Home Bibles ☰ Books ପ୍ରଥମ ବଂଶାବଳୀ 16:7 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 16:7 · ଓଡ଼ିଆ ବାଇବେଲ

ଏହି ସମୟରେ ଦାଉଦ ପ୍ରଥମ ଆସଫ ଓ ତାଙ୍କର ଭ୍ରାତାମାନଙ୍କୁ ସଦାପ୍ରଭୁଙ୍କ ନିକଟରେ ପ୍ରଶଂସାଗୀତ ଗାନ କରିବାର ଦାଯିତ୍ବ ଅର୍ପଣ କଲେ।

Cross references

ଦିତୀୟ ଶାମୁୟେଲ 22:1

ଯେଉଁ ସମୟରେ ସଦାପ୍ରଭୁ ୟାବତୀଯ ଶତୃ ହସ୍ତରକ୍ସ୍ଟ ଓ ଶାଉଲଙ୍କର ହସ୍ତରକ୍ସ୍ଟ ଦାଉଦଙ୍କକ୍ସ୍ଟ ଉଦ୍ଧାର କଲେ। ସେ ସମୟରେ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଏହି ଗୀତ ନିବଦନେ କଲେ।

ଦିତୀୟ ଶାମୁୟେଲ 23:1

ଏଗକ୍ସ୍ଟଡିକ ଦାଉଦଙ୍କର ଶଷେ କଥା, ୟିଶୀର ପକ୍ସ୍ଟତ୍ର ଦାଉଦ କହନ୍ତି, ଏହି ବ୍ଯକ୍ତିକକ୍ସ୍ଟ ପରମେଶ୍ବର ମହାନ କରିଛନ୍ତି ଏବଂ ୟିଏକି ୟାକକ୍ସ୍ଟବଙ୍କର ପରମେଶ୍ବର ଅଭିଷିକ୍ତ ଏବଂ ୟିଏ ଇଶ୍ରାୟେଲର ସକ୍ସ୍ଟମଧକ୍ସ୍ଟର ଗାଯକ କହନ୍ତି,

ଦିତୀୟ ବଂଶାବଳୀ 29:30

ରାଜା ହିଜକିଯ ଓ ତାଙ୍କର ପଦାଧିକାରୀମାନେ ଲବେୀୟମାନଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପ୍ରଶଂସାଗାନ କରିବାକୁ ଆଦେଶ ଦେଲେ। ସମାନେେ ଦାଉଦ ଓ ଆସଫ ଭବିଷ୍ଯତ୍ବକ୍ତାଙ୍କ ରଚିତ୍ ସଙ୍ଗୀତମାନ ଗାନ କଲେ। ସମାନେେ ପରମେଶ୍ବରଙ୍କର ପ୍ରଶଂସା କଲେ ଓ ଆନନ୍ଦିତ ହେଲେ। ସମାନେେ ସମସ୍ତେ ନତମସ୍ତକ ହେଲେ ଓ ପରମେଶ୍ବରଙ୍କର ଉପାସନା କଲେ।

ନିହିମିୟା 12:24

ଲବେୀୟମାନଙ୍କ ପ୍ରଧାନଗଣ, ହଶବିଯ, ଶେ ରବେିଯ ଓ କଦ୍ମୀଯଲରେ ପୁତ୍ର ଯେଶଯ ଓ ସମାନଙ୍କେ ସମ୍ମୁଖସ୍ଥ ଭାତୃଗଣ ପରମେଶ୍ବରଙ୍କ ଲୋକ ଦାଉଦଙ୍କର ଆଜ୍ଞା ଅନୁସାରେ ଦଳଦଳ ହାଇେ ପ୍ରଶଂସା ଓ ଧନ୍ଯବାଦ ଉତ୍ସର୍ଗ କରିବାକୁ ନିୟୁକ୍ତ ହେଲେ।

ଗୀତସଂହିତା 12:1

ହେ ସଦାପ୍ରଭୁ, ମାେତେ ଉଦ୍ଧାର କର, କାରଣ ଧାର୍ମିକ ଲୋକମାନେ ଲୋପ ପାଉଅଛନ୍ତି। ଏ ପୃଥିବୀରେ ତୁମ୍ଭର ପରମ ଅନୁରକ୍ତ ବିଶ୍ବାସୀ ଲୋକର ହ୍ରାସ ହେଉଛି।

ଗୀତସଂହିତା 18:1

ସେ କହିଲେ, ହେ ସଦାପ୍ରଭୁ, ତୁମ୍ଭେ ହିଁ ମାରେ ଶକ୍ତିସ୍ବରୂପ, ମୁଁ ତୁମ୍ଭକୁ ଭଲ ପାଏ।

Interlinear

Choose Theme