Home Bibles ☰ Books ଗୀତସଂହିତା 137:2 · ଓଡ଼ିଆ ବାଇବେଲ
ଗୀତସଂହିତା 137:2 · ଓଡ଼ିଆ ବାଇବେଲ

ଆମ୍ଭମାନେେ ସଠାେରେ ଥିବା ବାଇଶୀ ବୃକ୍ଷରେ ନିଜ ନିଜର ବୀଣା ଟଙ୍ଗାଇ ରଖିଲୁ।

Cross references

ଗୀତସଂହିତା 33:2

ବୀଣା ବାଦ୍ଯ କରି ସଦାପ୍ରଭୁଙ୍କୁ ଧନ୍ଯବାଦ ଦିଅ। ଦଶ-ତାର ବାଦ୍ଯରେ ତାଙ୍କର ପ୍ରଶଂସା ଗାନ କର।

ଗୀତସଂହିତା 81:2

ଗୀତ ଆରମ୍ଭ କର ଓ ଦାରା ବଜାଅ, ନବେଲ ସହିତ ସୁମଧୁର ବୀଣାରେ ସ୍ବର ବାହାର କର।

ଯିଶାଇୟ 24:8

ଲୋକାମନେ ଆନନ୍ଦ ଉଲ୍ଲାସରୁ ନିବୃତ୍ତ ହାଇେଛନ୍ତି। ସମସ୍ତ ଆନନ୍ଦ ଧ୍ବନି ନୀରବ ହାଇେଛି। ତବଲା ଓ ବୀଣାର ମଧୁର ସଙ୍ଗୀତ ନିବୃତ୍ତ ହାଇେଅଛି।

ଯିହିଜିକଲ 26:13

ପୁଣି ମୁଁ ତୁମ୍ଭର ଆନନ୍ତ ଗୀତର ଶବ୍ବ ନିବୃତ୍ତ କରିବି ଓ ତୁମ୍ଭର ବୀଣାର ଧ୍ବନି ଆଉ ଶୁଣିବାକୁ ଦବେି ନାହିଁ।

ଆମୋଷ 8:10

ତୁମ୍ଭର ଅବସର ଦିନକୁ ମୃତ ଲୋକର ଶୋକ ଦିବସ ରେ ପରିଣତ କରାଇବା ଏବଂ ତୁମ୍ଭର ସମସ୍ତ ସଙ୍ଗୀତ ମୃତ ଲୋକଙ୍କ ବିଳାପ ରେ ପରିଣତ ହବେ। ଆମ୍ଭେ ସମସ୍ତଙ୍କୁ ଦୁଃଖ ବସ୍ତ୍ର ପରିଧାନ କରାଇବା ଓ ସମସ୍ତଙ୍କର ମସ୍ତକକୁ ଲଣ୍ତା କରାଇବା। ଗୋଟିଏ ଲୋକର ଏକମାତ୍ର ସନ୍ତାନର ମୃତ୍ଯୁ ରେ ଯେପରି ଆକୁଳ କ୍ରନ୍ଦନ କରାୟାଏ ସହେିପରି କରୁଣ ବିଳାପ କରାଇବା। ଏହା ଅତି ଦୁଃଖର ଅନ୍ତିମ ପରିଣତି ହବେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 18:22

ତୋ'ଠା ରେ କହେି ହେଲେ ଆଉ ଲୋକମାନଙ୍କର ବୀଣାର ସଙ୍ଗୀତ ଓ ବଂଶୀ, ତୂରୀ ଭଳି ଅନ୍ୟ ବାଦ୍ଯୟନ୍ତ୍ର ଶୁଣିବେ ନାହିଁ। ତୋ'ଠା ରେ କୌଣସି ଶିଳ୍ପର କାରିଗରମାନେ ଆଉ ଦଖାେଯିବେ ନାହିଁ। ତୋ'ଠା ରେ ଚକିପଷୋର ଶବ୍ଦ ଆଉ କବେେ ହେଲେ ଶୁଣାୟିବ ନାହିଁ।

Interlinear

Choose Theme