କିନ୍ତୁ ଯାୟେଲ୍ ତମ୍ବୁର ଏକ ଖକ୍ସ୍ଟଣ୍ଟି ଓ ଏକ ହାତକ୍ସ୍ଟଡି ପାଇଲେ। ସୀଷରା କ୍ଲାନ୍ତ ରେ ଶାଇେ ଥିବା ସମୟରେ ଯାୟେଲ ଖକ୍ସ୍ଟଣ୍ଟିଟିକକ୍ସ୍ଟ ତା'ର ମକ୍ସ୍ଟଣ୍ତ ରେ ଦଇେ ହାତକ୍ସ୍ଟଡି ରେ ଆଘାତ କରନ୍ତେ ଖକ୍ସ୍ଟଣ୍ଟିଟି ସୀଷରାର ମକ୍ସ୍ଟଣ୍ତ ରେ ଫକ୍ସ୍ଟଟି ମାଟି ରେ ପଶିଗଲା! ଏହିପରି ଭାବରେ ସୀଷରା ମୃତକ୍ସ୍ଟ୍ଯ ବରଣ କଲା।
Cross references
ଯଟେେ ବେଳେ ରାଜା ଉଠି ପଡିଲେ, ଏହୂଦ୍ ତାଙ୍କର ବାମ ହାତ ରେ ବ୍ଯବହୃତ ଖଣ୍ତା ବାହାର କଲେ ଦକ୍ଷିଣ ଜଂଘରକ୍ସ୍ଟ ଏବଂ ରାଜାଙ୍କର ପଟେ ରେ ଭୂଷି ଦେଲେ।
ଏହୂଦ୍ଙ୍କ ପରେ ଇଶ୍ରାୟେଲମାନଙ୍କୁ ଆଉ ଜଣେ ରକ୍ଷା କଲେ। ସେ ଶମ୍ଗାର, ଅନାତର ପକ୍ସ୍ଟତ୍ର ଥିଲେ। ସେ 600 ପଲେଷ୍ଟୀୟ ଲୋକଙ୍କକ୍ସ୍ଟ ଗୋକଣ୍ଟକ ପଞ୍ଚମ ଦ୍ବାରା ହତ୍ଯା କଲେ। ସେ ଇଶ୍ରାୟେଲକକ୍ସ୍ଟ ମଧ୍ଯ ରକ୍ଷା କଲେ।
ୟାଯେଲ୍ ଗୋଟିଏ ହାତ ରେ ମେଖଣା ଧରି ଦକ୍ଷିଣ ହସ୍ତ ରେ ପିଟଣା ଧରି ସୀଷରାର ମକ୍ସ୍ଟଣ୍ତ ଫଟାଇ ଦେଲେ କର୍ଣ୍ଣମୂଳ ରେ ୟାଇ ମେଖଳା ପଶିଲା।
ଶାମ୍ଶାେନ୍ ଗୋଟିଏ ଗଧର କଞ୍ଚା ଥମାେଣି ପାଇଲେ ସେ ସେଥି ରେ ସଠାେରେ ଥିବା 1,000 ପଲେଷ୍ଟୀୟମାନଙ୍କୁ ହତ୍ଯା କଲେ।
ଗଲିଯାତ ଦାଉଦଙ୍କକ୍ସ୍ଟ କହିଲେ, ମୁ କ'ଣ ଗୋଟିଏ କକ୍ସ୍ଟକକ୍ସ୍ଟର ତୁମ୍ଭେ ମାେ ପାଖକକ୍ସ୍ଟ ବାଡି ନଇେ ଆସିଛ। ତା'ପରେ ଗଲିଯାତ ଆପଣା ଦବେତାମାନଙ୍କ ନାମ ରେ ଦାଉଦଙ୍କକ୍ସ୍ଟ ଶାପ ଦଲୋ।
ଦାଉଦ ଆପଣା ଥଳି ରେ ହାତ ପକ୍ସ୍ଟରାଇ ତହିଁରକ୍ସ୍ଟ ଗୋଟିଏ ପଥର କାଢି ଛାଟିଣି ରେ ମାରି ସହେି ପଲେଷ୍ଟୀୟର କପାଳକକ୍ସ୍ଟ ଆଘାତ କଲେ। ତହିଁରେ ସେ ପଥର ତା'ର କପାଳ ରେ ପଶିଯାନ୍ତେ ସେ ମକ୍ସ୍ଟହଁ ମାଡି ଭୂମିରେ ପଡିଲା।
ହେ ସଦାପ୍ରଭୁ, ତୁମ୍ଭେ ଉଠ! ହେ ପରମେଶ୍ବର ତୁମ୍ଭେ ଆସ ଓ ମାେତେ ରକ୍ଷା କର। ତୁମ୍ଭେ ଅତି ବଳଶାଳୀ ଅଟ। ୟଦି ତୁମ୍ଭେ ମାରେ ଶତ୍ରୁମାନଙ୍କ ଗାଲରେ ମାରିଥାନ୍ତ, ତୁମ୍ଭେ ସହେି ଦୁଷ୍ଟ ଲୋକମାନଙ୍କର ସବୁ ଦାନ୍ତଗୁଡ଼ିକୁ ସହଜରେ ଭାଙ୍ଗି ଦଇେଥାନ୍ତ।
ଶାସ୍ତ୍ର ରେ ଲଖାେ ଅଛି :
କିନ୍ତୁ ପରମେଶ୍ବର ଜ୍ଞାନୀମାନଙ୍କୁ ଲଜ୍ଜା ଦବୋ ନିମନ୍ତେ ଜଗତର ମୂର୍ଖ ବିଷୟ ଗୁଡ଼ିକୁ ମନୋନୀତ କଲେ। ଜଗତର ବଳବାନ ମାନଙ୍କୁ ଲଜ୍ଜା ଦବୋ ନିମନ୍ତେ ଜଗତର ଦୁର୍ବଳ ବିଷୟଗୁଡ଼ିକୁ ମନୋନୀତ କଲେ।