ଅନନ୍ତର ସେ ମାେତେ ଫରୋଇ ମନ୍ଦିରର ଦ୍ବାର ନିକଟକୁ ଆଣିଲେ। ଗୃହର ପ୍ରବେଶ ସ୍ଥାନ ରେ ତଳୁ ଜଳ ନିର୍ଗତ ହାଇେ ପୂର୍ବଦିଗ ରେ ବହୁଥିବାର ମୁଁ ଦେଖିଲି କାରଣ ମନ୍ଦିର ସମ୍ମୁଖଭାଗ ପୂର୍ବାଭିମୂଖୀ ଥିଲା। ଆଉ ସହେି ଜଳ ତଳି ମନ୍ଦିରର ଦକ୍ଷିଣପାଶର୍ବ ଦଇେ ୟଜ୍ଞବଦେୀର ଦକ୍ଷିଣ ଦିଗ ରେ ବହିଲା।
Cross references
ଏପରି ଏକ ନଦୀ ଅଛି ୟାହାର ପବିତ୍ର ଜଳଧାରା ସର୍ବୋପରିସ୍ଥ ପରମେଶ୍ବରଙ୍କ ନଗରୀକୁ ଆନନ୍ଦିତ କରୁଛି।
ପରମେଶ୍ବର ସହେି ନଗରୀରେ ବାସ କରନ୍ତି। ଏହା କବେେ ବି ଧ୍ବଂସ ପାଇବ ନାହିଁ। ପରମେଶ୍ବର ଏପରିକି ସୂର୍ୟେ୍ଯାଦଯ ପୂର୍ବରୁ ସାହାୟ୍ଯ କରିବାକୁ ଉପସ୍ଥିତ ଥାନ୍ତି।
ସହେି ପର୍ବରେ ନର୍ତ୍ତକ ଓ ଗାଯକ କହିବେ। ସମସ୍ତେ ଭଲ ଜିନିଷ ତୁମ୍ଭ ମଧ୍ଯରୁ ଆସେ।
ବହୁ ଲୋକ ସଠାେକୁ ଯିବେ। ସମାନେେ କହିବେ, ଆସ, ଆମ୍ଭମାନେେ ସଦାପ୍ରଭୁଙ୍କ ପର୍ବତକୁ ୟିବା। ଯାକୁବଙ୍କ ପରମେଶ୍ବରଙ୍କ ମନ୍ଦିରକୁ ଆମ୍ଭମାନେେ ୟିବା। ସେତବେେଳେ ପରମେଶ୍ବର ଆମ୍ଭମାନଙ୍କୁ ତାଙ୍କ ପଥ ବିଷଯ ରେ ଶିକ୍ଷା ଦବେେ। ଆମ୍ଭମାନେେ ତାହା ଅନୁସରଣ କରିବା।
ଯେଉଁମାନେ ଗଣହତ୍ଯା ହବେ ଓ ଦୁର୍ଗସବୁ ପତିତ ହବେ। ସହେିଦିନ ଉଚ୍ଚ ପର୍ବତ ଓ ପାହାଡ଼ମାନଙ୍କ ରେ ଝରଣା ଓ ଜଳଷୋର୍ତ ପ୍ରବାହିତ ହବେ।
ହେ ତୃଷାର୍ତ୍ତଗଣ, ତୁମ୍ଭମାନେେ ଜଳ ନିକଟକୁ ଆସ, ପୁଣି ଅର୍ଥଶୂନ୍ଯ ବ୍ଯକ୍ତି ମଧ୍ଯ ଆସୁ। ତୁମ୍ଭମାନେେ ଆସ, କିଣ ଓ ଭୋଜନ କର। ହଁ, ଆସ, ଅର୍ଥ ଓ ବିନା ମୂଲ୍ଯ ରେ ଦ୍ରାକ୍ଷାରସ ଓ ଦୁଗ୍ଧ କିଣ।
କାରଣ ଆମ୍ଭର ଲୋକମାନେ ଦୁଇଟି ପାପ କରିଅଛନ୍ତି। ପ୍ରଥମତଃ ସମାନେେ ମାେତେ ପରିତ୍ଯାଗ କରିଛନ୍ତି ଯଦିଓ ମୁଁ ଏକ ଜୀବନଦାଯିନୀ ନିର୍ଝର ଅଟେ ଓ ଦ୍ବିତୀୟ ରେ ନିଜ ପାଇଁ ସମାନେେ ବହୁ ଜଳକୁଣ୍ଡ ଖାେଳିଛନ୍ତି। ମାତ୍ର ସହେି ଭଙ୍ଗା ଜଳକୁଣ୍ଡ ସବୁ ଜଳ ରଖିପାରନ୍ତି ନାହିଁ।
ତା'ପ ରେ ସେ ପୁନର୍ବାର ନିକଟକୁ ଆସି ତହିଁର ପାବାଛ ନଇେ ଉପରକୁ ଉଠିଲେ। ତା'ପ ରେ ସେ ଫାଟକର ଏରୁଣ୍ଡି ବନ୍ଧ ମାପିଲେ, ଏହାର ଓସାର ଏକ ଦଣ୍ଡ ଥିଲା।
ପ୍ରବେଶ ସ୍ଥାନ ପ୍ରସ୍ଥ ଦଶ ହାତ ଓ ସହେି ପ୍ରବେଶ ସ୍ଥାନର ପାଶର୍ବ ଏପାଖେ ପାଞ୍ଚହାତ ଓ ସପୋଖେ ପାଞ୍ଚ ହାତ ଥିଲା। ଏବଂ ସେ ତାହାର ର୍ଦୈଘ୍ଯ ଚାଳିଶ ହାତ ଓ ପ୍ରସ୍ଥ କୋଡ଼ିଏ ହାତ ମାପିଲେ।
ମନ୍ଦିର ଓ ମହାପବିତ୍ରସ୍ଥାନର ଦୁଇଟି ଲଖାଏଁେ ଦ୍ବାର ଥିଲା।
ନଦୀର ଉଭୟ ପାଶର୍ବ ରେ ସବୁପ୍ରକାର ଖାଦ୍ୟ ଉପ ଯୋଗୀ ଫଳବୃକ୍ଷ ହବେ ଓ ସଗେୁଡ଼ିକର ପତ୍ର ମଳିନ ହବେ ନାହିଁ ଏବଂ ଫଳର ଅଭାବ ହବେ ନାହିଁ। କାରଣ ସହେି ବୃକ୍ଷଗୁଡ଼ିକ ପବିତ୍ର ସ୍ଥାନର ନିର୍ଗତ ଜଳ ରେ ବଢ଼ିଥିବା ହତେୁ ପ୍ରତି ମାସ ରେ ନୂତନ ଫଳ ଧାରଣ କରିବେ। ଆଉ ତାହାର ଫଳ ଆହାରାର୍ଥେ ଓ ପତ୍ର ଆରୋଗ୍ଯାର୍ଥେ ଔଷଧ ରୂପେ ବ୍ଯବହୃତ ହବେ।
ସହେିଦିନ ପର୍ବତଗୁଡିକ ମଧୁର ଦ୍ରାକ୍ଷାରସ କ୍ଷରଣ କରିବେ। ପାହାଡଗୁଡିକରୁ ଦୁଗ୍ଧ ପ୍ରବାହିତ ହବେ। ଯିହୁଦାର ସମସ୍ତ ଶୁଷ୍କ ନଦୀଗୁଡିକ ଜଳପୂର୍ଣ୍ଣ ହବେେ। ସଦାପ୍ରଭୁଙ୍କ ମନ୍ଦିରରୁ ଏକ ଝରଣା ନିର୍ଗତ ହବେ। ତାହା ଶିଟୀମର ଉପତ୍ୟକାକୁ ଜଳମଯ କରିବ।
ମାତ୍ର ସେତବେେଳେ, ଏକ ନିର୍ଝର ଦାଉଦର ପରିବାର ଓ ୟିରୁଶାଲମ ନିବାସୀ ପାଇଁ ଖାେଲା ହବେ। ସହେି ଝରଣା ସମାନଙ୍କେର ପାପସବୁ ଓ ଅପବିତ୍ରତାକୁ ଧୋଇଦବେ।
ସଦେିନ, ୟିରୁଶାଲମରୁ ସ୍ବଚ୍ଛ ଜଳ ପ୍ରବାହିତ ହବେ। ସେ ଅଧା ପ୍ରବାହିତ ହବେ ସମୁଦ୍ର ଆଡକୁ ପୂର୍ବ ଦିଗକୁ ଓ ଅନ୍ୟ ଅଧା ପଶ୍ଚିମ ଦିଗ ସମୁଦ୍ର ଆଡକୁ। ଏହା ଉଭୟ ଗ୍ରୀଷ୍ମକାଳ ଓ ଶୀତକାଳ ରେ ହବେ।
ପର୍ବର ଶଷେ ଦିନ ଆସିଲା। ସହେି ପ୍ରଧାନ ଦିନ ରେ ଯୀଶୁ ଠିଆ ହାଇେ ଉଚ୍ଚ ସ୍ବର ରେ କହିଲେ, ଯଦି କୌଣସି ଲୋକ ତୃଷାର୍ତ୍ତ, ତବେେ ସେ ମାେ ନିକଟକୁ ଆସି ପାନକରୁ।
ତା'ପରେ ଦୂତ ମାେତେ ଜୀବନଜଳର ନଦୀ ଦଖାଇେଲେ। ସେ ନଦୀଟି ସ୍ଫଟିକ ପରି ଉଜ୍ଜ୍ବଳ ଥିଲା। ସହେି ନଦୀ ପରମେଶ୍ବର ଓ ମଷେଶାବକଙ୍କ ସିଂହାସନରୁ ପ୍ରବାହିତ ହେଉଛି।
ଆତ୍ମା ଓ କନ୍ଯା କହନ୍ତି, ଆସ ! ଏସବୁ ଶୁଣୁଥିବା ପ୍ରେତ୍ୟକକ ଲୋକ ମଧ୍ଯ କହୁ, ଆସ !। ଯେ ତୃଷାର୍ତ୍ତ, ସେ ଆସୁ ; ଯେ ଇଚ୍ଛା କରେ, ସେ ବିନା ମୂଲ୍ଯ ରେ ଜୀବନର ଜଳପାନ କରିପା ରେ।