Home Bibles ଗୀତସଂହିତା 7:9 · ଓଡ଼ିଆ ବାଇବେଲ
ଗୀତସଂହିତା 7:9 · ଓଡ଼ିଆ ବାଇବେଲ

ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅ। ସାଧୁ ସନ୍ଥ ଲୋକଙ୍କୁ ସାହାୟ୍ଯ କର। ହେ ପରମେଶ୍ବର ତୁମ୍ଭେ ଅତ୍ଯନ୍ତ ମହାନ୍ ଏବଂ ଲୋକଙ୍କ ହୃଦଯକୁ ସହଜରେ ଚିହ୍ନିପାର।

Cross references

ଆଦି ପୁସ୍ତକ 20:5

ଅବ୍ରହାମ ନିଜେ ମାେତେ କହିଲେ, 'ଏହି ସ୍ତ୍ରୀ ମାରେଭଉଣୀ' ଏବଂ ସହେି ସ୍ତ୍ରୀ ମଧ୍ଯ କହିଲା, 'ଅବ୍ରହାମ ମାରେ ଭାଇ', ମୁଁ ନିର୍ ଦୋଷ, ମୁଁ ଜାଣି ନଥିଲି। ନିର୍ଦ୍ ଦୋଷତା ରେ ମୁଁ ଏହି କାର୍ୟ୍ଯ କରିଛି।

ପ୍ରଥମ ଶାମୁୟେଲ 2:9

ସଦାପ୍ରଭୁ ତାଙ୍କର ପବିତ୍ର ଭକ୍ତମାନଙ୍କୁ ସକ୍ସ୍ଟରକ୍ଷା କରନ୍ତି। ସେ ସମାନଙ୍କେୁ ଝକ୍ସ୍ଟଣ୍ଟିବାରକ୍ସ୍ଟ ରକ୍ଷା କରନ୍ତି। କିନ୍ତୁ ମନ୍ଦ ଲୋକମାନେ ଅନ୍ଧକାର ରେ ଝକ୍ସ୍ଟଣ୍ଟିପଡନ୍ତି ଓ ଧ୍ବଂସ ହକ୍ସ୍ଟଅନ୍ତି। ସମାନଙ୍କେର ଶକ୍ତି ସମାନଙ୍କେୁ ରକ୍ଷା କରିବା ପାଇଁ ସାହାୟ୍ଯ କରେ ନାହିଁ।

ପ୍ରଥମ ଶାମୁୟେଲ 16:7

କିନ୍ତୁ ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, ଇଲୀଯାବ ଡେଙ୍ଗା ଓ ସକ୍ସ୍ଟନ୍ଦର ଅଟନ୍ତି। କିନ୍ତୁ ତୁମ୍ଭେ ଏପରି ଭାବନାହିଁ ମନକ୍ସ୍ଟଷ୍ଯ ଯେପରି ଦେଖେ ସଦାପ୍ରଭୁ ସପରେି ଦେଖନ୍ତି ନାହିଁ। ଲୋକମାନେ ସର୍ବଦା ଉପର ଦେଖନ୍ତି। କିନ୍ତୁ ସଦାପ୍ରଭୁ ତାହାର ଅନ୍ତର ଦେଖନ୍ତି। ଇଲୀଯାବ ଉପୟକ୍ସ୍ଟକ୍ତ ଲୋକ ନକ୍ସ୍ଟହଁ।

ପ୍ରଥମ ରାଜାବଳୀ 8:32

ତବେେ ତୁମ୍ଭେ ସ୍ବର୍ଗ ରେ ଥାଇ ତାହା ଶୁଣ ନିଷ୍ପତ୍ତି କର। ଯଦି ସେ ଦୋଷ କରିଥାଏ ତବେେ ସେ ଦୋଷୀ ବୋଲି ପ୍ରମାଣିତ ହୁଏ, ସଇେ ଅନୁସାରେ ତାକୁ ଦଣ୍ତ ଦିଅ। ଯଦି ସେ ନିର୍ଦ୍ଦେଶ ତବେେ, ତା'ର ଧାର୍ମିକତା ଅନୁୟାଯୀ ତାକୁ ପୁରସ୍ତୁତ କର।

ପ୍ରଥମ ବଂଶାବଳୀ 28:9

ଏବଂ ତୁମ୍ଭେ ମାରେ ପୁତ୍ର ଶଲୋମନ, ତୁମ୍ଭ ପିତାର ପରମେଶ୍ବରଙ୍କୁ ଜାଣିଅଛ। ଶୁଦ୍ଧ ହୃଦଯ ରେ ପରମେଶ୍ବରଙ୍କର ସବୋ କର। ପରମେଶ୍ବରଙ୍କ ସବୋ କରିବା ନିମନ୍ତେ ହୃଦଯ ରେ ଆନନ୍ଦିତ ହୁଅ। କାହିଁକି ? କାରଣ ପ୍ରତିଟି ବ୍ଯକ୍ତିର ହୃଦଯ ରେ କ'ଣ ଅଛି, ତାହା ସଦାପ୍ରଭୁ ଜାଣନ୍ତି। ସଦାପ୍ରଭୁ ତୁମ୍ଭ ହୃଦଯର ସମସ୍ତ ଚିନ୍ତାକୁ ବୁଝିପାରନ୍ତି। ଯଦି ତୁମ୍ଭେ ସଦାପ୍ରଭୁଙ୍କ ନିକଟକୁ ସାହାୟ୍ଯ ମାଗବା ନିମନ୍ତେ ୟିବ, ତୁମ୍ଭେ ଉତ୍ତର ପାଇବ। କିନ୍ତୁ ତୁମ୍ଭେ ଯଦି ସଦାପ୍ରଭୁଙ୍କଠାରୁ ଫରେି ଦୂରକୁ ଚାଲିୟିବ, ତବେେ ସେ ତୁମ୍ଭକୁ ଚିରକାଳ ନିମନ୍ତେ ତ୍ଯାଗ କରିବେ।

ଗୀତସଂହିତା 9:5

ତୁମ୍ଭେ ସହେି ଅନ୍ୟ ଲୋକମାନଙ୍କୁ ସମାଲୋଚନା କରିଛ। ହେ ସଦାପ୍ରଭୁ, ତୁମ୍ଭେ ସହେି ଦୁଷ୍ଟ ଲୋକଙ୍କୁ ମଧ୍ଯ ଧ୍ବଂସ କରିଛ। ତୁମ୍ଭେ ସହେି ମାନଙ୍କର ନାମ ସବୁଦିନ ପାଇଁ ନିଶ୍ଚିହ୍ନ କରିଦଇେଛ। ଆଜି ସହେିମାନଙ୍କ ମଧ୍ଯରୁ କହେି ଜୀବିତ ନାହାନ୍ତି।

ଗୀତସଂହିତା 9:9

କେତକେ ଲୋକ ଦଳିତ ବୋଲି ଅନୁଭବ କରନ୍ତି କାରଣ ସମାନେେ ଗରିବ ଏବଂ ସମାନଙ୍କେର ଅସୁବିଧା ଅଛି। ଯେତବେେଳେ ସମାନେେ ସମସ୍ଯାରେ ପଡ଼ନ୍ତି ସଦାପ୍ରଭୁ ସମାନଙ୍କେୁ ନିରାପତ୍ତା ଦିଅନ୍ତି।

ଗୀତସଂହିତା 10:15

ହେ ସଦାପ୍ରଭୁ, ତୁମ୍ଭେ ଦୁଷ୍ଟମାନଙ୍କୁ ଧ୍ବଂସ କର। ସମାନଙ୍କେର କୁକାର୍ୟ୍ଯ ପାଇଁ ସମାନଙ୍କେୁ ଦଣ୍ଡିତ କର, ସମାନେେ ଧ୍ବଂସ ହାଇେ ନ ୟିବା ପର୍ୟ୍ଯନ୍ତ।

ଗୀତସଂହିତା 10:18

ହେ ସଦାପ୍ରଭୁ, ଯେଉଁ ପିଲାମାନଙ୍କର ପିତାମାତା ନାହାଁନ୍ତି ସମାନଙ୍କେୁ ରକ୍ଷା କର। ଯେଉଁମାନେ ଅଧିକ ବିପଦରେ ପଡ଼ିଛନ୍ତି, ସହେି ଲୋକମାନଙ୍କୁ ଅଧିକ ଦୁଃଖୀ କରାଅ ନାହିଁ। ତଣେୁ ଦୁଷ୍ଟ ଲୋକମାନଙ୍କ ମନରେ ଭୟ ସଞ୍ଚାର କର, ଯେଉଁମାନେ ଏଠାରେ ଅଛନ୍ତି।

ଗୀତସଂହିତା 11:5

ସଦାପ୍ରଭୁ ସବୁବେଳେ ଧାର୍ମିକମାନଙ୍କୁ ପରୀକ୍ଷା କରନ୍ତି। କିନ୍ତୁ ସେ ନିଷ୍ଠୁର ତଥା ଖରାପ ଲୋକମାନଙ୍କୁ ପ୍ରତ୍ଯାଖ୍ଯାନ କରନ୍ତି।

ଗୀତସଂହିତା 17:3

ତୁମ୍ଭେ ମାରେ ହୃଦଯର ଅନ୍ତଃସ୍ଥଳକୁ ଭଲ ଭାବରେ ଜାଣ। ତୁମ୍ଭେ ସାରାରାତ୍ରି ମାେ ସହିତ ଥିଲ। ତୁମ୍ଭେ ମାେତେ ପ୍ରଶ୍ନ କରିଛ ଏବଂ ମାଠାେରେ କିଛି ଭୁଲ ଦେଖିନାହଁ। ମୁଁ କିଛି ମନ୍ଦ ଯୋଜନା କରେ ନାହିଁ।

ଗୀତସଂହିତା 18:21

କାରଣ ମୁଁ ସଦାପ୍ରଭୁଙ୍କ ଆଦେଶକୁ ପାଳନ କରେ। ମୁଁ ପରମେଶ୍ବରଙ୍କ ବିରୁଦ୍ଧରେ କୌଣସି ପାପ କରି ନାହିଁ।

ଗୀତସଂହିତା 26:2

ହେ ସଦାପ୍ରଭୁ, ମାେତେ ପରୀକ୍ଷା କର, ପ୍ରମାଣ ନିଅ ଓ ମାରେ ହୃଦଯ ଓ ମନକୁ ପରିଷ୍କର କର।

ଗୀତସଂହିତା 35:23

ହେ ସଦାପ୍ରଭୁ ଜାଗ୍ରତ ହୁଅ, ଉଠ। ମାରେ ପରମେଶ୍ବର ଓ ମାରେ ସଦାପ୍ରଭୁ, ମାେ ପାଇଁ ସଂଗ୍ରାମ କର ଏବଂ ମାେତେ ନ୍ଯାଯ ପ୍ରଦାନ କର।

ଗୀତସଂହିତା 37:23

ସଦାପ୍ରଭୁ ଧାର୍ମିକ ବ୍ଯକ୍ତିକୁ ସତ୍ ମାର୍ଗରେ ଜୀବନ ଧାରଣ କରିବା ପାଇଁ ସାହାୟ୍ଯ କରନ୍ତି। ଯେତବେେଳେ ସେ ତାହା କରେ, ସଦାପ୍ରଭୁ ଖୁସି ହୁଅନ୍ତି।

ଗୀତସଂହିତା 40:2

ସଦାପ୍ରଭୁ ମାେତେ ମୃତ୍ଯୁ ଗୁମ୍ଫାରୁ ଉଠାଇଲେ। ସେ ମାେତେ ସହେି ମାଟିର କବର ମଧ୍ଯରୁ ଉଠାଇ ଆଣିଲେ। ସେ ମାେତେ ଟକେି ଧରିଲେ। ମାେତେ, ମାରେ ପାଦ ତଳକୁ ଖସିୟିବା ପୂର୍ବରୁ ଶକ୍ତ ଭୂମିରେ ସ୍ଥାପନ କଲେ।

ଗୀତସଂହିତା 43:1

ହେ ପରମେଶ୍ବର, ଜଣେ ଲୋକ ଥିଲା ୟିଏ କି ତୁମ୍ଭର ଆଶ୍ରିତ ନ ଥିଲା। ସହେି ଲୋକଟି ଦୁଷ୍ଟ ବୁଦ୍ଧି ସମ୍ପନ୍ନ ଓ ମିଥ୍ଯା କ ହେ। ହେ ପରମେଶ୍ବର, ସହେି ଲୋକଠାରୁ ମାେତେ ବଞ୍ଚାଅ। ମାେତେ ସାହାୟ୍ଯ କରି ପ୍ରମାଣ କର ୟେ, ମୁଁ ଠିକ୍ ଅଟେ।

ଗୀତସଂହିତା 44:21

ପ୍ରକୃତରେ ପରମେଶ୍ବର ସେ ସବୁ କଥା ଜାଣନ୍ତି। ସେ ମଧ୍ଯ ଆମ୍ଭର ସମସ୍ତ ଗୋପନ କଥା ଜାଣନ୍ତି।

ଗୀତସଂହିତା 58:6

ହେ ପରମେଶ୍ବର, ସହେି ଲୋକମାନେ ସିଂହ ପରି। ତଣେୁ ହେ ପରମେଶ୍ବର, ସମାନଙ୍କେର ଦାନ୍ତସବୁ ଭାଙ୍ଗି ଦିଅ।

ଗୀତସଂହିତା 74:10

ହେ ପରମେଶ୍ବର, ଶତ୍ରୁମାନେ କେତକୋଳ ତୁମ୍ଭର ନିନ୍ଦା କରିବେ ? ତୁମ୍ଭେ ଚିରଦିନ କ'ଣ ତୁମ୍ଭର ଶତ୍ରୁମାନଙ୍କୁ ଅପମାନ କରିବା ପାଇଁ ସୁଯୋଗ ଦବେ ?

ଗୀତସଂହିତା 74:22

ପରମେଶ୍ବର, ଉଠ ଏବଂ ତୁମ୍ଭର ସମ୍ମାନ ରକ୍ଷା କର। ମୂର୍ଖ ଲୋକମାନେ କିପରି ଦିନୟାକ ତୁମ୍ଭକୁ ଅପମାନିତ କରୁଛନ୍ତି ସ୍ମରଣ କର!

ଗୀତସଂହିତା 96:10

ଏହା ଜାତିଗଣ ମଧ୍ୟରେ କୁହ, ସଦାପ୍ରଭୁ ହେଉଛନ୍ତି ରାଜା !ପୃଥିବୀ ସୁସ୍ଥିର ରହିବ। ପରମେଶ୍ବର ନ୍ଯାଯ ବିଚାର କରିବେ।

ଗୀତସଂହିତା 96:13

ସଦାପ୍ରଭୁଙ୍କ ଆଗରେ ଉପସ୍ଥିତ ହୁଅ, କାରଣ ସେ ଆସୁଛନ୍ତି। ସେ ପୃଥିବୀରେ ବିଚାର କରିବାକୁ ଆସୁଛନ୍ତି। ସେ ଧର୍ମ ଓ ସତ୍ଯତାରେ ପୃଥିବୀକୁ ଶାସନ କରିବେ।

ଗୀତସଂହିତା 98:9

ନଦନଦୀଗଣ କରତାଳି ଦିଅ !ପର୍ବତଗଣ ଏକ ସଙ୍ଗେ ଆନନ୍ଦ ଧ୍ବନି କର। [10] ସଦାପ୍ରଭୁଙ୍କ ସମ୍ମୁଖରେ ଗାନ କର। କାରଣ ସେ ଜଗତର ବିଚାର କରିବା ପାଇଁ ଆସୁଛନ୍ତି। ସେ ପୃଥିବୀର ଲୋକମାନଙ୍କୁ ଧର୍ମ ରୂପେ ବିଚାର ଓ ନ୍ଯାଯ କରିବେ।

ଗୀତସଂହିତା 139:1

ହେ ସଦାପ୍ରଭୁ, ତୁମ୍ଭେ ମାେତେ ପରୀକ୍ଷା କରିଅଛ। ତୁମ୍ଭେ ମାରେ ସମସ୍ତ ବିଷଯରେ ଜାଣିଅଛ।

ଯିଶାଇୟ 37:36

ଏହାପ ରେ ସହେି ରାତ୍ରି ରେ ସଦାପ୍ରଭୁଙ୍କ ଦୂତ ବାହାରି ଅଶୂରୀଯମାନଙ୍କ ଛାଉଣି ରେ 1,85,000 ଲୋକଙ୍କୁ ସଂହାର କଲେ। ଯେତବେେଳେ ପ୍ରଭାତ ରେ ଲୋକମାନେ ଉଠିଲେ, ସମାନଙ୍କେ ଚତୁର୍ଦ୍ଦିଗ ରେ କବଳେ ଶବମାନ ଦେଖିଲେ।

ଯିରିମିୟ 11:20

କିନ୍ତୁ ହେ ସଦାପ୍ରଭୁ, ତୁମ୍ଭେ ଜଣେ ପ୍ରକୃତ ବିଚାରକ। ତୁମ୍ଭେ ଲୋକମାନଙ୍କର ମନ ଓ ବୁଦ୍ଧି ପରୀକ୍ଷା କରୁଥାଅ। ସମାନଙ୍କେ ପ୍ରତି ତୁମ୍ଭର ପ୍ରତି ଶାଧେ ମାେତେ ଦଖାେଅ। କାରଣ ମାରେଘଟଣାରୁ ମୁଁ ତୁମ୍ଭଙ୍କୁ ପୁରା ବିଶ୍ବାସ କରିବି।

ଯିରିମିୟ 17:10

ମାତ୍ର ଆମ୍ଭେ ସଦାପ୍ରଭୁ, ପ୍ରେତ୍ୟକକ ମନୁଷ୍ଯକୁ ତା'ର କର୍ମ ଅନୁସାରେ ଫଳ ଦେଉ। ଆମ୍ଭେ ତାହାର ଅନ୍ତଃକରଣ ଅନୁସନ୍ଧାନ କରୁ ଓ ତାହାର ମର୍ମ ପରୀକ୍ଷା କରୁ।

ଯିରିମିୟ 20:12

ତେଣୁ ହେ ସୈନ୍ଯାଧିପତି ସଦାପ୍ରଭୁ ତୁମ୍ଭେ ଧାର୍ମିକର ପରୀକ୍ଷକ। ତୁମ୍ଭେ ସମସ୍ତଙ୍କର ମର୍ମ ଓ ଅନ୍ତଃକରଣ ଦେଖୁଅଛ। ମୁଁ ସମାନଙ୍କେ ବିଷଯ ରେ ମାରେ ଅଭିଯୋଗ ତୁମ୍ଭକୁ ଜଣାଇଅଛି। ତୁମ୍ଭେ ସମାନଙ୍କେ ପ୍ରତି ତୁମ୍ଭ ଦତ୍ତ ପ୍ରତିଫଳ ମାେତେ ଦଖାେଅ।

ଦାନିଏଲ 11:45

ଏବଂ ସେ ସାଗର ଓ ରମ୍ଯ ପବିତ୍ର ପର୍ବତର ମଧିଅରେ ଆପଣା ରାଜକୀଯ ତମ୍ବୁ ସ୍ଥାପନ କରିବ। ଆଉ ତାହାର ଅନ୍ତିମ କାଳ ଉପସ୍ଥିତ ହବେ ଓ କହେି ତାହାକୁ ସାହାୟ୍ଯ କରିବେ ନାହିଁ।'

ରେରିତମାନଙ୍କ କାର୍ଯ୍ୟର ବିବରଣ 12:23

େ ହରୋଦ ନିଜର ଏହି ପ୍ରଶଂସା ଶୁଣିଲେ, କିନ୍ତୁ ସେ ପରମେଶ୍ବରଙ୍କୁ ତାହାଙ୍କର ସମ୍ମାନ ଜଣାଇଲେ ନାହିଁ। ତେଣୁ ପ୍ରଭୁଙ୍କର ଜଣେ ଦୂତ ହଠାତ୍ ତାହାଙ୍କୁ ଆଘାତ କଲେ ଓ ତାହାଙ୍କ ଶରୀରକୁ କୀଟମାନେ ଖାଇଲେ। ଶଷେ ରେ ସେ ମୃତ୍ଯୁବରଣ କଲେ।

ରୋମୀୟଙ୍କ ପ୍ରତି ପତ୍ର 16:25

ପରମେଶ୍ବର ହିଁ ତୁମ୍ଭକୁ ଦୃଢ କରି ପାରନ୍ତି। ମୁଁ ତୁମ୍ଭମାନଙ୍କୁ ଦୃଢ ଦବୋ ପାଇଁ ଯେଉଁ ସମାଗ୍ଭର ପ୍ରଗ୍ଭର କରୁଛି ସହେି ସତ୍ଯ ସୃଷ୍ଟି ଆରମ୍ଭରୁ ଗୁପ୍ତ ଭାବରେ ଥିଲା।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 3:13

ତୁମ୍ଭମାନଙ୍କର ହୃଦୟ ଦୃଢ଼ ହେଉ ବୋଲି ଆମ୍ଭେ ପ୍ରାର୍ଥନା କରୁ। ତବେେ ଯେତବେେଳେ ଆମ୍ଭ ପ୍ରଭୁଯୀଶୁ ନିଜର ସମସ୍ତ ପବିତ୍ର ଲୋକଙ୍କ ଗହଣ ରେ ଆସିବେ, ତୁମ୍ଭମାନେେ ପରମପିତା ପରମେଶ୍ବରଙ୍କ ଆଗ ରେ ପବିତ୍ର ଭାବରେ ଓ ଦୋଷରହିତ ହାଇେ ଠିଆ ହାଇପୋରିବ।

ପିତରଙ୍କ ପ୍ରଥମ ପତ୍ 5:10

ତୁମ୍ଭେ ଅଳ୍ପ ସମୟ ପାଇଁ ଯାତନା ପାଇବ। କିନ୍ତୁ ତା'ପରେ ପରମେଶ୍ବର ସବୁ ଠିକ୍ କରି ଦବେେ। ସେ ତୁମ୍ଭକୁ ଶକ୍ତିଶାଳୀ କରିବେ। ସେ ତୁମ୍ଭର ଭାର ବହନ କରିବେ ଓ ପଡ଼ିବା ବେଳେ ତୁମ୍ଭକୁ ଉଠାଇବେ। ସଇେ ପରମେଶ୍ବର ତୁମ୍ଭକୁ ସମସ୍ତ ଅନୁଗ୍ରହ ଦିଅନ୍ତି। ଖ୍ରୀଷ୍ଟ ଯୀଶୁଙ୍କଠା ରେ ତାହାଙ୍କ ମହିମା ରେ ଅଂଶୀଦାର ହବୋ ଲାଗି ସେ ତୁମ୍ଭକୁ ଡ଼ାକି ଅଛନ୍ତି। ସହେି ମହିମା ଅନନ୍ତ କାଳ ଧରି ରହିବ।

ଯିହୂଦାଙ୍କ ପତ୍ର 1:1

ମୁଁ ୟିହୂଦା, ଯୀଶୁଖ୍ରୀଷ୍ଟଙ୍କର ଜଣେ ସବେକ ଓ ଯାକୁବଙ୍କର ଭାଇ ଅଟେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 2:23

ମୁଁ ତା'ର ସନ୍ତାନମାନଙ୍କୁ ମଧ୍ଯ ମହାମାରୀ ଦ୍ବାରା ବଧ କରିବି। ସେତବେେଳେ ସମସ୍ତ ମଣ୍ଡଳୀବର୍ଗ ଜାଣିବେ ଯେ, ମୁଁ, ଲୋକମାନଙ୍କର ଭାବନା ଓ ବିଚାରଗୁଡ଼ିକ ଜାଣେ ଓ ତାହାର ପରୀକ୍ଷା କରେ। ମୁଁ ତୁମ୍ଭ ପ୍ରେତ୍ୟକକଙ୍କୁ ତୁମ୍ଭର କର୍ମ ଅନୁସାରେ ଫଳ ଦବେି।

Interlinear

Choose Theme