ଲୋକମାନଙ୍କଠାରେ ବିଶ୍ବାସ ରଖିବା ଅପେକ୍ଷା ସଦାପ୍ରଭୁଙ୍କଠାରେ ରକ୍ଷା ପାଇଁ ନିର୍ଭର ରଖିବା ନିଶ୍ଚିତ ଉତ୍ତମ।
Cross references
ଲାବନ କହିଲା, ତବେେ ମାେତେ ତୁମ୍ଭକୁ କ'ଣ ଦବୋ ଉଚିତ୍?
ୟଦି ଜଣେ ସଦାପ୍ରଭୁଙ୍କୁ ବିଶ୍ବାସ କରେ, ସହେି ବ୍ଯକ୍ତିଟି ପ୍ରକୃତରେ ସୁଖୀ ହୁଏ। ଜଣେ ବ୍ଯକ୍ତି ପ୍ରକୃତରେ ଖୁସିରେ ରହେ, ୟଦି ସେ ପ୍ରତମାନଙ୍କେୁ କିଅବା ମିଥ୍ଯା ଦବେତାମାନଙ୍କୁ ଆଦର କରି ନ ଥାଏ।
ହେ ଲୋକମାନେ! ସବୁକାଳେ ପରମେଶ୍ବରଙ୍କଠାରେ ନିର୍ଭର କର। ପରମେଶ୍ବରଙ୍କଠାରେ ତୁମ୍ଭର ଅସୁବିଧା କଥା ଭାଙ୍ଗି କୁହ। ପରମେଶ୍ବର ହେଉଛନ୍ତି ଆମ୍ଭର ନିରାପଦ ଆଶ୍ରଯସ୍ଥଳ।
ସାହାୟ୍ଯ ପାଇଁ ଅଧିପତିମାନଙ୍କ ଉପରେ ନିର୍ଭର ରଖ ନାହିଁ। ଲୋକମାନଙ୍କ ପ୍ରତି ଭରସା କର ନାହିଁ। କାରଣ ଲୋକମାନେ ତୁମ୍ଭକୁ ରକ୍ଷା କରିପାରିବେ ନାହିଁ।
ସଦାପ୍ରଭୁ କହନ୍ତି, ଯେଉଁ ମନୁଷ୍ଯ ଲୋକମାନଙ୍କ ଉପ ରେ ଭରସା ରେଖ, ମାଂସକୁ ଆପଣାର ବାହୁ କରେ ଓ ଯାହାର ହୃଦଯ ସଦାପ୍ରଭୁଙ୍କଠାରୁ ଦୂ ରଇେ ୟାଏ ସେ ଶାପଗ୍ରସ୍ତ।
ତୁମ୍ଭର ପ୍ରତିବେଶୀ କି ମିତ୍ରଙ୍କୁ ବିଶ୍ବାସ କରନାହିଁ। ଏପରିକି ତୁମ୍ଭ ସହିତ ଶୋଉଥିବା ସ୍ତ୍ରୀ ପାଖ ରେ ମୁଖ ଖାେଲ ନାହିଁ।