ବାବିଲରେ ଯେଉଁ ଲୋକମାନେ ଆମ୍ଭମାନଙ୍କୁ ବନ୍ଦୀ କରିଥିଲେ, ଆମ୍ଭେ ଗୀତ ଗାଉ ବୋଲି ସମାନେେ ଚାହିଁଲେ। ସମାନଙ୍କେର ମନୋରଞ୍ଜନ କରିବାକୁ ସମାନେେ ଆମ୍ଭମାନଙ୍କୁ ଡାକିଲେ : ଆମ୍ଭମାନଙ୍କ ନିକଟରେ ସିୟୋନର ଗୋଟିଏ ଗୀତ ଗାନ କର।
Cross references
ଦାଉଦ ଓ ନିଯମସିନ୍ଦୁକ ବହୁଥିବା ସମସ୍ତ ଲବେୀୟମାନେ ଓ ଗାଯକ କିଣାନିଯମାନେ ସୂକ୍ଷ୍ମ ନାଇଲନ୍ ବସ୍ତ୍ର ପିନ୍ଧିଥିଲେ। ଦାଉଦ ମଧ୍ଯ ଏକ ନାଇଲନ୍ ଏଫୋଦ ପିନ୍ଧିଥିଲେ।
ଏହି ସମୟରେ ଦାଉଦ ପ୍ରଥମ ଆସଫ ଓ ତାଙ୍କର ଭ୍ରାତାମାନଙ୍କୁ ସଦାପ୍ରଭୁଙ୍କ ନିକଟରେ ପ୍ରଶଂସାଗୀତ ଗାନ କରିବାର ଦାଯିତ୍ବ ଅର୍ପଣ କଲେ।
ସେ ଆପଣା ଭାତୃଗଣ ଓ ଶମରୀଯ ସୈନ୍ଯଦଳ ସାକ୍ଷାତ ରେ ଏହି କଥା କହିଲା, ଏହି ଦୁର୍ବଳ ୟିହୁଦୀମାନେ କ'ଣ କରୁଛନ୍ତି? ସମାନେେ କ'ଣ ଗଡ ବନ୍ଦ କରି ରହିବେ? ସମାନେେ କାହିଁକି ବଳିଦାନ କରିବେ? ସମାନେେ କ'ଣ ଦିନକରେ ସମାପ୍ତ କରିବେ? ସମାନେେ କ'ଣ ପୋଡା ପ୍ରାଚୀରର ଗଦାରୁ ବ୍ଯବହାର୍ୟ୍ଯ ପଥର ବାଛି ପାରିବେ?
ତା'ପରେ ୟିରୁଶାଲମର ଫାଟକ ପାଖରେ ଥାଇ ତୁମ୍ଭକୁ ପ୍ରଶଂସା କରି ମୁଁ ଗୀତ ଗାଇବି। ମୁଁ ଆଜି ଅତ୍ଯନ୍ତ ଆନନ୍ଦିତ କାରଣ ତୁମ୍ଭେ ମାେତେ ରକ୍ଷା କରିଛ।
ହେ ସିୟୋନର ପରମେଶ୍ବର, ତୁମ୍ଭେ ପ୍ରଶଂସିତ ହବୋର ହକ୍ଦାର। ଆମ୍ଭମାନେେ ତୁମ୍ଭଠାରେ କରିଥିବା ପ୍ରତିଜ୍ଞା ପୂରଣ କରିବୁ।
ହେ ପରମେଶ୍ବର, ଅନ୍ୟ ଦେଶୀଯ ଲୋକମାନେ ତୁମ୍ଭର ଦେଶକୁ ଆକ୍ରମଣ କରିଛନ୍ତି। ସମାନେେ ତୁମ୍ଭର ପବିତ୍ର ମନ୍ଦିର ଅଶୁଚି କରିଛନ୍ତି। ସମାନେେ ୟିରୁଶାଲମକୁ ଧ୍ବସ୍ତ ବିଧ୍ବସ୍ତ କରିଛନ୍ତି।
ତୁମ୍ଭେ ଆମ୍ଭର ପ୍ରତିବେଶୀଗଣ ଦ୍ବାରା ଆମ୍ଭମାନଙ୍କୁ ଘୃଣା କରଇେଲ। ପୁଣି ଆମ୍ଭର ଶତ୍ରୁମାନେ ଆମ୍ଭମାନଙ୍କୁ ଉପହାସ କଲେ।
ଠିକ୍ ସହେିପରି, ଆମ୍ଭେ ଆପଣା ସଦାପ୍ରଭୁ ପରମେଶ୍ବରଙ୍କଠାରେ ନିର୍ଭର କରୁ। ଆମ୍ଭେ ପରମେଶ୍ବରଙ୍କ ପାଇଁ ଅପେକ୍ଷା କରୁ, ଆମ୍ଭକୁ ଦୟା ଦଖାେଅ।
ଦୁଃଖିପୂର୍ଣ୍ଣ ଲୋକ ନିକଟରେ ଖୁସି ଗୀତ ଗାଇବା ଶୀତକାଳ ରେ ବସ୍ତ୍ର କାଢ଼ିନବୋ ଓ ସୋଢା ଉପ ରେ ଅମ୍ଳରସ ମିଶାଇବା ପରି ଅଟେ।
ପୁଣି ପରମେଶ୍ବରଙ୍କ ନିସ୍ତାରିତ ଲୋକମାନେ ଫରେି ଆସିବେ। ସମାନେେ ଆନନ୍ଦ ରେ ଗାନ କରି କରି ସିୟୋନ ରେ ଉପସ୍ଥିତ ହବେେ। ଚିରନ୍ତନ ଆନନ୍ଦ ସମାନଙ୍କେର ମସ୍ତକର ଭୂଷଣ ହବେ। ସମାନେେ ସମ୍ପୂର୍ଣ୍ଣ ଆନନ୍ଦ ଓ ଆହ୍ଲାଦ ଲାଭ କରିବେ। ପୁଣି ଶୋକ ଓ ଆର୍ତ୍ତସ୍ବର ଦୂରକୁ ପଳାଇୟିବ।
ସଦାପ୍ରଭୁଙ୍କ ନିସ୍ତାରିତ ଲୋକମାନେ ଫରେି ଆସିବେ, ଆନନ୍ଦ ଗାନ କରି ସିୟୋନ ରେ ଉପସ୍ଥିତ ହବେେ। ଚିର ଆନନ୍ଦ ସମାନଙ୍କେର ମସ୍ତକର ଭୂଷଣ ହବେ। ସମାନେେ ଆନନ୍ଦ ଓ ଉଲ୍ଲାସ ପ୍ରାପ୍ତ ହବେେ ଏବଂ ଦୁଃଖ ଶାେକ ସୁଦୂରଗାମୀ ହବେ।
ପୁଣି ଆମ୍ଭେ ସଦାପ୍ରଭୁ ୟିରୁଶାଲମକୁ ଢ଼ିପି ଓ ଶୃଗାଳମାନଙ୍କ ବାସସ୍ଥାନ ରେ ପରିଣତ କରିବା। ଆଉ ଆମ୍ଭେ ଯିହୁଦାର ନଗରସମୂହକୁ ନିର୍ଜନ ଧ୍ବଂସସ୍ଥାନ କରିବା।