Home Bibles ହିତୋପଦେଶ 8:32 · ଓଡ଼ିଆ ବାଇବେଲ
ହିତୋପଦେଶ 8:32 · ଓଡ଼ିଆ ବାଇବେଲ

ଏଥିପାଇଁ ହେ ମାରେ ପୁତ୍ରମାନେ, ମାରେ କଥା ଶୁଣ। ଯଦି ତୁମ୍ଭମାନେେ ମାରେ ପଥ ଧରିବ, ତୁମ୍ଭେ ଧନ୍ଯ ହବେ।

Cross references

ଦିତୀୟ ଶାମୁୟେଲ 22:22

କାରଣ ମୁ ସଦାପ୍ରଭୁଙ୍କ ଆଦେଶ ପାଳନ କରେ। ମୁ ପରମେଶ୍ବରଙ୍କ ବିରକ୍ସ୍ଟଦ୍ଧ ରେ ପାପ କରି ନଥିଲି।

ଗୀତସଂହିତା 1:1

ଜଣେ ବ୍ଯକ୍ତି ପ୍ରକୃତରେ ଆଶୀର୍ବାଦ ଗ୍ରହଣ କରିବ, ୟଦି ସେ ଦୁଷ୍ଟ ଲୋକଙ୍କ ଉପଦେଶ ଗ୍ରହଣ କରେ ନାହିଁ, ପାପୀମାନଙ୍କ ପରି ଜୀବନ ୟାପନ କରେ ନାହିଁ, ଯେଉଁମାନେ କି ପରମେଶ୍ବରଙ୍କୁ ସମ୍ମାନ ଦଖାେନ୍ତି ନାହିଁ, ସହେି ଲୋକମାନଙ୍କ ସହିତ ତା'ର ସମୟ କଟାଏ ନାହିଁ,

ଗୀତସଂହିତା 119:1

ଯେଉଁ ଲୋକମାନେ ପବିତ୍ର ଭାବରେ ଜୀବନୟାପନ କରନ୍ତି, ଓ ଯେଉଁମାନେ ସଦାପ୍ରଭୁଙ୍କର ନିଯମସବୁ ଅନୁସରଣ କରନ୍ତି, ସମାନେେ ଧନ୍ଯ !

ଗୀତସଂହିତା 128:1

ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କରନ୍ତି, ସମାନଙ୍କେର ପ୍ରେତ୍ୟକକ ବ୍ଯକ୍ତି ଧନ୍ଯ ଓ ସଦାପ୍ରଭୁଙ୍କର ପଥରେ ଚାଲନ୍ତି।

ହିତୋପଦେଶ 3:18

ଜ୍ଞାନ ହେଉଛି ଜୀବନଦାୟକ ବୃକ୍ଷ ସ୍ବରୂପ। ଯେଉଁମାନେ ତା'ର ଆଶ୍ରଯ ନିଅନ୍ତି ସମାନେେ ଜୀବନ ପାଆନ୍ତି। ସହେିମାନେ ବାସ୍ତବ ରେ ଧନ୍ଯ।

ହିତୋପଦେଶ 5:7

ବର୍ତ୍ତମାନ ପୁତ୍ରମାନେ, ମାରେ ବାକ୍ଯ ଶ୍ରବଣ କର। ମାରେ ବାକ୍ଯ ପାଶୋର ନାହିଁ।

ହିତୋପଦେଶ 7:24

ଏଣୁ ହେ ମାରେ ପୁତ୍ରମାନେ, ମାରେ କଥା ଶୁଣ। ମାେ କଥା ରେ ମନୋନିବେଶ କର।

ଲୂକଲିଖିତ ସୁସମାଚାର 11:28

କିନ୍ତୁ ଯୀଶୁ କହିଲେ, ପରମେଶ୍ବରଙ୍କ ଉପଦେଶ ଯେଉଁମାନେ ଶୁଣନ୍ତି ଓ ତାହା ମାନି ଚଳନ୍ତି ପ୍ରକୃତ ରେ ସହେିମାନେ ହିଁ ଧନ୍ଯ।

Interlinear

Choose Theme