Home Bibles ଦିତୀୟ ବଂଶାବଳୀ 34:33 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 34:33 · ଓଡ଼ିଆ ବାଇବେଲ

ଇଶ୍ରାୟେଲର ଲୋକମାନଙ୍କ ନିକଟରେ ଅନକେ ଦେଶର ଦବୋଦବେୀ ମୂର୍ତ୍ତିମାନ ଥିଲା। କିନ୍ତୁ ଯୋଶିୟ ସହେିସବୁ ଭୟଙ୍କର ମୂର୍ତ୍ତିଗୁଡ଼ିକୁ ଧ୍ବଂସ କରି ଦେଲେ। ଯୋଶିୟଯ ଇଶ୍ରାୟେଲର ସମସ୍ତ ଲୋକଙ୍କୁ ସଦାପ୍ରଭୁ ସମାନଙ୍କେର ପରମେଶ୍ବରଙ୍କର ସବୋ କରାଇଲେ। ଯୋଶିୟଯ ଜୀବିତ ଥିବା ପର୍ୟ୍ଯନ୍ତ ଲୋକମାନେ ସଦାପ୍ରଭୁ, ସୋମନଙ୍କ ପୂର୍ବପୁରୁଷମାନଙ୍କ ପରମେଶ୍ବରଙ୍କର ସବୋ କଲେ।

Cross references

ଯିହୋଶୂୟ 24:31

ଇଶ୍ରାୟେଲୀୟମାନେ ସଦାପ୍ରଭୁଙ୍କୁ ଉପାସନା କରିଥିଲେ, ତାଙ୍କର ମୃତକ୍ସ୍ଟ୍ଯପରେ ମଧ୍ଯ ସମାନେେ ସଦାପ୍ରଭୁଙ୍କର ଉପାସନା କଲେ। ସମାନଙ୍କେର ବଯୋଜେଷ୍ଠଗଣ ବଞ୍ଚିଥିଲା ୟାଏଁ ସମାନେେ ସଦାପ୍ରଭୁଙ୍କର ଉପାସନା କରିବା ଜାରି ରଖିଲେ। ଏହି ମୂଖିଆମାନେ ଦେଖିଥିଲେ ସଦାପ୍ରଭୁ ଇଶ୍ରାୟେଲକକ୍ସ୍ଟ ଯାହା କରିଥିଲେ।

ପ୍ରଥମ ରାଜାବଳୀ 11:5

ଶ ଲୋମନ ସୀଦୋନୀଯମାନଙ୍କ ଦବେତା ଅଷ୍ଟାରୋତକୁ ଓ ଅେମ୍ମାନୀୟମାନଙ୍କ ଭୟଙ୍କର ମୂର୍ତ୍ତୀ ମିଲ୍କମର ଉପାସନା କଲେ।

ଦିତୀୟ ରାଜାବଳୀ 23:4

ପୁଣି ରାଜା ସଦାପ୍ରଭୁଙ୍କ ମନ୍ଦିରରୁ ବାଲର, ଆଶରୋମୂର୍ତ୍ତୀର ଓ ସ୍ବର୍ଗସ୍ଥ ସମସ୍ତ ବାହିନୀ ଓ ମିଥ୍ଯା ଦବେତାମାନଙ୍କ ନିମନ୍ତେ ନିର୍ମିତ ସକଳ ସାମଗ୍ରୀ ବାହାର କରି ଆଣିବା ପାଇଁ ହିଲକିଯ ମହାୟାଜକକୁ, ଦ୍ବିତୀୟ ଶ୍ ରଣେୀର ଯାଜକମାନଙ୍କୁ ଓ ଦ୍ବାରପାଳ ମାନଙ୍କୁ ଆଦେଶ କଲେ। ତା'ପରେ ଯୋଶିୟଯ ରାଜା ସେ ସମସ୍ତ ଦ୍ରବ୍ଯକୁ ୟିରୁଶାଲମର ବାହା ରେ କିଦ୍ରୋଣ ଉପତ୍ୟକା ରେ ଦଗ୍ଧ କଲେ ଓ ତାହାର ଭସ୍ମ ବୈଥଲକେୁ ନଇଗେଲେ।

ଦିତୀୟ ବଂଶାବଳୀ 34:3

ଯୋଶିୟ ପରମେଶ୍ବରଙ୍କର ଇଚ୍ଛା ଅନୁସରଣ କରିବାକୁ ଲାଗିଲେ, ଯାହାଙ୍କୁ ତାଙ୍କର ପୂର୍ବପୁରୁଷ ଦାଉଦ ତାଙ୍କ ରାଜତ୍ବର ଅଷ୍ଟମ ବର୍ଷ ରେ ଅନୁସରଣ କରିଥିଲେ। ଯୋଶିୟଯ ପରମେଶ୍ବରଙ୍କୁ ଅନୁସରଣ କରିବାକୁ ଆରମ୍ଭ କରିବା ସମୟରେ ତଥାପି ଅଳ୍ପବଯସ୍କ ଥିଲେ। ଯୋଶିୟଯଙ୍କ ରାଜତ୍ବର ଦ୍ବାଦଶ ବର୍ଷ ରେ ସେ ଯିହୁଦା ଓ ୟିରୁଶାଲମ ରେ ଥିବା ଉଚ୍ଚସ୍ଥାନ, ଆଶରୋ ସ୍ତମ୍ଭ ଖାଦେିତ ପ୍ରତିମା ଓ ଢ଼ାଞ୍ଚା ରେ ଢ଼ଳା ମୂର୍ତ୍ତିସବୁକୁ ବିନଷ୍ଟ କଲେ।

ଦିତୀୟ ବଂଶାବଳୀ 34:4

ଲୋକମାନେ ବାଲ୍ ଦବେତାର ୟଜ୍ଞବଦେୀସବୁ ଭାଙ୍ଗି ପକାଇଲେ। ସମାନେେ ଯୋଶିୟଙ୍କ ଉପସ୍ଥିତି ରେ ଏହା କଲେ। ଏହାପରେ ଯୋଶିୟଯ ଲୋକମାନଙ୍କ ସମ୍ମୁଖ ରେ ଦଣ୍ଡାଯମାନ ଉଚ୍ଚ ସୁଗନ୍ଧିଧୂପର ୟଜ୍ଞବଦେୀ ଭାଙ୍ଗି ପକାଇଲେ। ସେ ଖାଦେିତ ମୂର୍ତ୍ତିସବୁ ଓ ଛାଞ୍ଚ ରେ ଢ଼ଳା ମୂର୍ତ୍ତିସବୁ ଭାଙ୍ଗି ପକାଇଲେ। ସେ ସହେି ମୂର୍ତ୍ତିଗୁଡ଼ିକୁ ଭାଙ୍ଗି ଧୂଳି ରେ ପରିଣତ କରି ଦେଲେ। ଏହାପରେ ଯେଉଁ ଲୋକମାନେ ମୂର୍ତ୍ତିଗୁଡ଼ିକ ସମ୍ମୁଖ ରେ ବଳି ଉତ୍ସର୍ଗ କରିଥିଲେ, ଯୋଶିୟଯ ସମାନଙ୍କେ କବର ଉପରେ ସହେି ଗୁଣ୍ଡକୁ ସିଞ୍ଚିଲେ।

ଦିତୀୟ ବଂଶାବଳୀ 34:5

ଯୋଶିୟ ଯାଜକମାନଙ୍କ ନିଜ ୟଜ୍ଞବଦେୀ ଉପରେ ସମାନଙ୍କେର ହାଡ଼କୁ ମଧ୍ଯ ଜ୍ବଳାଇଲେ। ଏହି ପ୍ରକା ରେ ଯୋଶିୟଯ ଯିହୁଦା ଓ ୟିରୁଶାଲମକୁ ପବିତ୍ର କଲେ।

ଯିରିମିୟ 3:10

ଏସବୁ ସତ୍ତ୍ବେ ଇଶ୍ରାୟେଲର ବିଶ୍ବାସଘାତିନୀ ଭଉଣୀ ଯିହୁଦା ସର୍ବାନ୍ତଃକରଣ ରେ ଆମ୍ଭ ନିକଟକୁ ଆସିଲା ନାହିଁ। ମାତ୍ର ସେ ଆମ୍ଭ ନିକଟକୁ ଆସିଛି ବୋଲି କବଳେ ଛଳନା କଲା। ଏହା ସଦାପ୍ରଭୁ କହନ୍ତି।

ଯିରିମିୟ 4:1

ସଦାପ୍ରଭୁ କହନ୍ତି, ହେ ଇଶ୍ରାୟେଲ ଯଦି ତୁମ୍ଭେ ଫରେି ଆସିବାକୁ ଇଚ୍ଛା କରୁଛ, ତବେେ ମାେ ନିକଟକୁ ଫରେିଆସ। ଯଦି ତୁମ୍ଭେ ସମସ୍ତ ମୂର୍ତ୍ତି ମାେ ଚକ୍ଷୁ ସମ୍ମୁଖରୁ ଫିଙ୍ଗି ଦିଅ ଓ ବିପଥଗାମୀ ହୁଅ ନାହିଁ।

ହୋଶେୟ 6:4

ହେ ଇଫ୍ରଯିମ, ହେ ଯିହୁଦା, ଆମ୍ଭେ ତୁମ୍ଭମାନଙ୍କ ପ୍ରତି କିପରି ବ୍ଯବହାର କରିବୁ? ତୁମ୍ଭମାନଙ୍କର ବିଶ୍ବସ୍ତତା ସକାଳର କୁହୁଡି ଓ କାକର ପରି ଅଟେ ଯେ କି ଅତି ପ୍ରତ୍ଯୁଷ ରେ ଉଭଇେ ୟାଏ।

Interlinear

Choose Theme