକୁ ପ୍ରେତ୍ୟକକ କାର୍ୟ୍ଯ ରେ ବିପଥଗାମୀ କରିଛନ୍ତି।

ଯିଶାଇୟ 24:19

ପୃଥିବୀ ବିଦୀର୍ଣ୍ଣ ହାଇେ ଖଣ୍ଡ ବିଖଣ୍ଡିତ ହେଉଅଛି, ଏହା ଥରି ବିଚଳିତ ହାଇେ ନଷ୍ଟ ହେଉଅଛି।

ଯିରିମିୟ 4:24

ମୁଁ ପର୍ବତମାଳାକୁ ଅନାଇ ଦେଖିଲି ସଗେୁଡ଼ିକ କିତ ହେଉଥିଲେ ଓ ଉପପର୍ବତଗୁଡ଼ିକ ଦୋହଲୁଥିଲେ।

ଯିରିମିୟ 5:22

ନିଶ୍ଚିତଭାବରେ ତୁମ୍ଭମାନେେ ଆମ୍ଭକୁ ଭୟ କରିବାର କାରଣ ଅଛି, ସଦାପ୍ରଭୁ କହନ୍ତି। ହଁ, ତୁମ୍ଭମାନେେ ଆମ୍ଭ ସମ୍ମୁଖ ରେ ଭୟ ରେ ଥରିବାର କାରଣ ଅଛି। ଆମ୍ଭେ ବାଲୁକାସ୍ତୁପ ସ୍ଥାପନ କଲୁ, ଯେପରି ସମୁଦ୍ର ତା'ର ସୀମା ଲଙ୍ଘନ ନ କରିବ। ସମୁଦ୍ର ରେ ଢ଼େଉ ଉେଠ ଏବଂ ଏହାର କୌଣସି କ୍ଷତି କରେ ନାହିଁ। ଏହା ଘାରେ ଗର୍ଜନ କରେ, ମାତ୍ର ଆମ୍ଭେ ସ୍ଥାପନ କରିଥିବା ସୀମା ଲଙ୍ଘନ କରେ ନାହିଁ।

ଯିରିମିୟ 49:21

ଇଦୋମର ପତନ ଶବ୍ଦ ରେ ପୃଥିବୀ କମ୍ପିତ ହେଉଅଛି। ସମାନଙ୍କେର କ୍ରନ୍ଦନ ଶବ୍ଦ ଲୋହିତ ସାଗର ପର୍ୟ୍ଯନ୍ତ ଶୁଣାଯାଉଛି।

ଯିରିମିୟ 50:46

ବାବିଲର ପତନ ଘଟିବ ଓ ସହେି ପତନ ରେ ପୃଥିବୀ ପ୍ରକମ୍ପିତ ହବେ। ପୃଥିବୀର ସମସ୍ତ ଗୋଷ୍ଠୀ ସହେି କ୍ରନ୍ଦନର ଶବ୍ଦ ଶୁଣିବେ।

ଯିହିଜିକଲ 10:1

ସେତବେେଳେ ମୁଁ ଉପରକୁ ଚାହିଁଲି ଓ ଦେଖିଲି କିରୂବଦୂତମାନଙ୍କର ମସ୍ତକର ଉପରିସ୍ଥ ଶୂନ୍ଯମଣ୍ଡଳ ରେ ନୀଳକାନ୍ତ ମଣି ସଦୃଶ ଏକ ସିଂହାସନର ଆକୃତି ସମାନଙ୍କେ ଉପ ରେ ଦଖାଗେଲା।

ଯିହିଜିକଲ 10:18

ଅନନ୍ତର ସଦାପ୍ରଭୁଙ୍କ ମହିମା ମନ୍ଦିରର ଏରୁଣ୍ଡିର ଉର୍ଦ୍ଧ୍ବକୁ ପ୍ରସ୍ଥାନ କରି କିରୂବମାନଙ୍କ ଉପ ରେ ଅଧିଷ୍ଠିତ ହେଲା।

ଯିହିଜିକଲ 43:7

ଆଉ ସେ ମାେତେ ମନ୍ଦିର ମଧ୍ଯରୁ କହିଲେ, ହେ ମନୁଷ୍ଯ ପୁତ୍ର ଏହା ମାରେ ସିଂହାସନର ସ୍ଥାନ ଓ ମାରେ ପାଦପୀଠର ସ୍ଥାନ। ମୁଁ ଇଶ୍ରାୟେଲ ପରିବାର ମଧିଅରେ ସଦାକାଳ ବାସ କରିବି। ଆଉ ଇଶ୍ରାୟେଲର ଲୋକମାନେ ଏବଂ ସମାନଙ୍କେ ରାଜାଗଣ ସମାନଙ୍କେର ଶାରୀରିକ ପାପସବୁ ସହିତ ଏହି ସ୍ଥାନ ରେ ନିଜର ରାଜାମାନଙ୍କ ମୃତ ଶରୀର କବର ଦବୋଦ୍ବାରା ଏହି ସ୍ଥାନକୁ ମାରେ ପବିତ୍ର ନାମକୁ ଅପମାନିତ କରିବେ ନାହିଁ।

ଲୂକଲିଖିତ ସୁସମାଚାର 19:12

ଲୋକମାନେ ଏହି କଥା ଭାବୁଥିବା ଯୀଶୁ ଜାଣି ପାରିଲେ। ତେଣୁ ସେ ଲୋକମାନଙ୍କୁ ଏହି ଦୃଷ୍ଟାନ୍ତଟି କହିଲେ: ଜଣେ ଅତି ମାନ୍ଯଗଣ୍ଯ ବ୍ଯକ୍ତି ରାଜା ହବୋ ପାଇଁ କୌଣସି ଏକ ଦ୍ବର ରାଜ୍ଯକୁ ୟିବାକୁ ପ୍ରସ୍ତୁତ ହେଉଥିଲେ। ତା'ପରେ ସେ ଫରେିଆସି ନିଜ ଲୋକମାନଙ୍କ ଉପରେ ଶାସନ କରିବାକୁ ଯୋଜନା କଲେ।

ଲୂକଲିଖିତ ସୁସମାଚାର 19:14

ସହେି ବ୍ଯକ୍ତିଙ୍କୁ ସେ ରାଜ୍ଯର ନାଗରିକମାନେ ଘୃଣା କରୁଥିଲେ। ତେଣୁ ସମାନେେ ତାହାଙ୍କ ପଛ ରେ ଦଳେ ଲୋକଙ୍କୁ ସଠାେକୁ ପଠାଇଲେ। ସଠାେକୁ ଯାଇ ଏହି ଦଳର ଲୋକମାନେ କହିଲେ, 'ଆମ୍ଭେ ଚାହୁଁନା ଯେ, ସହେି ବ୍ଯକ୍ତି ଆମ୍ଭମାନଙ୍କର ରାଜା ହୁଅନ୍ତୁ।'

ଲୂକଲିଖିତ ସୁସମାଚାର 19:27

ବର୍ତ୍ତମାନ ମାରେଶତୃମାନେ କାହାଁନ୍ତି? ମୁଁ ସମାନଙ୍କେର ରାଜା ନହୁଏ ବୋଲି ଯେଉଁମାନେ ଚାହୁଁଥିଲେ। ସମାନେେ କାହାଁନ୍ତି? ମାେ ଶତୃମାନଙ୍କୁ ଏଠାକୁ ଆଣ। ସମାନଙ୍କେୁ ମାେ ଆଖି ଆଗ ରେ ମାରିଦିଅ।'

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 2:12

ମାେ ପ୍ରିୟ ମିତ୍ରଗଣ! ତୁମ୍ଭମାନେେ ସର୍ବଦା ପରମେଶ୍ବରଙ୍କ ବାଧ୍ଯ ହାଇେଛ। ମୁଁ ତୁମ୍ଭ ସହିତ ଥିଲା ବେଳେ ତୁମ୍ଭମାନେେ ପରମେଶ୍ବରଙ୍କ ବାଧ୍ଯ ହାଇେଛ। ମୁଁ ତୁମ୍ଭ ସହିତ ନ ଥିଲା ବେଳେ ମଧ୍ଯ ତୁମ୍ଭେ ତାହାଙ୍କ ବାଧ୍ଯ ହବୋ ଅଧିକ ଗୁରୁତ୍ତ୍ବପୂର୍ଣ୍ଣ ଅଟେ। ତୁମ୍ଭେ ନିଶ୍ଚିତ ହବୋ ଆବଶ୍ଯକ ଯେ ମାେ ସାହାୟ୍ଯ ବିନା ତୁମ୍ଭେ ପରିତ୍ରାଣ ପାଇବ। ପରମେଶ୍ବରଙ୍କ ପ୍ରତି ସମ୍ମାନ ଓ ଭୟ ରଖି ଏପରି କର।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 6:14

ଆକାଶ ଭାଗଭାଗ ହାଇଗେଲା ଓ ଚର୍ମପତ୍ର ଭଳି ଗୁଡ଼ଇେ ହାଇଗେଲା। ପର୍ବତ ଓ ଦ୍ବୀପସମୂହ ନିଜନିଜ ସ୍ଥାନରୁ ସ୍ଥାନଚ୍ଯୁତ ହାଇଗେଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 11:17

ସହେି ପ୍ରାଚୀନମାନେ କହିଲେ :

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 20:11

ତା'ପରେ ମୁଁ ଗୋଟିଏ ବିରାଟ ଶୁଭ୍ର ସିଂହାସନ ଦେଖିଲି। ମୁଁ ଜଣେ ବ୍ଯକ୍ତିଙ୍କୁ ସହେି ସିଂହାସନ ରେ ବସିଥିବାର ଦେଖିଲି। ଆକାଶ ଓ ପୃଥିବୀ ତାହାଙ୍କ ପାଖରୁ ଦୌଡ଼ି ଚାଲିଗଲେ ଓ ଉଭଇେ ଗଲେ।

Interlinear

Choose Theme