Home Bibles ☰ Books ଯାତ୍ରା ପୁସ୍ତକ 8:24 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 8:24 · ଓଡ଼ିଆ ବାଇବେଲ

ତେଣୁ ସଦାପ୍ରଭୁ ଯେପରି କହିଥିଲେ, ସହେିପରି ବହୁ ସଂଖ୍ଯକ ମାଛି ମିଶରକୁ ପ୍ରବେଶ କରାଇଲେ। ମାଛିମାନେ ଫାରୋଙ୍କ ଗୃହ ରେ, ତାଙ୍କର କର୍ମଚାରୀମାନଙ୍କ ଗୃହ ରେ ଏବଂ ଏପରିକି ମିଶରର ଚାରିଆଡେ ଘରେିଗଲେ। ମାଛିମାନେ ଦେଶକୁ ନଷ୍ଟ କରିବାକୁ ଲାଗିଲେ।

Cross references

ଯାତ୍ରା ପୁସ୍ତକ 8:4

ବେଙ୍ଗମାନେ ତୁମ୍ଭର କର୍ମଚାରୀ ଏବଂ ତୁମ୍ଭର ଲୋକମାନଙ୍କ ଓ ତୁମ୍ଭ ଉପରକୁ ଉଠିବେ।'

ଯାତ୍ରା ପୁସ୍ତକ 8:14

ସମାନେେ ଗଦା ହାଇେ ରୁଣ୍ଡ ହେଲେ ଏବଂ ସଗେୁଡିକ ଯୋଗୁଁ ସ୍ଥାନଟିରୁ ଦୁର୍ଗନ୍ଧ ବାହାରିଲା।

ଯାତ୍ରା ପୁସ୍ତକ 8:21

ଯଦି ତୁମ୍ଭେ ମାରେ ଲୋକମାନଙ୍କୁ ୟିବାକୁ ନଦିଅ ତବେେ ମାଛିମାନଙ୍କ ଦ୍ବାରା ତୁମ୍ଭର ଗୃହ ପରିପୂର୍ଣ୍ଣ ହବେ। ଏବଂ ମାଛିମାନେ ତୁମ୍ଭ ଉପରେ, ତୁମ୍ଭର ଲୋକମାନଙ୍କ ଉପରେ, ତୁମ୍ଭର କର୍ମଚାରୀମାନଙ୍କ ଉପରେ ବ୍ଯାପିଯିବେ। ମିଶରର ସମସ୍ତ ଗୃହ ମାଛି ରେ ପରିପୂର୍ଣ୍ଣ ହବେ। ଏବଂ ମାଛିମାନଙ୍କ ଦ୍ବାରା ମଧ୍ଯଭୂମି ପରିପୂର୍ଣ୍ଣ ହବେ।

ଗୀତସଂହିତା 78:45

ପରମେଶ୍ବର ସମାନଙ୍କେ ମଧ୍ଯରୁ ଦଂଶକ ଝିଙ୍କ ପଠାଇଲେ। ସସବେୁ ସମାନଙ୍କେୁ ଗ୍ରାସ କଲେ ଓ ସମାନଙ୍କେୁ ବିନାଶ କଲେ।

ଗୀତସଂହିତା 105:31

ପରମେଶ୍ବର ଆଜ୍ଞା ଦେଲେ, ଦଂଶନକାରୀ ଝାଙ୍କ, ଉକୁଣିଆ ପୋକ ଆସି ସବୁଆଡ଼େ ଭର୍ତ୍ତି ହାଇଗେଲେ।

Interlinear

Choose Theme