Home Bibles ଲୂକଲିଖିତ ସୁସମାଚାର 18:8 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 18:8 · ଓଡ଼ିଆ ବାଇବେଲ

ମୁଁ ତୁମ୍ଭକୁ କହୁଛି। ଅତି ଶୀଘ୍ର ପରମେଶ୍ବର ତାହାଙ୍କ ଲୋକଙ୍କୁ ସାହାୟ୍ଯ କରିବେ। କିନ୍ତୁ ମନୁଷ୍ଯପୁତ୍ର ପୁଣିଥରେ ଫରେି ଆସିବା ପରେ ସେ ଏ ପୃଥିବୀ ରେ ତାହାଙ୍କର ବିଶ୍ବାସୀମାନଙ୍କୁ ପାଇ ପାରିବେ କି?

Cross references

ଗୀତସଂହିତା 46:5

ପରମେଶ୍ବର ସହେି ନଗରୀରେ ବାସ କରନ୍ତି। ଏହା କବେେ ବି ଧ୍ବଂସ ପାଇବ ନାହିଁ। ପରମେଶ୍ବର ଏପରିକି ସୂର୍ୟେ୍ଯାଦଯ ପୂର୍ବରୁ ସାହାୟ୍ଯ କରିବାକୁ ଉପସ୍ଥିତ ଥାନ୍ତି।

ଗୀତସଂହିତା 143:7

ହେ ସଦାପ୍ରଭୁ, ଶୀଘ୍ର ମାେତେ ଉତ୍ତର ଦିଅ। ମୁଁ ମାରେ ସାହସ ହରାଇଛି। ମାଠାରୁେ ଦୂରଇେ ୟାଅ ନାହିଁ। ମାେତେ ମରିବାକୁ ଦିଅ ନାହିଁ, ନ ହେଲେ କବରରେ ଥିବା ମୃତ ତୁଲ୍ଯ ହବେି।

ମାଥିଉଲିଖିତ ସୁସମାଚାର 24:9

ସେତବେେଳେ ଲୋକେ ତୁମ୍ଭମାନଙ୍କ ପ୍ରତି ଖରାପ ବ୍ଯବହାର କରିବେ। ସମାନେେ ତୁମ୍ଭମାନଙ୍କୁ ଦଣ୍ଡ ଦବୋ ପାଇଁ ଧରାଇ ଦବେେ। ସମାନେେ ତୁମ୍ଭମାନଙ୍କୁ ମାରି ଦବେେ। ତୁମ୍ଭମାନେେ ମାରେ ଶିଷ୍ଯ ହାଇେଥିବା ଯୋଗୁଁ ସମସ୍ତ ଦେଶର ଲୋକମାନେ ତୁମ୍ଭମାନଙ୍କୁ ଘୃଣା କରିବେ।

ମାଥିଉଲିଖିତ ସୁସମାଚାର 24:24

ଭଣ୍ଡ ଖ୍ରୀଷ୍ଟମାନେ ଓ ଭଣ୍ଡ ଭବିଷ୍ଯଦ୍ବକ୍ତାମାନେ ବାହାରିବେ। ସମାନେେ ବହୁତ ବଡ଼ ବଡ଼ ଆଶ୍ଚର୍ୟ୍ଯଜନକ କାମ କରିବେ ଓ ଚ଼ମତ୍କାର ପ୍ରତର୍ଶନ କରିବେ। ଯଦି ସମ୍ଭବ ହୁଏ, ତବେେ ପରମେଶ୍ବରଙ୍କ ଦ୍ବାରା ମନୋନୀତ ଲୋକମାନଙ୍କୁ ମଧ୍ଯ ସମାନେେ ବୋକା ବନଇେ ଦବୋକୁ ଚେଷ୍ଟା କରିବେ।

ଲୂକଲିଖିତ ସୁସମାଚାର 17:26

ନୋହ ବାସ କରୁଥିବା ସମୟରେ ଯାହା ଘଟିଥିଲା ମନୁଷ୍ଯପୁତ୍ର ଫରେି ଆସିବା ସମୟରେ ସହେି ଏକା କଥା ଘଟିବ।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 5:1

ଭାଇ ଓ ଭଉଣୀମାନେ! ସମୟଗୁଡ଼ିକ ଓ ତାରିଖଗୁଡ଼ିକ ବିଷୟ ରେ ଏବେ କିଛି ଲେଖିବାର ଆବଶ୍ଯକତା ନାହିଁ।

ଏବ୍ରୀ 10:23

ଆମ୍ଭର ଭରସାକୁ ଦୃଢ଼ ଭାବରେ ଧରି ରଖ। ଆମ୍ଭେ ନିଜର ଭରସାକୁ ଲୋକମାନଙ୍କ ଆଗ ରେ ବ୍ଯକ୍ତ କରିବାକୁ ରୋକିବା ଉଚିତ୍ ନୁହେଁ। ସେ ଯାହା ପ୍ରତିଜ୍ଞା କଲେ, ତାହା କରିବେ ବୋଲି ଆମ୍ଭେ ପରମେଶ୍ବରଙ୍କଠା ରେ ବିଶ୍ବାସ କରିପାରିବା।

ଯାକୁବଙ୍କ ପତ୍ 5:1

ଧନୀ ଲୋକେ ! ଶୁଣ ! କ୍ରନ୍ଦନ କର ଓ ଅତି ଦୁଃଖିତ ହୁଅ। କାରଣ ଅତ୍ଯଧିକ କ୍ଲେଶ ତୁମ୍ଭ ଉପରେ ମାଡ଼ି ଆସୁଛି।

ପିତରଙ୍କ ଦିତୀୟ ପତ୍ର 2:3

ସହେି ଭଣ୍ଡ ଶିକ୍ଷକମାନେ କବଳେ ତୁମ୍ଭର ଧନ ଚାହାଁନ୍ତି। ସମାନେେ ଖାଲି ମିଛ କଥା କହି ତୁମ୍ଭର ମନ ନବେେ। ଏହି ଭଣ୍ଡ ଶିକ୍ଷକଙ୍କର ନ୍ଯାୟ ବିଚାର ବହୁ ପୂର୍ବରୁ ପ୍ରସ୍ତୁତ ହାଇେ ରହିଛି। ପରମେଶ୍ବର ସମାନଙ୍କେୁ ନଷ୍ଟ କରି ଦବେେ। ସମାନେେ ତାହାଙ୍କଠାରୁ ରକ୍ଷା ପାଇବେ ନାହିଁ।

ପିତରଙ୍କ ଦିତୀୟ ପତ୍ର 3:8

ପ୍ରିୟ ମିତ୍ରଗଣ, କିନ୍ତୁ ଏହି ବିଶଷେ କଥା ଭୁଲ ନାହିଁ, ପରମେଶ୍ବରଙ୍କ ଲାଗି ଗୋଟିଏ ଦିନ ହଜାର ବର୍ଷ ଭଳି ଓ ହଜାର ବର୍ଷ ଗୋଟିଏ ଦିନ ଭଳି ଅଟେ।

Interlinear

Choose Theme