Home Bibles ଗୀତସଂହିତା 18:21 · ଓଡ଼ିଆ ବାଇବେଲ
ଗୀତସଂହିତା 18:21 · ଓଡ଼ିଆ ବାଇବେଲ

କାରଣ ମୁଁ ସଦାପ୍ରଭୁଙ୍କ ଆଦେଶକୁ ପାଳନ କରେ। ମୁଁ ପରମେଶ୍ବରଙ୍କ ବିରୁଦ୍ଧରେ କୌଣସି ପାପ କରି ନାହିଁ।

Cross references

ପ୍ରଥମ ଶାମୁୟେଲ 15:11

ସଦାପ୍ରଭୁ କହିଲେ,ଶାଉଲ ମାେତେ ଅନକ୍ସ୍ଟସରଣ କରୁନାହିଁ। ତେଣୁ ଶାଉଲଙ୍କକ୍ସ୍ଟ ରାଜା କରିଥିବାରକ୍ସ୍ଟ ମୁ ଦକ୍ସ୍ଟଃଖିତ ଅଟେ। ସେ ମାରେ ଆଦେଶକକ୍ସ୍ଟ ଅବଜ୍ଞା କଲା। ଏଥି ରେ ଶାମକ୍ସ୍ଟଯଲେ କୋର୍ଧିତ ହେଲେ ଏବଂ ସଦାପ୍ରଭୁଙ୍କ ନିକଟରେ ସାରା ରାତି ଚିତ୍କାର କରି କାନ୍ଦିଲେ।

ଦିତୀୟ ବଂଶାବଳୀ 20:32

ଯିହାଶାଫେଟ୍ ତାଙ୍କର ପିତା ଆସାଙ୍କ ପରି ଉତ୍ତମ ପଥରେ ଜୀବନୟାପନ କଲେ। ସଦାପ୍ରଭୁଙ୍କ ଦୃଷ୍ଟି ରେ ଯାହା ଯଥାର୍ଥ, ଯିହାଶାଫେଟ୍ ସହେିପରି କର୍ମ କଲେ।

ଦିତୀୟ ବଂଶାବଳୀ 34:33

ଇଶ୍ରାୟେଲର ଲୋକମାନଙ୍କ ନିକଟରେ ଅନକେ ଦେଶର ଦବୋଦବେୀ ମୂର୍ତ୍ତିମାନ ଥିଲା। କିନ୍ତୁ ଯୋଶିୟ ସହେିସବୁ ଭୟଙ୍କର ମୂର୍ତ୍ତିଗୁଡ଼ିକୁ ଧ୍ବଂସ କରି ଦେଲେ। ଯୋଶିୟଯ ଇଶ୍ରାୟେଲର ସମସ୍ତ ଲୋକଙ୍କୁ ସଦାପ୍ରଭୁ ସମାନଙ୍କେର ପରମେଶ୍ବରଙ୍କର ସବୋ କରାଇଲେ। ଯୋଶିୟଯ ଜୀବିତ ଥିବା ପର୍ୟ୍ଯନ୍ତ ଲୋକମାନେ ସଦାପ୍ରଭୁ, ସୋମନଙ୍କ ପୂର୍ବପୁରୁଷମାନଙ୍କ ପରମେଶ୍ବରଙ୍କର ସବୋ କଲେ।

ଗୀତସଂହିତା 7:9

ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅ। ସାଧୁ ସନ୍ଥ ଲୋକଙ୍କୁ ସାହାୟ୍ଯ କର। ହେ ପରମେଶ୍ବର ତୁମ୍ଭେ ଅତ୍ଯନ୍ତ ମହାନ୍ ଏବଂ ଲୋକଙ୍କ ହୃଦଯକୁ ସହଜରେ ଚିହ୍ନିପାର।

ଗୀତସଂହିତା 17:4

ମୁଁ ୟଥାସାଧ୍ଯ ଚେଷ୍ଟା କରିଛି ତୁମ୍ଭର ଆଦେଶ ମାନିବାକୁ।

ଗୀତସଂହିତା 26:1

ହେ ସଦାପ୍ରଭୁ, ମାରେ ବିଚାର କର। ପ୍ରମାଣ କର ୟେ, ମୁଁ ଶୁଦ୍ଧ ଜୀବନୟାପନ କରିଛି। ମୁଁ କବେେ ସଦାପ୍ରଭୁଙ୍କର ବିରୁଦ୍ଧାଚରଣ କରି ନାହିଁ।

ଗୀତସଂହିତା 119:10

ସଦାପ୍ରଭୁ, ମୁଁ ଚେଷ୍ଟା କରିବି ମାରେ ସର୍ବାନ୍ତକରଣ ହୃଦଯରେ ତୁମ୍ଭର ସବୋ କରିବି। ତୁମ୍ଭର ଆଜ୍ଞାରୁ ଚାଲିୟିବାକୁ ମାେତେ ପ୍ରତିରୋଧ କର।

ଗୀତସଂହିତା 119:102

ସଦାପ୍ରଭୁ ମୁଁ ତୁମ୍ଭର ଶାସନରୁ ଫରେି ନାହିଁ, କାରଣ ତୁମ୍ଭେ ନିଜେ ମାେତେ ଶିକ୍ଷା ଦଇେଅଛ।

ହିତୋପଦେଶ 8:32

ଏଥିପାଇଁ ହେ ମାରେ ପୁତ୍ରମାନେ, ମାରେ କଥା ଶୁଣ। ଯଦି ତୁମ୍ଭମାନେେ ମାରେ ପଥ ଧରିବ, ତୁମ୍ଭେ ଧନ୍ଯ ହବେ।

ଦାନିଏଲ 6:23

ରାଜା ଦାରିଯାବସ ଅତ୍ଯନ୍ତ ଆନନ୍ଦିତ ହାଇେ ଦାନିୟେଲଙ୍କୁ ଗର୍ତ୍ତରୁ ଉଠାଇ ଆଣିବାକୁ ଆଦେଶ ଦଲୋ। ଆଉ ଦାନିୟେଲ ସହେି ଗର୍ତ୍ତରୁ ଆସିଲେ, ତାଙ୍କ ଦହେ ରେ କୌଣସି କ୍ଷତ ଚିହ୍ନ ନଥିଲା। କାରଣ ସେ ଆପଣା ପରମେଶ୍ବରଙ୍କଠା ରେ ବିଶ୍ବାସ ରଖିଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 24:16

ସେଥିପାଇଁ ମୁଁ ପରମେଶ୍ବର ଓ ଲୋକମାନଙ୍କ ପାଖ ରେ ଯାହା ଠିକ୍ ବୋଲି ଅନୁଭବ କରେ, ତାହା ଅନୁଯାଯୀ କାର୍ୟ୍ଯ କରିବା ପାଇଁ ସର୍ବଦା ଚେ଼ଷ୍ଟା କରେ।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 2:10

ବିଶ୍ବାସୀ ଯେ ତୁମ୍ଭମାନେେ, ତୁମ୍ଭମାନଙ୍କ ଗହଣ ରେ ରହିଥିଲା ବେଳେ, ଆମ୍ଭମାନେେ ପବିତ୍ର, ଧାର୍ମିକ ଓ ତ୍ରୁଟି ରହିତ ଜୀବନଯାପନ କରିଥିଲୁ।

ଯୋହନଙ୍କ ପ୍ରଥମ ପତ୍ର 2:19

ଏହି ଖ୍ରୀଷ୍ଟଙ୍କ ଶତ୍ରୁମାନେ ଆମ୍ଭ ଦଳ ରେ ଥିଲେ, ମାତ୍ର ଆମ୍ଭକୁ ଛାଡ଼ି ଚାଲିଗଲେ। ସମାନେେ ପ୍ରକୃତ ରେ ଆମ୍ଭ ନିଜର ନ ଥିଲେ। ଯଦି ସମାନେେ ଆମ୍ଭ ନିଜର ହାଇେଥାନ୍ତେ, ତବେେ ସମାନେେ ଆମ୍ଭ ସହିତ ରହିଥାନ୍ତେ। ସମାନେେ ଆମ୍ଭକୁ ଛାଡ଼ି ଚାଲିଗଲେ ତେଣୁ, ଏହା ସ୍ପଷ୍ଟ ରୂପେ ପ୍ରକାଶ ପାଇଲା ଯେ, ସମାନେେ ପ୍ରକୃତ ରେ ଆମ୍ଭର ନୁହଁନ୍ତି।

Interlinear

Choose Theme