Home Bibles ☰ Books ଗୀତସଂହିତା 125:1 · ଓଡ଼ିଆ ବାଇବେଲ
ଗୀତସଂହିତା 125:1 · ଓଡ଼ିଆ ବାଇବେଲ

ଯେଉଁ ଲୋକମାନେ ସଦାପ୍ରଭୁଙ୍କଠାରେ ବିଶ୍ବାସ ରଖନ୍ତି ସମାନେେ ସିୟୋନ୍ ପର୍ବତ ତୁଲ୍ଯ। ସମାନେେ କବେେ ମଧ୍ଯ ଥରିବେ ନାହିଁ। ସମାନେେ ନିତ୍ଯସ୍ଥାଯୀ ହାଇେ ବଞ୍ଚି ରହିବେ।

Cross references

ପ୍ରଥମ ବଂଶାବଳୀ 5:20

ମନଃଶିର ରୂବନେ ଓ ଗାଦ୍ ଗୋଷ୍ଠୀଯର ଏହି ଲୋକମାନେ ୟୁଦ୍ଧ କ୍ଷେତ୍ର ରେ ପରମେଶ୍ବରଙ୍କ ନିକଟରେ ପ୍ରାର୍ଥନା କଲେ। ପରମେଶ୍ବର ସମାନଙ୍କେୁ ଯେପରି ସାହାୟ୍ଯ କରନ୍ତି, ଏଥିନିମନ୍ତେ ସମାନେେ ତାଙ୍କ ନିକଟରେ ବୀନତି କଲେ। କାରଣ ସମାନେେ ତାଙ୍କ ଠା ରେ ବିଶ୍ବାସ କରୁଥିଲେ। ତେଣୁ ପରମେଶ୍ବର ସମାନଙ୍କେୁ ସାହାୟ୍ଯ କଲେ। ହାଗରୀଯ ଲୋକମାନଙ୍କୁ ପରାସ୍ତ କରିବାକୁ ପରମେଶ୍ବର ସମାନଙ୍କେୁ ଅନୁମତି ଦେଲେ। ଆହୁରି ମଧ୍ଯ ସମାନେେ ହାଗରୀଯ ଲୋକମାନଙ୍କ ସହିତ ରେ ଥିବା ଅନ୍ୟ ଲୋକମାନଙ୍କୁ ମଧ୍ଯ ପରାସ୍ତ କଲେ।

ଦିତୀୟ ବଂଶାବଳୀ 20:20

ଯିହାଶାଫେଟ୍ଙ୍କ ସୈନ୍ଯଦଳ ପ୍ରଭାତ ରେ ତକୋଯର ମରୁଭୂମି ମଧ୍ଯକୁ ୟୁଦ୍ଧ ପାଇଁ ୟାତ୍ରା କଲେ। ସମାନେେ ୟାତ୍ରାରମ୍ଭ କରିବା ସମୟରେ ଯିହାଶାଫେଟ୍ ଉଠି ଠିଆ ହେଲେ ଓ କହିଲେ, ଯିହୁଦା ଓ ୟିରୁଶାଲମର ସମସ୍ତ ଲୋକ ମାେ' କଥା ଶୁଣ। ତୁମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ବରଙ୍କଠା ରେ ବିଶ୍ବାସ ରଖ, ତବେେ ତୁମ୍ଭମାନେେ ଦୃଢ଼ ରୂପେ ଠିଆ ହାଇେ ପାରିବ। ସଦାପ୍ରଭୁଙ୍କର ଭବିଷ୍ଯତ୍ବକ୍ତାମାନଙ୍କଠା ରେ ବିଶ୍ବାସ ରଖ। ତୁମ୍ଭମାନେେ କୃତକାର୍ୟ୍ଯ ହବେ।

ଗୀତସଂହିତା 20:8

ସହେି ଅନ୍ୟ ଲୋକମାନେ ପରାସ୍ତ ହାଇେ ୟୁଦ୍ଧ କ୍ଷେତ୍ରରେ ମୃତ୍ଯୁବରଣ କଲେ କିନ୍ତୁ ଆମ୍ଭେ ଜିତିଲୁ। ଆମ୍ଭେ ବିଜଯୀ ଦଳ।

ଗୀତସଂହିତା 25:2

ହେ ମାରେ ପରମେଶ୍ବର, ମୁଁ ତୁମ୍ଭର ଶରଣାଗତ ଓ ମୁଁ କବେେ ନିରାଶ ହବେ ନାହିଁ। ମାେତେ ମାରେ ଶତ୍ରୁମାନେ ଦେଖି କବେେ ହସିବେ ନାହିଁ।

ଗୀତସଂହିତା 25:8

ସଦାପ୍ରଭୁ ହିଁ ପ୍ରକୃତରେ ମହାନ୍। ସେ ପାପୀକୁ ଉଚିତ ମାର୍ଗରେ ଚାଲିବାକୁ ନିର୍ଦ୍ଦଶେ ଦିଅନ୍ତି।

ଗୀତସଂହିତା 27:1

ହେ ସଦାପ୍ରଭୁ ତୁମ୍ଭେ ମାରେ ଆ ଲୋକବର୍ତ୍ତିକା ଓ ମାରେ ତ୍ରାଣକର୍ତ୍ତା। ମୁଁ ତାହାଦ୍ବାରା ଭୟଭୀତ ହବେି ନାହିଁ। ସଦାପ୍ରଭୁଙ୍କ ଆଶ୍ରଯସ୍ଥଳ ମାେ ପାଇଁ ସବୁଠାରୁ ନିରାପଦସ୍ଥଳ। ତଣେୁ ମୁଁ କାହାରିକୁ ଭୟ କରିବି ନାହିଁ।

ଗୀତସଂହିତା 34:22

ସଦାପ୍ରଭୁ, ସହେି ଲୋକମାନଙ୍କର ପ୍ରାଣକୁ ଉଦ୍ଧାର କରିବେ, ଯେଉଁମାନେ ତାଙ୍କୁ ଆରାଧନା କରନ୍ତି। ଯେଉଁ ବ୍ଯକ୍ତିମାନେ ତାଙ୍କ ଉପରେ ନିର୍ଭରଶୀଳ, ସେ କବେେ ହେଲେ ସମାନଙ୍କେୁ ଧ୍ବଂସ ହବୋକୁ ଦବେେ ନାହିଁ।

ଗୀତସଂହିତା 46:5

ପରମେଶ୍ବର ସହେି ନଗରୀରେ ବାସ କରନ୍ତି। ଏହା କବେେ ବି ଧ୍ବଂସ ପାଇବ ନାହିଁ। ପରମେଶ୍ବର ଏପରିକି ସୂର୍ୟେ୍ଯାଦଯ ପୂର୍ବରୁ ସାହାୟ୍ଯ କରିବାକୁ ଉପସ୍ଥିତ ଥାନ୍ତି।

ଗୀତସଂହିତା 46:6

ସଦାପ୍ରଭୁଙ୍କ ଚିତ୍କାର ଶୁଣି ରାଜ୍ଯମାନେ ଭୟରେ କମ୍ପି ଉଠନ୍ତି। ସହେି ରାଜ୍ଯସବୁ ଭାଙ୍ଗି ପଡ଼ିବ ଏବଂ ପୃଥିବୀରେ ଭୂମିକମ୍ପ ହବେ।

ଗୀତସଂହିତା 62:2

ହଁ, ପରମେଶ୍ବର ମାରେ ଶୈଳ ୟିଏ ମାେତେ ନିରାପଦ ରଖନ୍ତି। ପରମେଶ୍ବର ହେଉଛନ୍ତି ଉଚ୍ଚ ପର୍ବତରେ ଥିବା ମାରେ ଦୁର୍ଗ। ମୁଁ ଧ୍ବଂସରୁ ନିରାପଦ ରହିବି।

ଗୀତସଂହିତା 62:3

କେତକୋଳ ପର୍ୟ୍ଯନ୍ତ ତୁମ୍ଭମାନେେ ମାେତେ ଆକ୍ରମଣ କରିବ ଓ ହତ୍ଯା କରିବାକୁ ଚେଷ୍ଟା କରିବ ? ମୁଁ ଗୋଟିଏ ନଇଁ ପଡ଼ିଥିବା କାନ୍ଥ ଓ ଟଳମଳ ପ୍ରାଚୀର ତୁଲ୍ଯ। ମୁଁ ଜଣେ ଉଚ୍ଚ ପଦାଧିକାରୀ ତଥାପି ଲୋକମାନେ ମାେତେ ହତ୍ଯା କରିବାକୁ ଚେଷ୍ଟା କରୁଛନ୍ତି।

ଗୀତସଂହିତା 62:6

ହଁ, ସତରେ ପରମେଶ୍ବର ହେଉଛନ୍ତି ମାରେ ଶୈଳ, ୟିଏକି ମାେତେ ସୁରକ୍ଷିତ ରଖନ୍ତି। ପରମେଶ୍ବର ହେଉଛନ୍ତି ଉଚ୍ଚତମ ପର୍ବତରେ ଥିବା ମାରେ ଦୁର୍ଗ। ମୁଁ ଧ୍ବଂସରୁ ନିରାପଦ ରହିବି।

ଗୀତସଂହିତା 62:7

ମାରେ ଗୌରବ ଓ ବିଜଯ ପରମେଶ୍ବରଙ୍କଠାରୁ ଆସେ। ସେ ମାରେ ଦୃଢ଼ ଦୁର୍ଗ। ପରମେଶ୍ବର ହିଁ ମାରେ ନିରାପଦ ସ୍ଥାନ।

ଗୀତସଂହିତା 118:8

ଲୋକମାନଙ୍କଠାରେ ବିଶ୍ବାସ ରଖିବା ଅପେକ୍ଷା ସଦାପ୍ରଭୁଙ୍କଠାରେ ରକ୍ଷା ପାଇଁ ନିର୍ଭର ରଖିବା ନିଶ୍ଚିତ ଉତ୍ତମ।

ଗୀତସଂହିତା 120:1

ମୁଁ ଆପଣା ବିପଦ ସମଯରେ ସଦାପ୍ରଭୁଙ୍କଠାରେ ପ୍ରାର୍ଥନା କଲି ଏବଂ ସେ ମାେତେ ଉତ୍ତର ଦେଲେ।

ଗୀତସଂହିତା 121:1

ମୁଁ ସାହାୟ୍ଯ ପାଇଁ ପର୍ବତଗଣ ଆଡ଼େ ଚା ହେଁ। କିନ୍ତୁ ପ୍ରକୃତରେ କେଉଁଠାରୁ ମାରେ ସାହାୟ୍ଯ ଆସିବ ?

ଗୀତସଂହିତା 122:1

ମୁଁ ଖୁସି ହଲିେ, ଯେତବେେଳେ ଲୋକମାନେ କହିଲେ, ଚାଲ ସଦାପ୍ରଭୁଙ୍କ ମନ୍ଦିରକୁ ୟିବା।

Interlinear

Choose Theme