ପରମେଶ୍ବର ସମାନଙ୍କେର ଅଧିପତିମାନଙ୍କୁ ଅପମାନିତ ଓ ବିଚଳିତ କରିଥିଲେ, ଯେଉଁମାନେ ତାଙ୍କୁ ଅତ୍ଯାଚାର କରିଥିଲେ। ପୁଣି ସମାନଙ୍କେୁ ପଥହୀନ ମରୁଭୂମିରେ ଭ୍ରମଣ କରାଇଥିଲେ।
Cross references
ନୀଳନଦୀ ସଂପୂର୍ଣ୍ଣ ବେଙ୍ଗ ରେ ପରିପୂର୍ଣ୍ଣ ହବେ। ସମାନେେ ନଦୀରୁ ଆସି ତୁମ୍ଭର ଘ ରେ ପଶିବେ। ସମାନେେ ତୁମ୍ଭର ଶଯନ କକ୍ଷ ଓ ଶୟେ ରେ ପଡି ରହିବେ ଏବଂ ସମାନେେ ତୁମ୍ଭର ଅଧିକାରୀଗଣଙ୍କ ଓ ତୁମ୍ଭ ଲୋକମାନଙ୍କ ଗୃହ ରେ ପ୍ରବେଶ କରିବେ ଏବଂ ବେଙ୍ଗଗୁଡିକ ତୁମ୍ଭର ଜଳପାତ୍ର, ଅଧିକାରୀମାନଙ୍କର ଚୁଲ୍ଲୀ ରେ ପ୍ରବେଶ କରିବେ।
ବେଙ୍ଗମାନେ ତୁମ୍ଭର କର୍ମଚାରୀ ଏବଂ ତୁମ୍ଭର ଲୋକମାନଙ୍କ ଓ ତୁମ୍ଭ ଉପରକୁ ଉଠିବେ।'
ସମାନେେ ସହେିପରି କଲେ। ହାରୋଣ ତାଙ୍କର ଆଶାବାଡି ଉଠାଇ ଭୂମିରେ ଆଘାତ କଲେ ଏବଂ ମିଶର ରେ ସମସ୍ତ ଧୂଳି ଉକୁଣିଆ ପୋକରେ ପରିଣତ ହାଇଗେଲା। ଉକୁଣିଆ ପୋକମାନେ ପଶୁ ଓ ମନୁଷ୍ଯମାନଙ୍କଠା ରେ ହାଇଗେଲେ।
ତେଣୁ ସଦାପ୍ରଭୁ ଯେପରି କହିଥିଲେ, ସହେିପରି ବହୁ ସଂଖ୍ଯକ ମାଛି ମିଶରକୁ ପ୍ରବେଶ କରାଇଲେ। ମାଛିମାନେ ଫାରୋଙ୍କ ଗୃହ ରେ, ତାଙ୍କର କର୍ମଚାରୀମାନଙ୍କ ଗୃହ ରେ ଏବଂ ଏପରିକି ମିଶରର ଚାରିଆଡେ ଘରେିଗଲେ। ମାଛିମାନେ ଦେଶକୁ ନଷ୍ଟ କରିବାକୁ ଲାଗିଲେ।
ସଦାପ୍ରଭୁ ୟାକକ୍ସ୍ଟବଙ୍କକ୍ସ୍ଟ ପ୍ରାନ୍ତର ଦେଶ ରେ ଓ ପଶକ୍ସ୍ଟ ବୋବାଳି ପୂର୍ଣ ଘାରେ ମରକ୍ସ୍ଟଭୂମିରକ୍ସ୍ଟ ପାଇଲେ, ସେ ତାହାଙ୍କକ୍ସ୍ଟ ଗ୍ଭରିଆଡକ୍ସ୍ଟ ଘରେି ରଖିଲେ। ସେ ତାହାଙ୍କକ୍ସ୍ଟ ସକ୍ସ୍ଟରକ୍ଷା ଦେଲେ, ଠିକ୍ ତାଙ୍କର ମୂଲ୍ଯବାନ୍ ସଐତ୍ତି ପରି।
ସମାନେେ ସହେି ରାଜାଗଣଙ୍କକ୍ସ୍ଟ ଯିହାଶୂେୟ ନିକଟକକ୍ସ୍ଟ ଆଣିଲେ ଏବଂ ଯିହାଶୂେୟ ତାଙ୍କର ସମସ୍ତ ଇଶ୍ରାୟେଲ ଲୋକମାନଙ୍କୁ ସଠାେକକ୍ସ୍ଟ ପଠାଇଲେ। ଯିହାଶୂେୟ ତାଙ୍କର ସୈନ୍ଯ ବାହିନୀର ସମସ୍ତ ସନୋପତିମାନଙ୍କୁ କହିଲେ, ଯେଉଁମାନେ ତାଙ୍କ ସହିତ ଆସିଲେ, ପାଖକକ୍ସ୍ଟ ଆସ ଏବଂ ଏ ରାଜାମାନଙ୍କ ବକରେେ ପାଦ ଦିଅ। ତହିଁରେ ସମାନେେ ନିକଟକକ୍ସ୍ଟ ଆସି ସମାନଙ୍କେ ବକରେେ ପାଦ ଦେଲେ।
ବଷେକର ଶାସକ ଖସି ପଳାଇବାକକ୍ସ୍ଟ ଚେଷ୍ଟା କରିଥିଲେ, କିନ୍ତୁ ୟିହକ୍ସ୍ଟଦାର ଲୋକମାନେ ତାଙ୍କୁ ଗୋଡଇେଲେ ଏବଂ ତାଙ୍କୁ ଧରି ଥିଲେ। ଯେତବେେଳେ ସମାନେେ ତାଙ୍କୁ ଧରିଲେ, ସମାନେେ ତାଙ୍କର ବକ୍ସ୍ଟଢା ଅଙ୍ଗକ୍ସ୍ଟଳିକକ୍ସ୍ଟ ଏବଂ ପାଦର ବକ୍ସ୍ଟଢା ଅଙ୍ଗକ୍ସ୍ଟଠିକକ୍ସ୍ଟ କାଟି ନଇେଥିଲେ।
କିନ୍ତୁ ଯାୟେଲ୍ ତମ୍ବୁର ଏକ ଖକ୍ସ୍ଟଣ୍ଟି ଓ ଏକ ହାତକ୍ସ୍ଟଡି ପାଇଲେ। ସୀଷରା କ୍ଲାନ୍ତ ରେ ଶାଇେ ଥିବା ସମୟରେ ଯାୟେଲ ଖକ୍ସ୍ଟଣ୍ଟିଟିକକ୍ସ୍ଟ ତା'ର ମକ୍ସ୍ଟଣ୍ତ ରେ ଦଇେ ହାତକ୍ସ୍ଟଡି ରେ ଆଘାତ କରନ୍ତେ ଖକ୍ସ୍ଟଣ୍ଟିଟି ସୀଷରାର ମକ୍ସ୍ଟଣ୍ତ ରେ ଫକ୍ସ୍ଟଟି ମାଟି ରେ ପଶିଗଲା! ଏହିପରି ଭାବରେ ସୀଷରା ମୃତକ୍ସ୍ଟ୍ଯ ବରଣ କଲା।
ପକ୍ସ୍ଟଣି ସମାନେେ ତାହା ନଇଗେଲା ପରେ ଏହା ଏପରି ହେଲା, ଯେ ସଦାପ୍ରଭୁଙ୍କ ହସ୍ତ ଗାଥ ନଗରକକ୍ସ୍ଟ ଭୟ ଓ ୟନ୍ତ୍ରଣା ରେ ଆଘାତ କଲା; ପକ୍ସ୍ଟଣି ସେ ନଗରସ୍ଥ ସାନ ଓ ବଡ ଉଭୟଙ୍କକ୍ସ୍ଟ ସେ କ୍ଲେଶ ଦେଲେ ଓ ସମାନଙ୍କେଠା ରେ ଅର୍ଶ ରୋଗ ବାହାରିଲା।
ତା'ପରେ ସମାନେେ ପଚାରିଲେ, ଆମ୍ଭମାନଙ୍କୁ କ୍ଷମା ଦବୋ ପାଇଁ ଆମ୍ଭମାନେେ କି ପ୍ରକାର ଉପହାର ଇଶ୍ରାୟେଲର ପରମେଶଓରଙ୍କୁ ପଠାଇବା ଉଚିତ୍?
ଆହାବକୁ କୁହ, ମୁଁ ସଦାପ୍ରଭୁ କହୁଅଛି, 'ତୁମ୍ଭେ ନାବୋତକୁ ହତ୍ଯା କରିଛ ଓ ତା'ର ଦ୍ରାକ୍ଷାକ୍ଷେତ୍ରକୁ ଅଧିକାର କରିଅଛ, ମୁଁ ସଦାପ୍ରଭୁ କହୁଛି, ଯେଉଁ ସ୍ଥାନ ରେ ନାବୋତର ମୃତ୍ଯୁ ହାଇେଛି, ସହେି ସ୍ଥାନ ରେ ତୁମ୍ଭର ମୃତ୍ଯୁ ହବେ। କୁକୁରମାନେ ନାବୋତର ରକ୍ତକୁ ଯେଉଁ ସ୍ଥାନ ରେ ଗ୍ଭଟି ଖାଇଥିଲେ, ସହେି ସ୍ଥାନ ରେ ତୁମ୍ଭର ରକ୍ତ ମଧ୍ଯ ଗ୍ଭଟିବେ।'
ଲୋକମାନେ ଇଷବଲକେୁ କବର ଦବୋକୁ ଗଲେ। ମାତ୍ର ସମାନେେ ତା'ର ମୁଣ୍ତର ଖପୁରି, ପାଦ ଓ ହାତର ପାପୁଲି ଛଡା କିଛି ପାଇଲେ ନାହିଁ।
ପରମେଶ୍ବର ନେତାମାନଙ୍କୁ ତୁଚ୍ଛ କରି ଦିଅନ୍ତି। ସେ ଶାସକଠାରୁ କ୍ଷମତା ମଧ୍ଯ ଛଡ଼ାଇ ନିଅନ୍ତି।
ପରମେଶ୍ବର ନେତାମାନଙ୍କୁ ବୋକା ବନାଇ ମରୁଭୂମିରେ ଉଦ୍ଦେଶ୍ଯହୀନ ଭାବରେ ବୁଲାଇ ବାଟବଣା କରିଦିଅନ୍ତି।
ପୁଣି ପରମେଶ୍ବର ତାଙ୍କର ବିରୋଧୀକାରୀଙ୍କୁ ବଳପୂର୍ବକ ତଡ଼ି ଦେଲେ। ପରମେଶ୍ବର ତାଙ୍କର ଶତ୍ରୁଗଣଙ୍କୁ ପରାସ୍ତ କଲେ ଓ ଚିରକାଳ ପାଇଁ ଅପମାନିତ କଲେ।
ସମାନଙ୍କେ ମଧ୍ଯରୁ କେତକେ ଶୁଷ୍କ ମରୁଭୂମିରେ ଏଣତେଣେେ ଭ୍ରମଣ କଲେ। ସମାନେେ ସହରରେ ବାସ କରିବାକୁ ଏକ ସ୍ଥାନ ଖାଜେୁଥିଲେ, ସମାନେେ ପାଇଲେ ନାହିଁ।
ସୋର ନଗର ବହୁ ପ୍ରାଚୀନ ବ୍ଯକ୍ତି ଜନ୍ମ ଦଇେଛି। ସେଠିକାର ବଣିକଗଣ ରାଜ ତୁଲ୍ଯ। ତା'ର ଲୋକ ଯେ କି କିଣା ବିକା କରନ୍ତି, ସମାନେେ ସବୁ ସ୍ଥାନ ରେ ସମ୍ମାନ ଲାଭ କରନ୍ତି। ସମାନେେ ପୃଥିବୀର ସମ୍ଭ୍ରାନ୍ତ ମହାଜନ। ତେଣୁ ତାଙ୍କ ବିପକ୍ଷ ରେ କିଏ ମନ୍ତ୍ରଣା କରିଅଛି ?
ତୁମ୍ଭମାନେେ ସବୁ ଶୁଣ ଓ କର୍ଣ୍ଣପାତ କର, ଅହଙ୍କାର କର ନାହିଁ। କାରଣ ସଦାପ୍ରଭୁ ଏହା କହି ଅଛନ୍ତି।
ସହେି ସବୁ ଦଣ୍ତ ତତ୍କ୍ଷଣାତ୍ ନବୂଖଦ୍ନିତ୍ସରଙ୍କ ପ୍ରତି ଘଟିଲା। ସେ ମନୁଷ୍ଯମାନଙ୍କ ମଧ୍ଯରୁ ବିତାଡିତ ହାଇେ ଗୋରୁପରି ତୃଣ ଭକ୍ଷଣ କଲେ। ଆଉ ସେ ଆକାଶର କାକର ରେ ତିନ୍ତିଲେ। ଶଷେ ରେ ତାହାର କେଶ ଉକ୍ରୋଶପକ୍ଷୀର ପର ତୁଲ୍ଯ ଓ ତାହାର ନଖ ପକ୍ଷୀର ନଖ ତୁଲ୍ଯ ବଢିଲା।
ସହେି ସମୟରେ ହଠାତ୍ ମନୁଷ୍ଯର ଏକ ହସ୍ତ ଦଶୃମାନ ହେଲା ଓ ରାଜପ୍ରାସାଦର କାନ୍ଥର ଲପନେ ଉପ ରେ ଅଙ୍ଗୁଳି ରେ ଲେଖିଲା। ସହେି ହସ୍ତ ଦୀପରୂଖା ନିକଟସ୍ଥ ରାଜପ୍ରାସାଦ କାନ୍ଥ ରେ ଲେଖୁଥିଲା। ଆଉ ରାଜା ଲେଖୁଥିବା ସ୍ବହସ୍ତର ଅଂଶ ଦେଖୁଥିଲେ।
ହେ ମହାରାଜା, ସର୍ବୋପରିସ୍ଥ ପରମେଶ୍ବର ଆପଣଙ୍କ ପିତା ନବୂଖଦ୍ନିତ୍ସରଙ୍କୁ ରାଜ୍ଯ, ମହିମା, ଗୌରବ ଓ ପ୍ରତାପ ଦେଲେ।
େ ହରୋଦ ନିଜର ଏହି ପ୍ରଶଂସା ଶୁଣିଲେ, କିନ୍ତୁ ସେ ପରମେଶ୍ବରଙ୍କୁ ତାହାଙ୍କର ସମ୍ମାନ ଜଣାଇଲେ ନାହିଁ। ତେଣୁ ପ୍ରଭୁଙ୍କର ଜଣେ ଦୂତ ହଠାତ୍ ତାହାଙ୍କୁ ଆଘାତ କଲେ ଓ ତାହାଙ୍କ ଶରୀରକୁ କୀଟମାନେ ଖାଇଲେ। ଶଷେ ରେ ସେ ମୃତ୍ଯୁବରଣ କଲେ।
ଆସ, ତୁମ୍ଭମାନେେ ଏକାଠି ହାଇେ ରାଜା, ସନୋପତି ଓ ପ୍ରସିଦ୍ଧ ଲୋକମାନଙ୍କ ଶରୀରର ମାଂସ ତଥା ଅଶ୍ବ ଓ ସମାନଙ୍କେର ଆ ରୋହୀଙ୍କର ଓ ସ୍ବାଧୀନ ଓ ପରାଧୀନ, ସାନ ଓ ବଡ଼, ସବୁ ଲୋକମାନଙ୍କର ମାଂସ ଖାଇବ।