Home Bibles ଯିରିମିୟ 17:7 · ଓଡ଼ିଆ ବାଇବେଲ
ଯିରିମିୟ 17:7 · ଓଡ଼ିଆ ବାଇବେଲ

ଯେଉଁ ଲୋକ ସଦାପ୍ରଭୁଙ୍କ ଉପ ରେ ବିଶ୍ବାସ ରେଖ ଓ ସଦାପ୍ରଭୁ ଯାହାର ବିଶ୍ବାସଭୂମି, ସେ ଧନ୍ଯ।

Cross references

ଗୀତସଂହିତା 2:12

ଦଖାଇଦେିଅ ୟେ ତୁମ୍ଭମାନେେ ତାଙ୍କର ପୁତ୍ର ତାହାଙ୍କ ପ୍ରତି ଅନୁରକ୍ତ ଅଟ ତା' ନ ହେଲେ ସେ କ୍ରୋଧିତ ହବେେ ଏବଂ ତୁମ୍ଭମାନଙ୍କୁ ବିନାଶ କରିବେ। ଯେଉଁମାନେ ସଦାପ୍ରଭୁଙ୍କର ବିଶ୍ବାସୀ ସମାନେେ ସୁଖ-ଶାନ୍ତିରେ ଜୀବନ ବିତାନ୍ତି। କିନ୍ତୁ ଅନ୍ୟମାନେ ସାବଧାନ ହବୋ ଉଚିତ୍ କାରଣ ସଦାପ୍ରଭୁଙ୍କ କୋର୍ଧର ଶିକାର ସମାନେେ ୟେ କୌଣସି ସମଯରେ ଧନ୍ଯ।

ଗୀତସଂହିତା 20:8

ସହେି ଅନ୍ୟ ଲୋକମାନେ ପରାସ୍ତ ହାଇେ ୟୁଦ୍ଧ କ୍ଷେତ୍ରରେ ମୃତ୍ଯୁବରଣ କଲେ କିନ୍ତୁ ଆମ୍ଭେ ଜିତିଲୁ। ଆମ୍ଭେ ବିଜଯୀ ଦଳ।

ଗୀତସଂହିତା 34:8

ସଦାପ୍ରଭୁ ୟେ ମଙ୍ଗଳମଯ ଏହା ପରୀକ୍ଷା କରି ଦେଖ। ଯେଉଁ ବ୍ଯକ୍ତି ତାଙ୍କର ଶରଣାଗତ ସେ ତାଙ୍କୁ ସମସ୍ତ ସୁଖ ପ୍ରଦାନ କରନ୍ତି ଏବଂ ସେ ପ୍ରକୃତରେ ସୁଖୀ ହବେ।

ଗୀତସଂହିତା 40:4

ୟଦି ଜଣେ ସଦାପ୍ରଭୁଙ୍କୁ ବିଶ୍ବାସ କରେ, ସହେି ବ୍ଯକ୍ତିଟି ପ୍ରକୃତରେ ସୁଖୀ ହୁଏ। ଜଣେ ବ୍ଯକ୍ତି ପ୍ରକୃତରେ ଖୁସିରେ ରହେ, ୟଦି ସେ ପ୍ରତମାନଙ୍କେୁ କିଅବା ମିଥ୍ଯା ଦବେତାମାନଙ୍କୁ ଆଦର କରି ନ ଥାଏ।

ଗୀତସଂହିତା 84:12

ହେ ସର୍ବଶକ୍ତିମାନ ସଦାପ୍ରଭୁ, ଯେଉଁ ଲୋକମାନେ ତୁମ୍ଭକୁ ବିଶ୍ବାସ କରନ୍ତି ସମାନେେ କେତେ ଭାଗ୍ଯବାନ୍।

ଗୀତସଂହିତା 125:1

ଯେଉଁ ଲୋକମାନେ ସଦାପ୍ରଭୁଙ୍କଠାରେ ବିଶ୍ବାସ ରଖନ୍ତି ସମାନେେ ସିୟୋନ୍ ପର୍ବତ ତୁଲ୍ଯ। ସମାନେେ କବେେ ମଧ୍ଯ ଥରିବେ ନାହିଁ। ସମାନେେ ନିତ୍ଯସ୍ଥାଯୀ ହାଇେ ବଞ୍ଚି ରହିବେ।

ଗୀତସଂହିତା 146:5

କିନ୍ତୁ ସହେିମାନେ ଭାଗ୍ଯବାନ୍ ଯେଉଁମାନଙ୍କର ୟାକୁବର ପରମେଶ୍ବର ଅଛନ୍ତି, ସହେିମାନଙ୍କୁ ସାହାୟ୍ଯ କରିବା ପାଇଁ, ସହେିମାନେ ସମାନଙ୍କେର ପରମେଶ୍ବର ସଦାପ୍ରଭୁଙ୍କ ଉପରେ ନିର୍ଭର କରନ୍ତି।

ହିତୋପଦେଶ 16:20

ଯେଉଁ ଲୋକ ପରମେଶ୍ବରଙ୍କ ବାକ୍ଯ ରେ ମନୋୟୋଗ କରେ, ସେ ସାଫଲ୍ଯ ଅର୍ଜନ କରେ। ପୁଣି ସହେି ଲୋକ ଧନ୍ଯ ଯେ ସଦାପ୍ରଭୁଙ୍କଠା ରେ ନିର୍ଭର କରେ।

ଯିଶାଇୟ 26:3

ହେ ସଦାପ୍ରଭୁ, ଯେଉଁମାନେ ତୁମ୍ଭ ଉପ ରେ ନିର୍ଭର କରନ୍ତି ଓ ବିଶ୍ରାମ କରନ୍ତି, ତାହାକୁ ତୁମ୍ଭେ ସମ୍ପୂର୍ଣ୍ଣ ଶାନ୍ତି ରେ ରଖିବ।

ଯିଶାଇୟ 30:18

ସେଥି ସକାେଶ ସଦାପ୍ରଭୁ ତୁମ୍ଭମାନଙ୍କୁ ଅନୁଗ୍ରହ କରିବା ପାଇଁ ଅପେକ୍ଷା କରିବେ। ସେ ମଧ୍ଯ ତୁମ୍ଭମାନଙ୍କୁ ଦୟା କରିବାକୁ ଉନ୍ନତ ହବେେ। କାରଣ ସଦାପ୍ରଭୁ ନ୍ଯାଯ ବିଚାରକାରୀ ପରମେଶ୍ବର ଅଟନ୍ତି। ଯେଉଁମାନେ ତାଙ୍କୁ ଅପେକ୍ଷା କରନ୍ତି ସେ ସମସ୍ତେ ଧନ୍ଯ।

ସିଫନିୟ 3:12

ଆମ୍ଭେ କବଳେ ନମ୍ର ଓ ଦରିଦ୍ର ଲୋକମାନଙ୍କୁ ୟିରୁଶାଲମ ରେ ରହିବାକୁ ଦବୋ। ସମାନେେ ସଦାପ୍ରଭୁଙ୍କଠା ରେ ଆଶ୍ରଯ ପାଇବେ।

ଏଫିସୀୟଙ୍କ ପ୍ରତି ପତ୍ର 1:12

ଆମ୍ଭେ ହେଉଛୁ ପ୍ରଥମ ଲୋକ ଯେଉଁମାନେ ଖ୍ରୀଷ୍ଟଙ୍କଠା ରେ ଭରସା ପ୍ରତିଷ୍ଠିତ କରିଥିଲୁ, ଏବଂ ପରମେଶ୍ବରଙ୍କ ମହିମାର ପ୍ରଶଂସା କରିବା ଲାଗି ଆମ୍ଭକୁ ବଛା ଯାଇଥିଲା।

Interlinear

Choose Theme