Home Bibles ☰ Books ଗୀତସଂହିତା 46:5 · ଓଡ଼ିଆ ବାଇବେଲ
ଗୀତସଂହିତା 46:5 · ଓଡ଼ିଆ ବାଇବେଲ

ପରମେଶ୍ବର ସହେି ନଗରୀରେ ବାସ କରନ୍ତି। ଏହା କବେେ ବି ଧ୍ବଂସ ପାଇବ ନାହିଁ। ପରମେଶ୍ବର ଏପରିକି ସୂର୍ୟେ୍ଯାଦଯ ପୂର୍ବରୁ ସାହାୟ୍ଯ କରିବାକୁ ଉପସ୍ଥିତ ଥାନ୍ତି।

Cross references

ଯାତ୍ରା ପୁସ୍ତକ 14:24

ପ୍ରଭାତ ରେ ସଦାପ୍ରଭୁ ମେଘସ୍ତମ୍ଭ ଓ ଆଲୋକ ସ୍ତମ୍ଭ ଦଇେ ମିଶ୍ରୀଯ ସୈନ୍ଯମାନଙ୍କୁ ଦେଖିଲେ ଏବଂ ସଦାପ୍ରଭୁ ମିଶରୀଯ ସୈନ୍ଯମାନଙ୍କୁ ଦ୍ବନ୍ଦ ରେ ପକାଇଲେ।

ଯାତ୍ରା ପୁସ୍ତକ 14:27

ତେଣୁ ମାଶାେ ତାଙ୍କର ହସ୍ତ ସମୁଦ୍ର ଉପରେ ବିସ୍ତାର କଲେ। ଏହାପରେ ଠିକ୍ ସୂର୍ େଯ୍ଯାଦଯ ପୂର୍ବରୁ ସମୁଦ୍ର ପୂର୍ବପରି ସମାନ ହାଇଗେଲା। ମିଶରୀଯମାନେ ଦୌଡି ପଳାଇବାକୁ ଚେଷ୍ଟା କରନ୍ତେ ସଦାପ୍ରଭୁ ସମାନଙ୍କେୁ ସମୁଦ୍ର ରେ ନିକ୍ଷପେ କଲେ।

ଦିତୀୟ ବିବରଣ 23:14

ତୁମ୍ଭକୁ ରକ୍ଷା କରିବା ପାଇଁ ଓ ତକ୍ସ୍ଟମ୍ଭ ହସ୍ତ ରେ ତୁମ୍ଭର ଶତୃମାନଙ୍କୁ ସମର୍ପଣ କରିବ ପାଇଁ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତକ୍ସ୍ଟମ୍ଭ ଛାଉଣୀ ମଧିଅରେ ଗମନାଗମନ କରନ୍ତି। ଏଥିପାଇଁ ସେ ଯେପରି ତୁମ୍ଭମାନଙ୍କ ମଧିଅରେ ଲଜ୍ଜାକର ବିଷଯ ନ ଦେଖନ୍ତି ଓ ତକ୍ସ୍ଟମ୍ଭ ନିକଟରକ୍ସ୍ଟ ବିମକ୍ସ୍ଟଖ ନ ହକ୍ସ୍ଟଅନ୍ତି। ଏଥିପାଇଁ ତୁମ୍ଭର ଛାଉଣୀ ସର୍ବଦା ପବିତ୍ର ହବୋ ଉଚିତ୍।

ଗୀତସଂହିତା 30:5

ପରମେଶ୍ବର କୋର୍ଧିତ ହୁଅନ୍ତି। ତଣେୁ ତାଙ୍କର ନିଷ୍ପତ୍ତି ହିଁ ମୃତ୍ଯୁ। କିନ୍ତୁ ସେ ମାେ ପ୍ରତି କରୁଣା ପ୍ରଦର୍ଶନ କରି ମାେତେ ଜୀବନଦାନ ଦଇେଛନ୍ତି। ସାରା ରାତି ମୁଁ କାନ୍ଦୁଥିଲି। ତା'ପରଦିନ ସକାଳୁ ଦେଖିଲି, ମୁଁ ଖୁସିରେ ଗୀତ ବୋଲୁଛି।

ଗୀତସଂହିତା 37:40

ସଦାପ୍ରଭୁ ଧାର୍ମିକ ଲୋକମାନଙ୍କୁ ସାହାୟ୍ଯ କରନ୍ତି ଓ ସମାନଙ୍କେୁ ରକ୍ଷା କରନ୍ତି। ସଦାପ୍ରଭୁ ସହେି ଲୋକମାନଙ୍କୁ ଦୁଷ୍ଟ ଲୋକଙ୍କ କବଳରୁ ରକ୍ଷା କରନ୍ତି କାରଣ ସମାନେେ ତାଙ୍କ ଉପରେ ନିର୍ଭରଶୀଳ।

ଗୀତସଂହିତା 62:2

ହଁ, ପରମେଶ୍ବର ମାରେ ଶୈଳ ୟିଏ ମାେତେ ନିରାପଦ ରଖନ୍ତି। ପରମେଶ୍ବର ହେଉଛନ୍ତି ଉଚ୍ଚ ପର୍ବତରେ ଥିବା ମାରେ ଦୁର୍ଗ। ମୁଁ ଧ୍ବଂସରୁ ନିରାପଦ ରହିବି।

ଗୀତସଂହିତା 62:6

ହଁ, ସତରେ ପରମେଶ୍ବର ହେଉଛନ୍ତି ମାରେ ଶୈଳ, ୟିଏକି ମାେତେ ସୁରକ୍ଷିତ ରଖନ୍ତି। ପରମେଶ୍ବର ହେଉଛନ୍ତି ଉଚ୍ଚତମ ପର୍ବତରେ ଥିବା ମାରେ ଦୁର୍ଗ। ମୁଁ ଧ୍ବଂସରୁ ନିରାପଦ ରହିବି।

ଗୀତସଂହିତା 68:18

ସେ ଉଚ୍ଚ ପର୍ବତ ପର୍ୟ୍ଯନ୍ତ ଗଲେ, ସେ ବହୁତ ନିର୍ବାସିତମାନଙ୍କୁ ଆଗଇେ ନଲେେ ଏବଂ ୟଥେଷ୍ଟ ଉପହାରସବୁ ଗ୍ରହଣ କଲେ। ସମାନଙ୍କେଠାରୁ ଯେଉଁ ଲୋକମାନେ ତାଙ୍କ ବିରୁଦ୍ଧରେ ବିଦ୍ରୋହ କଲେ। ସଦାପ୍ରଭୁ ପରମେଶ୍ବର ସମାନଙ୍କେ ମଧ୍ୟରେ ବାସ କରିବେ।

ଗୀତସଂହିତା 112:6

ସହେି ଲୋକ କଦାପି ବିଚଳିତ ହବେ ନାହିଁ। ର୍ଧାମିକ ଲୋକ ଅନନ୍ତକାଳ ସ୍ମରଣରେ ରହିବ।

ଗୀତସଂହିତା 125:1

ଯେଉଁ ଲୋକମାନେ ସଦାପ୍ରଭୁଙ୍କଠାରେ ବିଶ୍ବାସ ରଖନ୍ତି ସମାନେେ ସିୟୋନ୍ ପର୍ବତ ତୁଲ୍ଯ। ସମାନେେ କବେେ ମଧ୍ଯ ଥରିବେ ନାହିଁ। ସମାନେେ ନିତ୍ଯସ୍ଥାଯୀ ହାଇେ ବଞ୍ଚି ରହିବେ।

ଗୀତସଂହିତା 143:8

ସଦାପ୍ରଭୁ ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ମାେତେ ପ୍ରଭାତରେ ଦଖାେଅ। ମୁଁ ତୁମ୍ଭ ଉପରେ ଭରସା କରେ। ମୁଁ ଯେଉଁ ପଥରେ ୟିବା ଉଚିତ୍ ମାେତେ ସହେି ପଥ ଦଖାେଅ। କାରଣ ମୁଁ ମାରେ ପ୍ରାଣ ତୁମ୍ଭ ହାତରେ ଟକେି ଦଇେଅଛି।

ଯିଶାଇୟ 12:6

ହେ ସିୟୋନ ନିବାସୀଗଣ, ଉଚ୍ଚସ୍ବର ରେ ତାଙ୍କର ପ୍ରଶଂସା କର। ଇଶ୍ରାୟେଲ ସହେି ପବିତ୍ର ଧର୍ମସ୍ବରୂପ ତୁମ୍ଭମାନଙ୍କ ମଧିଅରେ ଅଛନ୍ତି, ତେଣୁ ଆନନ୍ଦ କର।

ଯିହିଜିକଲ 43:7

ଆଉ ସେ ମାେତେ ମନ୍ଦିର ମଧ୍ଯରୁ କହିଲେ, ହେ ମନୁଷ୍ଯ ପୁତ୍ର ଏହା ମାରେ ସିଂହାସନର ସ୍ଥାନ ଓ ମାରେ ପାଦପୀଠର ସ୍ଥାନ। ମୁଁ ଇଶ୍ରାୟେଲ ପରିବାର ମଧିଅରେ ସଦାକାଳ ବାସ କରିବି। ଆଉ ଇଶ୍ରାୟେଲର ଲୋକମାନେ ଏବଂ ସମାନଙ୍କେ ରାଜାଗଣ ସମାନଙ୍କେର ଶାରୀରିକ ପାପସବୁ ସହିତ ଏହି ସ୍ଥାନ ରେ ନିଜର ରାଜାମାନଙ୍କ ମୃତ ଶରୀର କବର ଦବୋଦ୍ବାରା ଏହି ସ୍ଥାନକୁ ମାରେ ପବିତ୍ର ନାମକୁ ଅପମାନିତ କରିବେ ନାହିଁ।

ଯିହିଜିକଲ 43:9

ପୁତ୍ର, ବର୍ତ୍ତମାନ ସମାନଙ୍କେୁ ସମାନଙ୍କେର ଶାରୀରିକ ପାପସବୁରୁ ଦୂ ରଇେ ରୁହନ୍ତୁ ଓ ସମାନଙ୍କେର ରାଜାମାନଙ୍କର ମୃତ ଶରୀର ଆମ୍ଭ ନିକଟରୁ ଦୂର କରନ୍ତୁ, ତେଣୁ ମୁଁ ସଦାକାଳ ସମାନଙ୍କେ ମଧିଅରେ ବାସ କରିବି।

ଯିହିଜିକଲ 47:1

ଅନନ୍ତର ସେ ମାେତେ ଫରୋଇ ମନ୍ଦିରର ଦ୍ବାର ନିକଟକୁ ଆଣିଲେ। ଗୃହର ପ୍ରବେଶ ସ୍ଥାନ ରେ ତଳୁ ଜଳ ନିର୍ଗତ ହାଇେ ପୂର୍ବଦିଗ ରେ ବହୁଥିବାର ମୁଁ ଦେଖିଲି କାରଣ ମନ୍ଦିର ସମ୍ମୁଖଭାଗ ପୂର୍ବାଭିମୂଖୀ ଥିଲା। ଆଉ ସହେି ଜଳ ତଳି ମନ୍ଦିରର ଦକ୍ଷିଣପାଶର୍‌ବ ଦଇେ ୟଜ୍ଞବଦେୀର ଦକ୍ଷିଣ ଦିଗ ରେ ବହିଲା।

Interlinear

Choose Theme