Home Bibles ଲୂକଲିଖିତ ସୁସମାଚାର 21:5 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 21:5 · ଓଡ଼ିଆ ବାଇବେଲ

କେତକେ ଶିଷ୍ଯ ମନ୍ଦିର ବିଷୟ ରେ କଥାବାର୍ତ୍ତା ହେଉଥିଲେ। ସମାନେେ କହିଲେ, ଏହା ଗୋଟିଏ ସୁନ୍ଦର ମନ୍ଦିର। ଏହା ସବୁଠାରୁ ଭଲ ପଥର ରେ ତିଆରି ହାଇେଛି। ଦେଖ ପରମେଶ୍ବରଙ୍କୁ କିପରି ଭଲଭଲ ଦାନ ଅର୍ପଣ କରା ଯାଇଛି!

Cross references

ମାଥିଉଲିଖିତ ସୁସମାଚାର 24:1

ଯୀଶୁ ମନ୍ଦିର ଛାଡ଼ି ବାହରି ଆସିଲେ ଓ ଚ଼ାଲି ଯାଉଥିଲେ। ସହେି ସମୟରେ ତାହାଙ୍କ ଶିଷ୍ଯମାନେ ତାହାଙ୍କୁ ମନ୍ଦିରର ଭବନଗୁଡ଼ିକୁ ଦଖାଇବୋ ପାଇଁ ତାହାଙ୍କ ପାଖକୁ ଆସିଲେ।

ମାର୍କଲିଖିତ ସୁସମାଚାର 13:1

ଯୀଶୁ ମନ୍ଦିର ମଧ୍ଯରୁ ବାହାରି ଯାଉଥିବା ସମୟରେ ତାହାଙ୍କର ଜଣେ ଶିଷ୍ଯ ତାହାଙ୍କୁ କହିଲା, ଗୁରୁ, ଦେଖନ୍ତୁ, ଏ ମନ୍ଦିରର ସୁନ୍ଦର ଭବନଗୁଡିକ ଓ ତାର ବିଶାଳ ପଥରଗୁଡିକ କେତେ ସୁନ୍ଦର ହାଇେଛି।

ଯୋହନଲିଖିତ ସୁସମାଚାର 2:20

ଯିହୂଦୀମାନେ କହିଲେ, ଏହି ମନ୍ଦିର ନିର୍ମାଣ କରିବା ପାଇଁ ଲୋକମାନେ ଛଯାଳିଶ ବର୍ଷ ପର୍ୟ୍ଯନ୍ତ କାମ କରିଥିଲେ। ଆଉ ତୁମ୍ଭେ କ'ଣ ପ୍ରକୃତ ରେ ବିଶ୍ବାସ କରୁଛ, ତୁମ୍ଭେ ଏହା ତିନି ଦିନ ମଧିଅରେ ନିର୍ମାଣ କରି ଦବେ?

Interlinear

Choose Theme