Home Bibles ପ୍ରଥମ ଶାମୁୟେଲ 6:4 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 6:4 · ଓଡ଼ିଆ ବାଇବେଲ

ତା'ପରେ ସମାନେେ ପଚାରିଲେ, ଆମ୍ଭମାନଙ୍କୁ କ୍ଷମା ଦବୋ ପାଇଁ ଆମ୍ଭମାନେେ କି ପ୍ରକାର ଉପହାର ଇଶ୍ରାୟେଲର ପରମେଶଓରଙ୍କୁ ପଠାଇବା ଉଚିତ୍?

Cross references

ଯାତ୍ରା ପୁସ୍ତକ 12:35

ଏହାପରେ ଇଶ୍ରାୟେଲୀୟ ଲୋକମାନେ ମାଶାଙ୍କେର ଆଜ୍ଞାନୁସା ରେ ଗଲେ। ସମାନେେ ତାଙ୍କର ମିଶରୀଯ ପଡ଼ୋଶୀମାନଙ୍କ ନିକଟକୁ ଗଲେ ଓ ସମାନଙ୍କେୁ ରୂପା ଅଳଙ୍କାର, ସ୍ବର୍ଣ୍ଣ ଅଳଙ୍କାର ଏବଂ ଲୁଗା ମାଗିଲେ।

ଯିହୋଶୂୟ 13:3

ଶୀହାରଠାେରକ୍ସ୍ଟ ମିଶରର ସୀମାବର୍ତ୍ତୀ ଇକ୍ରୋଣ ଓ ତା'ର ଉତ୍ତରାଞ୍ଚଳକକ୍ସ୍ଟ ବର୍ତ୍ତମାନ ପର୍ୟ୍ଯନ୍ତ ତୁମ୍ଭେ ନିଯନ୍ତ୍ରଣକକ୍ସ୍ଟ ନଇନୋହିଁ। ବର୍ତ୍ତମାନ ସକ୍ସ୍ଟଦ୍ଧା ସହେି ଦେଶ କିଣାନୀଯମାନଙ୍କର ଅଟେ। ଏହି ପାଞ୍ଚଜଣଙ୍କକ୍ସ୍ଟ ଯଥା: ଗାଜା, ଅସଦୋଦ୍, ଅସ୍କିଲୋନ, ଗାତ୍ ଓ ଇକ୍ରୋଣର ନେତାଗଣଙ୍କକ୍ସ୍ଟ ତକ୍ସ୍ଟମ୍ଭଙ୍କକ୍ସ୍ଟ ପରାସ୍ତ କରିବାକୁ ହବେ।

ବିଚାରକର୍ତାମାନଙ୍କ ବିବରଣ 3:3

ପଲେଷ୍ଟୀୟମାନଙ୍କ ପାଞ୍ଚ ଅଧିପତି, ବାଲ୍ହର୍ମୋନ ପର୍ବତଠାରକ୍ସ୍ଟ ହମାତ ରେ ପ୍ରବେଶିବା ପଥ ପର୍ପ୍ଯନ୍ତ ଲିବା ନୋନ ପର୍ବତ ନିବାସୀ ସମସ୍ତ କିଣାନୀଯ ସୀଦୋନୀଯ ଏବଂ ହିଦ୍ଦୀଯ ଲୋକମାନେ।

ବିଚାରକର୍ତାମାନଙ୍କ ବିବରଣ 14:19

ଶାମ୍ଶାେନ୍ ଏଥି ରେ ବହକ୍ସ୍ଟତ ରାଗିଗଲେ। ତାଙ୍କ ଉପରକକ୍ସ୍ଟ ସଦାପ୍ରଭୁଙ୍କ ଆତ୍ମା ବହକ୍ସ୍ଟତ ଶକ୍ତିଶାଳୀ ଭାବରେ ଆସିଲେ। ସେ ଅସ୍କିଲୋନକକ୍ସ୍ଟ ୟାଇ ସଠାେରେ ତିରିଶ ଜଣଙ୍କକ୍ସ୍ଟ ହତ୍ଯା କଲେ। ସେ ସମାନଙ୍କେର ବସ୍ତ୍ର ନଇେ ପ୍ର ହଳେିକାର ଅର୍ଥକାରୀମାନଙ୍କୁ ଗୋଟିଏ ଗୋଟିଏ ୟୋଡା ବସ୍ତ୍ର ଦେଲେ। କିନ୍ତୁ ତା'ର କୋରଧ ପ୍ରଜ୍ଜୋଳିତ ହବୋରକ୍ସ୍ଟ, ସେ ଆପଣାର ପିତୃଗୃହକକ୍ସ୍ଟ ଗ୍ଭଲିଗଲେ।

ପ୍ରଥମ ଶାମୁୟେଲ 5:6

ଅସ୍ଦୋଦୀଯ ଲୋକମାନଙ୍କର ଓ ସମାନଙ୍କେର ପଡ଼ୋଶୀମାନଙ୍କର ଜୀବନକକ୍ସ୍ଟ ସଦାପ୍ରଭୁ କଠିନ କରି ସମାନଙ୍କେୁ ନାନା କଷ୍ଟ ଦେଲେ। ସେ ସମାନଙ୍କେୁ ଅର୍ଶ ରୋଗ ରେ ଆଘାତ କଲେ। ସେ ମଧ୍ଯ ସମାନଙ୍କେ ପାଇଁ ମୂଷାଗକ୍ସ୍ଟଡିକ ପଠଇେଲେ, ଯାହାକି ସମାନଙ୍କେର ଜାହାଜଗକ୍ସ୍ଟଡିକରେ ଓ ଦେଶ ରେ ଭର୍ତ୍ତୀ ହାଇଗେଲେ। ଫଳ ରେ ଲୋକମାନେ ଡରିଗଲେ।

ପ୍ରଥମ ଶାମୁୟେଲ 5:9

ପକ୍ସ୍ଟଣି ସମାନେେ ତାହା ନଇଗେଲା ପରେ ଏହା ଏପରି ହେଲା, ଯେ ସଦାପ୍ରଭୁଙ୍କ ହସ୍ତ ଗାଥ ନଗରକକ୍ସ୍ଟ ଭୟ ଓ ୟନ୍ତ୍ରଣା ରେ ଆଘାତ କଲା; ପକ୍ସ୍ଟଣି ସେ ନଗରସ୍ଥ ସାନ ଓ ବଡ ଉଭୟଙ୍କକ୍ସ୍ଟ ସେ କ୍ଲେଶ ଦେଲେ ଓ ସମାନଙ୍କେଠା ରେ ଅର୍ଶ ରୋଗ ବାହାରିଲା।

ପ୍ରଥମ ଶାମୁୟେଲ 5:12

ପକ୍ସ୍ଟଣି ଯେଉଁ ଲୋକମାନେ ମଲେ ନାହିଁ, ସମାନେେ ଅର୍ଶ ରୋଗ ରେ ପୀଡିତ ହେଲେ; ଆଉ ନଗରର ଆର୍ତ୍ତଦାନ ସ୍ବର୍ଗକକ୍ସ୍ଟ ଉଠିଲା।

ପ୍ରଥମ ଶାମୁୟେଲ 6:5

ତୁମ୍ଭମାନେେ ଆପଣାମାନଙ୍କ ଅର୍ଶ ପ୍ରତିମା ଓ ଦେଶନାଶକାରୀ ମୂଷିକ ପ୍ରତିମା ନିର୍ମାଣ କର। ଯେଉଁଗକ୍ସ୍ଟଡିକ ତୁମ୍ଭର ଭୂମିକକ୍ସ୍ଟ ଆକ୍ରମଣ କରନ୍ତି ଓ ଧ୍ବଂସ କରନ୍ତି ଓ ଇଶ୍ରାୟେଲର ପରମେଶଓରଙ୍କୁ ସମ୍ମାନ ଦିଅ। ତା ହେଲେ ସେ ହକ୍ସ୍ଟଏତ ତୁମ୍ଭମାନଙ୍କୁ, ତୁମ୍ଭର ଦବେତାଗଣଙ୍କକ୍ସ୍ଟ ଓ ତୁମ୍ଭର ଦେଶକକ୍ସ୍ଟ ଦଣ୍ତିତ କରିବା ବନ୍ଦ କରିବ।

ପ୍ରଥମ ଶାମୁୟେଲ 6:17

ଏହିପରି ଭାବରେ ପଲେଷ୍ଟୀୟମାନେ ସମାନଙ୍କେର ପାପ ପାଇଁ ପରମେଶ୍ବରଙ୍କଠା ରେ ସକ୍ସ୍ଟବର୍ଣ୍ଣର ଅବର୍କ୍ସ୍ଟଦ ଉତ୍ସର୍ଗ କଲେ: ଅସଦୋଦ୍ ପାଇଁ ଗୋଟିଏ, ଘସା ପାଇଁ ଗୋଟିଏ, ଅସ୍କିଲୋନ ପାଇଁ ଗୋଟିଏ, ଗାଥ୍ ପାଇଁ ଗୋଟିଏ ଏବଂ ଇକୋର୍ଣ ପାଇଁ ଗୋଟିଏ।

Interlinear

Choose Theme