Home Bibles ଗୀତସଂହିତା 9:14 · ଓଡ଼ିଆ ବାଇବେଲ
ଗୀତସଂହିତା 9:14 · ଓଡ଼ିଆ ବାଇବେଲ

ତା'ପରେ ୟିରୁଶାଲମର ଫାଟକ ପାଖରେ ଥାଇ ତୁମ୍ଭକୁ ପ୍ରଶଂସା କରି ମୁଁ ଗୀତ ଗାଇବି। ମୁଁ ଆଜି ଅତ୍ଯନ୍ତ ଆନନ୍ଦିତ କାରଣ ତୁମ୍ଭେ ମାେତେ ରକ୍ଷା କରିଛ।

Cross references

ଯାତ୍ରା ପୁସ୍ତକ 3:7

ଏହାପରେ ସଦାପ୍ରଭୁ କହିଲେ, ଆମ୍ଭେ ମିଶର ରେ ଆପଣା ଲୋକମାନଙ୍କର ଅସୁବିଧା ସବୁ ଦେଖିଛୁ ଏବଂ ମିଶରୀଯବାସୀ ସମାନଙ୍କେୁ ୟନ୍ତ୍ରଣା ଦବୋ ସମୟରେ ଆମ୍ଭେ ସମାନଙ୍କେର କ୍ରନ୍ଦନ ଶୁଣିଛୁ। ଆମ୍ଭେ ସମାନଙ୍କେର ୟନ୍ତ୍ରଣା ସବୁ ଜାଣିଛୁ।

ଯାତ୍ରା ପୁସ୍ତକ 3:9

ଆମ୍ଭେ ଇଶ୍ରାୟେଲୀୟ ଲୋକମାନଙ୍କର କ୍ରନ୍ଦନ ଶୁଣିଅଛୁ। ଆମ୍ଭେ ଦେଖିଛୁ ମିଶରୀଯମାନେ ସମାନଙ୍କେୁ କିପରି ଦୌରାତ୍ମ୍ଯ କରିଛନ୍ତି ଓ ତାଙ୍କର ଜୀବନ ଦୁର୍ବିସହ କରିଛନ୍ତି।

ପ୍ରଥମ ଶାମୁୟେଲ 2:1

ହାନ୍ନା ପ୍ରାର୍ଥନା କରି କହିଲା, ମାରେ ଅନ୍ତଃକରଣ ସଦାପ୍ରଭୁଙ୍କଠା ରେ ମହାଉଲ୍ଲାସ କରୁଅଛି। ପରମେଶ୍ବରଙ୍କଠା ରେ ମୁ ମାରେ ବହକ୍ସ୍ଟତ ଶକ୍ତି ଅନକ୍ସ୍ଟଭବ କରୁଛି। ମୁ ମାରେ ଶତୃମାନଙ୍କୁ ଉପହାସ କରୁଛି। ଯେ ହତେକ୍ସ୍ଟ ତୁମ୍ଭେ ମାେତେ ରକ୍ଷା କରିଥିବାରକ୍ସ୍ଟ ମୁ ବହକ୍ସ୍ଟତ ଖକ୍ସ୍ଟସି।

ଗୀତସଂହିତା 6:3

ମାରେ ସମଗ୍ର ଶରୀର କମ୍ପୁଅଛି। ହେ ସଦାପ୍ରଭୁ, ଆଉ କେତେ କାଳ ପରେ ତୁମ୍ଭେ ମାେତେ ସୁସ୍ଥ କରିବ।

ଗୀତସଂହିତା 13:5

ହେ ସଦାପ୍ରଭୁ ତୁମ୍ଭେ ମୋତେ ସାହାଯ୍ୟ କରିବ ବୋଲି, ମୁଁ ତୁମ୍ଭ ଉପରେ ଭରସା ରଖିଛି। ତୁମ୍ଭେ ମୋତେ ଉଦ୍ଧାର କରି ମୋତେ ଖୁସୀ କରାଅ।

ଗୀତସଂହିତା 20:5

ଆମ୍ଭେ ସମସ୍ତେ ଖୁସି ହବେୁ ଯେତବେେଳେ ପରମେଶ୍ବର ତୁମ୍ଭକୁ ସାହାୟ୍ଯ କରିବେ। ଆସ ସମସ୍ତେ ପରମେଶ୍ବରଙ୍କ ନାମର ଜଯଗାନ କରିବା। ୟାହା ତୁମ୍ଭେ ଚାହୁଁଛ, ସଦାପ୍ରଭୁ ତୁମ୍ଭର ସହେି ସକଳ କାମନା ପୂରଣ କରନ୍ତୁ।

ଗୀତସଂହିତା 21:1

ହେ ସଦାପ୍ରଭୁ, ତୁମ୍ଭର ଶକ୍ତି ହିଁ ରାଜାକୁ ସୁଖୀ କରାଏ। ତୁମ୍ଭେ ଯେତବେେଳେ ତା'କୁ ଉଦ୍ଧାର କର, ସେ ଅତି ଆନନ୍ଦିତ ହୁଏ।

ଗୀତସଂହିତା 22:22

ହେ ସଦାପ୍ରଭୁ, ମୁଁ ମାରେ ଭାଇମାନଙ୍କ ଆଗରେ ତୁମ୍ଭ ଗୁଣ ବର୍ଣ୍ଣନା କରିବି। ମୁଁ ବୃହତ୍ ସଭାକକ୍ଷରେ ତୁମ୍ଭର ପ୍ରଶଂସା କରିବି।

ଗୀତସଂହିତା 22:25

ହେ ସଦାପ୍ରଭୁ, ମୁଁ ମହାସଭାରେ ତୁମ୍ଭର ଯେଉଁ ଜଯଗାନ କଲି ତାହା ତୁମ୍ଭ ପ୍ରରଣୋର ଫଳ। ସମସ୍ତ ଉପାସକମାନଙ୍କ ସମ୍ମୁଖରେ ମୁଁ ମାରେ ନବୈେଦ୍ଯ ତାଙ୍କ ଉଦ୍ଦେଶ୍ଯରେ ଉତ୍ସର୍ଗ କରିବି ୟାହା ମୁଁ ପ୍ରତିଜ୍ଞା କରିଛି।

ଗୀତସଂହିତା 35:9

ତା'ପରେ ମୁଁ ସଦାପ୍ରଭୁଙ୍କଠାରେ ଆନନ୍ଦିତ ହବେି। ମୁଁ ଅଧିକ ଖୁସି ହବେି ଯେତବେେଳେ ସେ ମାେତେ ରକ୍ଷା କରିବେ।

ଗୀତସଂହିତା 35:18

ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ବିରାଟ ସମ୍ମିଳନୀ କକ୍ଷରେ ପ୍ରଶଂସା କରିବି। ମୁଁ ତୁମ୍ଭକୁ ପ୍ରଶଂସା କରିବି ମୁଁ ଯେତବେେଳେ ଶକ୍ତିଶାଳୀ ଲୋକମାନଙ୍କ ସଙ୍ଗରେ ଥାଏ।

ଗୀତସଂହିତା 42:4

ଯେତବେେଳେ ମୁଁ ମନେ ପକାଏ, ମାରେ ହୃଦଯ ବିଦୀର୍ଣ୍ଣ ହାଇୟୋଏ। ସହେି ସୁଦିନ ଗୁଡ଼ିକୁ ୟାହା ମୁଁ ତୁମ୍ଭ ମନ୍ଦିରରେ କଟାଇଥିଲି। ଯେତବେେଳେ ଲୋକଭିଡ଼ ମଧ୍ୟରେ ମୁଁ ପରମେଶ୍ବରଙ୍କ ମନ୍ଦିରକୁ ଚାଲିଲି, ମୁଁ ମନେ ପକାଏ ସହେିସବୁ ଖୁସିର ଦିନଗୁଡ଼ିକ ଓ ପ୍ରଶଂସାର ଗୀତ ସବୁ ୟାହାକି ଲୋକମାନେ ପର୍ବପର୍ବାଣି ବେଳେ ଗାନ କରନ୍ତି।

ଗୀତସଂହିତା 51:12

ତୁମ୍ଭର ପରିତ୍ରାଣ ମାେତେ ଖୁସି କଲା ! ପୁନରାଯ ମାେତେ ସହେି ଆନନ୍ଦ ପ୍ରଦାନ କର। ମାରେ ଆତ୍ମାକୁ ସୁଦୃଢ଼ କର, ୟପରେିକି ମୁଁ ସର୍ବଦା ତୁମ୍ଭକୁ ମାନିବାକୁ ପ୍ରସ୍ତୁତ ହବେି।

ଗୀତସଂହିତା 51:15

ମାରେ ପ୍ରଭୁ, ମାେତେ ପାଳନ କରିବାର କାରଣ ଦିଅ, ମାରେ ଓଠ ଖାେଲ ତହିଁରେ ମାରେ ମୁଖ ତୁମ୍ଭର ପ୍ରଶଂସା ଗାନ କରିବି।

ଗୀତସଂହିତା 75:9

ମୁଁ ଏହିସବୁ ବିଷଯରେ ସଦାକାଳ ପ୍ରଚାର କରିବି। ମୁଁ ଇଶ୍ରାୟେଲ ପରମେଶ୍ବରଙ୍କର ପ୍ରଶଂସା କରିବି।

ଗୀତସଂହିତା 79:13

ତା' ହେଲେ ଆମ୍ଭେ ତୁମ୍ଭର ଲୋକ, ତୁମ୍ଭର ମଷେପଲ ସର୍ବଦା ତୁମ୍ଭକୁ ଧନ୍ଯବାଦ ଦବେୁ। ପିଢ଼ୀ ପରେ ପିଢ଼ୀ, ତୁମ୍ଭେ ୟାହା କରିଛ, ସେଥିପାଇଁ ଆମ୍ଭେ ତୁମ୍ଭକୁ ପ୍ରଶଂସା କରିବୁ।

ଗୀତସଂହିତା 106:2

ସଦାପ୍ରଭୁଙ୍କୁ କହେି ବର୍ଣ୍ଣନା କରିପାରିବେ ନାହିଁ। ତାଙ୍କର ପୂର୍ଣ୍ଣ ପ୍ରଶଂସା କହେି କରିପାରିବେ ନାହିଁ।

ଗୀତସଂହିତା 109:30

ମୁଁ ସଦାପ୍ରଭୁଙ୍କୁ ବହୁତ ଧନ୍ଯବାଦ ଦବେି, ବହୁତ ଲୋକମାନଙ୍କ ସମ୍ମୁଖରେ ମୁଁ ତାଙ୍କର ପ୍ରଶଂସା କରିବି।

ଗୀତସଂହିତା 116:18

ମୁଁ ସଦାପ୍ରଭୁଙ୍କଠାରେ କରିଥିବା ପ୍ରତିଜ୍ଞାକୁ ତାଙ୍କ ଲୋକମାନଙ୍କ ଆଗରେ ପୂର୍ଣ୍ଣ କରିବି।

ଗୀତସଂହିତା 118:19

ହେ ପରମେଶ୍ବର ମାେ ପାଇଁ ସତ୍ଯତାର ଫାଟ ସବୁ ଫିଟାଅ। ମୁଁ ତହିଁ ମଧ୍ୟରେ ପ୍ରବେଶ କରିବି ଏବଂ ସଦାପ୍ରଭୁଙ୍କୁ ପ୍ରଶଂସା କରିବି।

ଗୀତସଂହିତା 149:1

ତୁମ୍ଭମାନେେ ସଦାପ୍ରଭୁଙ୍କର ପ୍ରଶଂସା କର !ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ଏକ ନୂତନ ଗୀତ ଗାନ କର। ତାଙ୍କ ଅନୁସରଣ କାରୀମାନଙ୍କ ଗହଣରେ ତାଙ୍କର ଗୁଣ ଗାନ କର।

ଯିଶାଇୟ 12:3

ପରିତ୍ରାଣ ରୂପକ କୂପରୁ ତୁମ୍ଭମାନେେ ଜଳ କାଢ଼ିବ। ତାହା ହେଲେ ତୁମ୍ଭମାନେେ ସୁଖୀ ହବେ।

ଯିଶାଇୟ 37:22

ସନ୍ ହରେୀବ ବିଷଯ ରେ ସଦାପ୍ରଭୁ ଏହିକଥା କୁହନ୍ତି, ସିୟୋନର କୁଆଁରୀକନ୍ଯା ତୁମ୍ଭକୁ ତୁଚ୍ଛ କରିଛି ଓ ତୁମ୍ଭକୁ ପରିହାସ କରିଛି। ୟିରୁଶାଲମର କନ୍ଯା ତୁମ୍ଭକୁ ହୀନ ଦୃଷ୍ଟି ରେ ଦେଖିଛି।

ଯିଶାଇୟ 62:11

ଦେଖ, ସଦାପ୍ରଭୁ ପୃଥିବୀର ପ୍ରାନ୍ତ ପର୍ୟ୍ଯନ୍ତ ଏହ ଘାଷେଣା କରିଅଛନ୍ତି, ତୁମ୍ଭମାନେେ ସିୟୋନର କନ୍ଯାକୁ କୁହ, ଦେଖ, ତୁମ୍ଭର ପରିତ୍ରାଣ ଆସୁଅଛି ; ଆଉ ଦେଖ, ତାଙ୍କ ପୁରସ୍କାର ତାହାଙ୍କ ସଙ୍ଗ ରେ ଅଛି ଓ ତାହାଙ୍କ ପ୍ରତିଦାନ ତାହାଙ୍କ ସମ୍ମୁଖ ରେ ଅଛି।

ମୀଖା 4:13

ସିୟୋନର କନ୍ଯା, ଉଠ ଓ ଏହି ଲୋକଙ୍କୁ ଦଳି ଦିଅ। କାରଣ ଆମ୍ଭେ ତୁମ୍ଭକୁ ଶକ୍ତିଶାଳୀ କରିବା। ଆମ୍ଭେ ବଳଦପରି ତୁମ୍ଭର ଶିଙ୍ଗ କୁ ଲୌହ ସଦୃଶ ଓ ଖୁରାକୁ ପିତ୍ତଳ ସଦୃଶ କରିବା। ତୁମ୍ଭେ ତାହାର ସାହାୟ୍ଯ ରେ ଅନକେ ଗୋଷ୍ଠୀକୁ ଚୁର୍ଣ୍ଣ କରିବ। ସମାନଙ୍କେର ଧନସମ୍ପତ୍ତି ତୁମ୍ଭେ ସଦାପ୍ରଭୁଙ୍କୁ ଅର୍ପଣ କରିବ ଏବଂ ସମାନଙ୍କେର ଧନଭଣ୍ତାର ସମୁଦାଯ ଭୂମଣ୍ତଳର ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗ କରିବ।

ହବକକୂକ 3:18

କିନ୍ତୁ ମିଁ ତଥାପି ସଦାପ୍ରଭୁଙ୍କଠା ରେ ଆନନ୍ଦ କରିବି ଏବଂ ପରମେଶ୍ବରଙ୍କୁ ମାରେତ୍ରାଣକର୍ତ୍ତା ଭାବି ଖୁସି ହବେି।

ଲୂକଲିଖିତ ସୁସମାଚାର 1:47

ମାରେ ଆତ୍ମା ପ୍ରଭୁଙ୍କର ସ୍ତୁତି କରୁଛି। ମାରହେୃଦୟ ଆନନ୍ଦ ରେ ପରିପୂର୍ଣ୍ଣ। କାରଣ ପରମେଶ୍ବର ମାରେ ଉଦ୍ଧାର କର୍ତ୍ତା।

Interlinear

Choose Theme