ହେ ସଦାପ୍ରଭୁ, ଯେଉଁମାନେ ତୁମ୍ଭ ଉପ ରେ ନିର୍ଭର କରନ୍ତି ଓ ବିଶ୍ରାମ କରନ୍ତି, ତାହାକୁ ତୁମ୍ଭେ ସମ୍ପୂର୍ଣ୍ଣ ଶାନ୍ତି ରେ ରଖିବ।
Cross references
ମନଃଶିର ରୂବନେ ଓ ଗାଦ୍ ଗୋଷ୍ଠୀଯର ଏହି ଲୋକମାନେ ୟୁଦ୍ଧ କ୍ଷେତ୍ର ରେ ପରମେଶ୍ବରଙ୍କ ନିକଟରେ ପ୍ରାର୍ଥନା କଲେ। ପରମେଶ୍ବର ସମାନଙ୍କେୁ ଯେପରି ସାହାୟ୍ଯ କରନ୍ତି, ଏଥିନିମନ୍ତେ ସମାନେେ ତାଙ୍କ ନିକଟରେ ବୀନତି କଲେ। କାରଣ ସମାନେେ ତାଙ୍କ ଠା ରେ ବିଶ୍ବାସ କରୁଥିଲେ। ତେଣୁ ପରମେଶ୍ବର ସମାନଙ୍କେୁ ସାହାୟ୍ଯ କଲେ। ହାଗରୀଯ ଲୋକମାନଙ୍କୁ ପରାସ୍ତ କରିବାକୁ ପରମେଶ୍ବର ସମାନଙ୍କେୁ ଅନୁମତି ଦେଲେ। ଆହୁରି ମଧ୍ଯ ସମାନେେ ହାଗରୀଯ ଲୋକମାନଙ୍କ ସହିତ ରେ ଥିବା ଅନ୍ୟ ଲୋକମାନଙ୍କୁ ମଧ୍ଯ ପରାସ୍ତ କଲେ।
ତେଣୁ ସହେି ସମୟରେ ଇଶ୍ରାୟେଲର ଲୋକମାନେ ପରାସ୍ତ ହେଲେ ଓ ଯିହୁଦାର ଲୋକମାନେ ବିଜଯୀ ହେଲେ। ଯିହୁଦାର ସୈନ୍ଯଦଳ ସମାନଙ୍କେ ପୂର୍ବପୁରୁଷମାନଙ୍କର ସଦାପ୍ରଭୁ ପରମେଶ୍ବରଙ୍କ ଉପରେ ନିର୍ଭର କରିଥିବାରୁ ବିଜଯଲାଭ କଲେ।
କୂଶୀଯ ଓ ଲବେୀୟମାନଙ୍କର ଏକ ଅତି ବୃହତ୍ ଓ ପରାକ୍ରମୀ ସୈନ୍ଯଦଳ ଥିଲା। ସମାନଙ୍କେର ଅନକେ ରଥ ଓ ରଥଚାଳକମାନେ ଥିଲେ। କିନ୍ତୁ ଆସା, ତୁମ୍ଭେ ସାହାୟ୍ଯ ନିମନ୍ତେ ଓ ସହେି ବୃହତ୍ ପରାକ୍ରମୀ ସୈନ୍ଯଦଳକୁ ପରାସ୍ତ କରିବା ନିମନ୍ତେ ସଦାପ୍ରଭୁଙ୍କ ଉପରେ ନିର୍ଭର କଲ, ଆଉ ସଦାପ୍ରଭୁ ସମାନଙ୍କେୁ ପରାସ୍ତ କରିବା ନିମନ୍ତେ ତୁମ୍ଭକୁ ସାହାୟ୍ଯ କଲେ।
ଯେଉଁ ଲୋକମାନେ ତୁମ୍ଭର ନାମକୁ ଜାଣନ୍ତି ସମାନେେ ତୁମ୍ଭକୁ ବିଶ୍ବାସ କରିବେ। ହେ ସଦାପ୍ରଭୁ ୟଦି ଲୋକମାନେ ତୁମ୍ଭ ପାଖକୁ ଆସନ୍ତି ତୁମ୍ଭେ ସମାନଙ୍କେୁ ସାହାୟ୍ଯ ନ କରି ଛାଡ଼ିଦିଅ ନାହିଁ।
ହେ ସଦାପ୍ରଭୁ, ଆମ୍ଭମାନଙ୍କୁ ରକ୍ଷା କର ଏବଂ ଦଖାଇେ ଦିଅ ୟେ ତୁମ୍ଭେ ଆମ୍ଭକୁ ପ୍ରମେ କରୁଛ।
ଯେଉଁ ଲୋକମାନେ ସଦାପ୍ରଭୁଙ୍କଠାରେ ବିଶ୍ବାସ ରଖନ୍ତି ସମାନେେ ସିୟୋନ୍ ପର୍ବତ ତୁଲ୍ଯ। ସମାନେେ କବେେ ମଧ୍ଯ ଥରିବେ ନାହିଁ। ସମାନେେ ନିତ୍ଯସ୍ଥାଯୀ ହାଇେ ବଞ୍ଚି ରହିବେ।
ଯେତବେେଳେ ଏକ ସ୍ବତନ୍ତ୍ର ବାଳକ ଜନ୍ମ ନବେେ ସତେିକି ବେଳେ ଏହା ଘଟିବ। ପରମେଶ୍ବର ଆମ୍ଭମାନଙ୍କୁ ଏକ ପୁତ୍ର ଦବେେ। ସେ ସମସ୍ତ ଲୋକମାନଙ୍କର ଭାର ବହନ କରିବେ। ତାଙ୍କର ନାମ ଆଶ୍ଚର୍ୟ୍ଯ ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ବର, ୟିଏ ଅନନ୍ତକାଳୀନ ଏବଂ ଶାନ୍ତିର ରାଜକୁମାର ହବେେ।'
ମିଶରକୁ ସାହାୟ୍ଯ ପାଇଁ ଯାଉଥିବା ଲୋକମାନଙ୍କୁ ଦେଖ। ସମାନେେ ଅଶ୍ବମାନଙ୍କ ଉପ ରେ ନିର୍ଭର କରନ୍ତି। ସମାନେେ ଆଶା କରନ୍ତି ଅଶ୍ବଗଣ ସମାନଙ୍କେୁ ରକ୍ଷା କରିବେ। ଆଉ ମଧ୍ଯ ସମାନେେ ଭାବନ୍ତି ଅତ୍ଯଧିକ ରଥ ଓ ବହୁ ବଳବାନ ଅଶ୍ବାରୋହୀ ସୈନ୍ଯ ଥିବାରୁ ସମାନେେ ସୁରକ୍ଷିତ। ସମାନେେ ଇଶ୍ରାୟେଲର ପବିତ୍ରତା ପ୍ରତି ବିଶ୍ବାସ ରଖନ୍ତି ନାହିଁ କିମ୍ବା ସଦାପ୍ରଭୁଙ୍କୁ ଅନ୍ବଷେଣ କରନ୍ତି ନାହିଁ। ତେଣୁ ସମାନେେ ସନ୍ତାପର ପାତ୍ର।
ପୁଣି ସହେି ଧାର୍ମିକତାର କାର୍ୟ୍ଯ ଶାନ୍ତିମଯ ହବେ ଓ ଧାର୍ମିକତାର ଫଳ ଚିରକାଳ ସୁସ୍ଥିରତା ଓ ନିର୍ଭୟତା ହବେ।
ମାରେ ଲୋକମାନେ ଶାନ୍ତିମଯ ବସତି ସ୍ଥାନ ରେ, ନିରାପଦ ତମ୍ବୁ ରେ ଓ ସୁସ୍ଥିର ବିଶ୍ରାମ ସ୍ଥାନ ରେ ବାସ କରିବେ।
କାରଣ ସମାନେେ ନିଜକୁ ପବିତ୍ର ନଗରର ଲୋକ ବୋଲି ଖ୍ଯାତ କରନ୍ତି ଓ ଇଶ୍ରାୟେଲର ପରମେଶ୍ବରଙ୍କ ଉପ ରେ ନିର୍ଭର କରନ୍ତି ; ତାଙ୍କର ନାମ ସର୍ବଶକ୍ତିମାନ ସଦାପ୍ରଭୁ।
ସଦାପ୍ରଭୁ ଏହିକଥା କୁହନ୍ତି, ହେ ଇଶ୍ରାୟେଲର ପୁତ୍ରଗଣ, ତୁମ୍ଭମାନେେ ଭାବୁଛ ଆମ୍ଭେ ତୁମ୍ଭର ମାତା ୟିରୁଶାଲମକୁ ତ୍ଯାଗ କରିଅଛୁ। ପ୍ରମାଣ ସ୍ବରୂପ ସେ ଛାଡ଼ପତ୍ର କାହିଁ ଅଥବା ଆମ୍ଭ ମହାଜନମାନଙ୍କ ମଧ୍ଯରୁ କାହା ନିକଟରେ ତୁମ୍ଭମାନଙ୍କୁ ବିକ୍ରଯ କରିଅଛୁ ? ଏଠା ରେ ଦେଖ, ତୁମ୍ଭମାନେେ ନିଜର ଅପରାଧ ପାଇଁ ବିକ୍ରୀ ହାଇେଥିଲ ଏବଂ ତୁମ୍ଭମାନଙ୍କର ପାପ ପାଇଁ ତୁମ୍ଭମାନଙ୍କର ମାତା ତୁମ୍ଭମାନଙ୍କୁ ପରିତ୍ଯକ୍ତା ହାଇେଥିଲେ।
ତୁମ୍ଭମାନଙ୍କ ମଧିଅରେ ଏପରି କିଏ ଅଛି ଯେ ସଦାପ୍ରଭୁଙ୍କୁ ଭୟ କରେ ଓ ତାଙ୍କ ସବେକର ବାକ୍ଯ ପାଳନ କରେ ? ପୁଣି ଯେ ଆଲୋକ ବିନା ଅନ୍ଧକାର ରେ ଗମନ କରେ ସେ ସଦାପ୍ରଭୁଙ୍କ ନାମ ଉପ ରେ ବିଶ୍ବାସ କର ଓ ଆପଣା ପରମେଶ୍ବରଙ୍କ ଉପ ରେ ନିର୍ଭରଶୀଳ ହେଉ।
ଆମ୍ଭେ ଓଷ୍ଠାଧରର ଫଳ ସୃଷ୍ଟି କରୁ। ସଦାପ୍ରଭୁ କୁହନ୍ତି, ଦୂରବର୍ତ୍ତୀ ଓ ନିକଟବର୍ତ୍ତୀ ଲୋକପ୍ରତି ଶାନ୍ତି' ହେଉ ଓ ଆମ୍ଭେ ତାହାକୁ ସୁସ୍ଥ କରିବା।
ଯେଉଁ ଲୋକ ସଦାପ୍ରଭୁଙ୍କ ଉପ ରେ ବିଶ୍ବାସ ରେଖ ଓ ସଦାପ୍ରଭୁ ଯାହାର ବିଶ୍ବାସଭୂମି, ସେ ଧନ୍ଯ।
ଆଉ ହେ ଏବଦମଲକେ, ଆମ୍ଭେ ତୁମ୍ଭକୁ ନିଶ୍ଚଯ ରକ୍ଷା କରିବା। ତୁମ୍ଭେ ଖଡ୍ଗ ରେ ନିହତ ହବେ ନାହିଁ। ମାତ୍ର ତୁମ୍ଭେ ରକ୍ଷା ପାଇବ ଓ ବଞ୍ଚିବ। ଯେ ହତେୁ ତୁମ୍ଭେ ଆମ୍ଭଠା ରେ ବିଶ୍ବାସ ରଖିଛ।ଏହି ବାକ୍ଯ ସଦାପ୍ରଭୁଙ୍କଠାରୁ ଆସିଥିଲା।
ସଠାେ ରେ ଶାନ୍ତି ବିରାଜିତ ହବେ। ଯଦି ଅଶୂରୀଯ ଗୋଷ୍ଠୀ ଆମ୍ଭ ଦେଶକୁ ଆସିବେ ଏବଂ ଆମ୍ଭ ରାଜ୍ଯକୁ ଆକ୍ରମଣ କରିବେ, ତବେେ ଆମ୍ଭେ ଇଶ୍ରାୟେଲର ସାତଜଣ ମଷେପାଳକ ଓ ଆଠଜଣ ପ୍ରଧାନ ଲୋକଙ୍କୁ ନିର୍ବାଚନ କରିବୁ।
ମୁଁ ତୁମ୍ଭକୁ ଶାନ୍ତି ଦଇେ ଯାଉଛି। ଏହି ଶାନ୍ତି ମାେ ନିଜର, ଯାହା ମୁଁ ତୁମ୍ଭକୁ ଦେଉଛି। ଜଗତ ଯେପରି ଶାନ୍ତି ଦିଏ, ତା'ଠାରୁ ଭିନ୍ନ ଶାନ୍ତି ମୁଁ ତୁମ୍ଭକୁ ଦେଉଛି। ତେଣୁ ମନ ରେ ଦୁଃଖ କର ନାହିଁ। ଭୟ ମଧ୍ଯ କର ନାହିଁ।
ମାଠାେ ରେ ତୁମ୍ଭମାନେେ ଯେପରି ଶାନ୍ତି ପାଇବ, ଏଥିପାଇଁ ମୁଁ ତୁମ୍ଭମାନଙ୍କୁ ଏସମସ୍ତ କଥା କହିଲିି। ଏହି ଜଗତ ରେ ତୁମ୍ଭେ କଷ୍ଟ ପାଇବ। କିନ୍ତୁ ସାହାସୀ ହୁଅ ମୁଁ ଜଗତକୁ ଜୟ କରିଛି।
ଅବ୍ରାହାମଙ୍କର ସନ୍ତାନ ହବୋର ଆଶା ନଥିଲା। କିନ୍ତୁ ଅବ୍ରାହାମ ପରମେଶ୍ବରଙ୍କୁ ବିଶ୍ବାସ କଲେ ଓ ଭରସାକୁ ବଜାୟ ରଖିଲେ। ସେଥିପାଇଁ ସେ ଅନକେ ଜାତିର ପିତା ହେଲେ। ପରମେଶ୍ବର ତାହାଙ୍କୁ କହିଥିଲେ: ତୁମ୍ଭର ଅଗଣିତ ବଂଶଧର ହବେେ।
ଆମ୍ଭର ବିଶ୍ବାସ ହତେୁ ଆମ୍ଭକୁ ପରମେଶ୍ବରଙ୍କଠା ରେ ଧାର୍ମିକ କରାଯାଇଛି। ସେଥିପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମାଧ୍ଯମ ରେ ପରମେଶ୍ବରଙ୍କ ସହିତ ଆମ୍ଭେ ଶାନ୍ତି ରେ ଅଛୁ। ବିଶ୍ବାସ ଦ୍ବାରା ଖ୍ରୀଷ୍ଟ ଆମ୍ଭକୁ ପରମେଶ୍ବରଙ୍କ ଅନୁଗ୍ରହର ଅଧୀନ କଲେ।
ଖ୍ରୀଷ୍ଟଙ୍କ ହତେୁ ଆମ୍ଭେ ଏବେ ଶାନ୍ତି ରେ ଅଛୁ। ଖ୍ରୀଷ୍ଟ ଯିହୂଦୀ ଓ ଅଣଯିହୂଦୀମାନଙ୍କୁ ଏକାଠି କଲେ। ଦୁହିଁଙ୍କ ମଝି ରେ କାନ୍ଥଟିଏ ଥିଲା ଭଳି ସମାନେେ ଅଲଗା ଥିଲେ। ସମାନେେ ପରସ୍ପରକୁ ଘୃଣା କରୁଥିଲେ। କିନ୍ତୁ ନିଜ ଶରୀରକୁ ଉତ୍ସର୍ଗ କରି ଖ୍ରୀଷ୍ଟ ସହେି ଘୃଣାର କାନ୍ଥଟିକୁ ଭାଙ୍ଗି ଦେଲେ।
ପରମେଶ୍ବରଙ୍କର ଶାନ୍ତି ତୁମ୍ଭମାନଙ୍କ ହୃଦୟ ଓ ମନଗୁଡ଼ିକୁ ଖ୍ରୀଷ୍ଟଙ୍କଠା ରେ ସୁରକ୍ଷା କରି ରଖିବ। ପରମେଶ୍ବରଙ୍କ ପ୍ରଦତ୍ତ ଏହି ଶାନ୍ତି କେତେ ଯେ ମହାନ, ତାହା ଆମ୍ଭେ ବୁଝି ପାରୁ।