Home Bibles ଗୀତସଂହିତା 106:23 · ଓଡ଼ିଆ ବାଇବେଲ
ଗୀତସଂହିତା 106:23 · ଓଡ଼ିଆ ବାଇବେଲ

ପରମେଶ୍ବର ଚାହିଁଥିଲେ ସହେି ଲୋକମାନଙ୍କୁ ସଂପୂର୍ଣ୍ଣ ଧ୍ବଂସ କରିବାକୁ କିନ୍ତୁ ମାଶାେ ତାହାଙ୍କ ମନୋନୀତ ବ୍ଯକ୍ତି ତାଙ୍କର କୋପ ଫରୋଇବା ନିମନ୍ତେ ଭଗ୍ନ ସ୍ଥାନରେ ତାଙ୍କର ସମ୍ମୁଖରେ ଠିଆ ହେଲେ, ସେଥିପାଇଁ ପରମେଶ୍ବର ସମାନଙ୍କେୁ ବିନାଶ କଲେ ନାହିଁ।

Cross references

ଯାତ୍ରା ପୁସ୍ତକ 32:10

ତେଣୁ ବର୍ତ୍ତମାନ ମାେତେ ବିରକ୍ତ କର ନାହିଁ, ଯେଉଁଥିପାଇଁ ମୁଁ ସମାନଙ୍କେୁ ମାରେ କୋର୍ଧ ରେ ଧ୍ବଂସ କରିବି। ଏହାପରେ ମୁଁ ତୁମ୍ଭଠାରୁ ଏକ ମହାନ ଜାତି ସୃଷ୍ଟି କରିବି।

ଯାତ୍ରା ପୁସ୍ତକ 32:11

କିନ୍ତୁ ମାଶାେ ତା'ର ସଦାପ୍ରଭୁ ପରମେଶ୍ବରଙ୍କୁ ଭିକ୍ଷା ମାଗିଲେ, ହେ ସଦାପ୍ରଭୁ, ତୁମ୍ଭର କୋରଧ ରେ ତୁମ୍ଭର ଲୋକମାନଙ୍କୁ ଧ୍ବଂସ କର ନାହିଁ। ତୁମ୍ଭେ ଆପଣା ଶକ୍ତି ବଳର ସମାନଙ୍କେୁ ମିଶରରୁ ବାହାର କରି ଆଣିଥିଲ।

ଯାତ୍ରା ପୁସ୍ତକ 32:14

ତେଣୁ ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଧ୍ବଂସ କରିବାରୁ ମନ ପରିବର୍ତ୍ତନ କଲେ।

ଯାତ୍ରା ପୁସ୍ତକ 32:32

ବର୍ତ୍ତମାନ ସମାନଙ୍କେର ପାପକୁ କ୍ଷମା କରିଦିଅ, ଯଦି ତୁମ୍ଭେ ସମାନଙ୍କେୁ କ୍ଷମା ନକର ତବେେ ତୁମ୍ଭେ ଲେଖିଥିବା ଜୀବନ୍ତ ପୁସ୍ତକରୁ ମାରେ ନାମକୁ କାଟି ଦିଅ।

ଗଣନା ପୁସ୍ତକ 16:5

ତା'ପରେ ମାଶାେ କୋରହକୁ ଓ ତାଙ୍କର ସମସ୍ତ ଅନୁଗାମୀମାନଙ୍କୁ କହିଲେ, ସଦାପ୍ରଭୁ କାଲି ଦଖାଇବେେ, ୟିଏ ପ୍ରକୃତ ରେ ତାଙ୍କ ଲୋକ ଓ ୟିଏ ପ୍ରକୃତ ରେ ପବିତ୍ର। ଆଉ ସେ ତାକୁ ନିଜ ପାଖକୁ ଆଣିବେ, ଯାହାକୁ ସେ ପସନ୍ଦ କରନ୍ତି।

ଦିତୀୟ ବିବରଣ 9:13

ସଦାପ୍ରଭୁ ମାେତେ କହିଲେ, 'ଆମ୍ଭେ ଏହି ଲୋକମାନଙ୍କୁ ଦେଖିଲକ୍ସ୍ଟ, ଆଉ ଏମାନେ ଶକ୍ତଗ୍ରୀବ ଲୋକ।

ଦିତୀୟ ବିବରଣ 9:19

କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ବିନାଶ କରିବା ପାଇଁ ତୁମ୍ଭମାନଙ୍କ ବିରକ୍ସ୍ଟଦ୍ଧ ରେ ଯେଉଁ କୋରଧ କଲେ, ସହେି କୋପ ଓ ପ୍ରଚଣ୍ତତା ଆଗ ରେ ମୁ ଭୟ କଲି, ମାତ୍ର ସଦାପ୍ରଭୁ ସେଥି ରେ ମଧ୍ଯ ମାରେ କଥା ଶୁଣିଲେ।

ଦିତୀୟ ବିବରଣ 9:25

ଏହିପରି ମୁ ମକ୍ସ୍ଟହଁ ମାଡି ଚାଳିଶ ଦିନ ଚାଳିଶରାତି ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ପଡି ରହିଲି। କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ବିନାଶ କରିବାକୁ କହିଥିଲେ।

ଦିତୀୟ ବିବରଣ 10:10

ପ୍ରଥମଥର ପାଇଁ ମୁ ଚାଳିଶ ଦିନ ଓ ଚାଳିଶ ରାତି ପର୍ବତ ରେ ରହିଲା। ଏହିଥର ମଧ୍ଯ ପରମେଶ୍ବର ମାେ କଥା ଶୁଣିଲେ, କାରଣ ସେ ତୁମ୍ଭକୁ ବିନାଶ କରିବା ପାଇଁ ଚାହିଁଲେ ନାହିଁ।

ଆୟୁବ ପୁସ୍ତକ 35:8

ଆୟୁବ ତୁମ୍ଭେ କରୁଥିବା ଭଲ ଓ ମନ୍ଦ କାର୍ୟ୍ଯସବୁ ତୁମଭଳି ଲୋକମାନଙ୍କୁ ଆକ୍ରାନ୍ତ କରେ। ସେ ସବୁ ପରମେଶ୍ବରଙ୍କ ସାହାୟ୍ଯ ବା କ୍ଷତି କରେ ନାହିଁ।

ଗୀତସଂହିତା 105:6

ତୁମ୍ଭେ ହେଉଛ ତାଙ୍କର ସବେକ, ୟାକୁବର ସନ୍ତାନଗଣ ତାଙ୍କର ମନୋନୀତ ବ୍ଯକ୍ତି।

ଗୀତସଂହିତା 105:26

ଏଣୁ ପରମେଶ୍ବର ତାଙ୍କ ଦାସ ମାଶାେ ଏବଂ ମନୋନୀତ ୟାଜକ ହାରୋଣଙ୍କୁ ପଠାଇଲେ।

ଯିରିମିୟ 5:1

ସଦାପ୍ରଭୁ କହନ୍ତି, ତୁମ୍ଭମାନେେ ୟିରୁଶାଲମର ସବୁ ସଡ଼କରେ ବୁଲି ଦେଖ, ଚାରିଆଡ଼କୁ ଚାହିଁ ବୁଝ। ତହିଁର ଛକସ୍ଥାନ ସବୁ ଖାଜେ। ଯଦି ତୁମ୍ଭମାନେେ ଜଣେ ନ୍ଯାଯପରାଯଣ ଓ ସତ୍ଯାନୁସରଣକାରୀକୁ ପାଇବ, ତବେେ ଆମ୍ଭେ ସେ ନଗରକୁ କ୍ଷମା କରିବା।

ଯିହିଜିକଲ 13:5

ତୁମ୍ଭମାନେେ ଗଲ ନାହିଁ ଓ ଇଶ୍ରାୟେଲର ଚତୁଃପାଶର୍‌ବର ଭଗ୍ନ ପ୍ରାଚୀର ତିଆରି କଲ ନାହିଁ, ଯାହା ଫଳ ରେ ସଦାପ୍ରୁଙ୍କର ସଂଗ୍ରାମ ରେ ଏହା ନିଜକୁ ନିଜେ ସୁରକ୍ଷା ଦଇେଥାନ୍ତ।

ଯିହିଜିକଲ 20:8

କିନ୍ତୁ ସମାନେେ ମାରେ ବିରୁଦ୍ଧାଚରଣ କଲେ ଓ ମାେ କଥା ଶୁଣିଲେ ନାହିଁ। ସମାନେେ ପ୍ରେତ୍ୟକକ ନିଜ ଦୃଷ୍ଟି ସମ୍ମୁଖରୁ ଘୃଣ୍ଯ ଛବିଗୁଡ଼ିକ ଦୂର କଲେ ନାହିଁ, ମିଶରୀଯ ପ୍ରତିମାମାନଙ୍କୁ ପରିତ୍ଯାଗ କଲେ ନାହିଁ। ତେଣୁ ମୁଁ ମିଶର ଦେଶ ମଧିଅରେ ସମାନଙ୍କେୁ ଧ୍ବଂସ କରିବାକୁ ସମାନଙ୍କେ ପ୍ରତିକୂଳ ରେ ଆପଣା କୋପ ଢ଼ାଳିଲି।

ଯିହିଜିକଲ 20:13

କିନ୍ତୁ ଇଶ୍ରାୟେଲର ପୁତ୍ରଗଣ ମରୁଭୂମିରେ ମାେ ବିରୁଦ୍ଧ ରେ ଗଲେ। ସମାନେେ ମାରେ ବିଧି ପଥରେ ଚାଲିଲେ ନାହିଁ ଓ ମାରେ ବ୍ଯବସ୍ଥା ସକଳ ଅଗ୍ରାହ୍ଯ କଲେ। ଯାହାକୁ ଯଦି ଜଣେ ମନୁଷ୍ଯ ଅନୁସରଣ କରେ, ତବେେ ସେ ବଞ୍ଚିବ। ଏବଂ ସମାନେେ ମାରେ ବିଶ୍ରାମଦିନସବୁ କଳୁଷିତ କଲେ। ଏବଂ ସେଥିପାଇଁ ମୁଁ କହିଲି, ମରୁଭୂମିରେ ସମାନଙ୍କେ ବିରୁଦ୍ଧ ରେ ମାରେ କୋରଧ ଢ଼ାଳି ଦବେି ଓ ସମାନଙ୍କେୁ ବିନାଶ କରିବି।

ଯିହିଜିକଲ 22:30

ପୁଣି ଦେଶ ଯେପରି ବିନଷ୍ଟ ନ ହବେ ସେଥିପାଇଁ ଯେ ସୁଦୃଢ଼ ପ୍ରାଚୀର କରିପାରିବ ଓ ଫାଟ ସ୍ଥାନ ରେ ଆମ୍ଭ ସମ୍ମୁଖ ରେ ଦେଶ ସପକ୍ଷ ରେ ଠିଆ ହବେ, ଏପରି ଏକ ଲୋକକୁ ଆମ୍ଭେ ଅନ୍ବଷେଣ କଲୁ। ମାତ୍ର ଜଣେ ସୁଦ୍ଧା ପାଇଲୁ ନାହିଁ।

ମାଥିଉଲିଖିତ ସୁସମାଚାର 12:18

ୟିଶାଇୟ କହିଥିଲେ, ଏ ମାରେ ସବେକ। ମୁଁ ତାହାଙ୍କୁ ବାଛିଛି। ମୁଁ ତାହାଙ୍କୁ ଭଲ ପାଏ। ମୁଁ ତାହାଙ୍କ ଉପରେ ଖୁସୀ। ମାରେ ଆତ୍ମା ମୁଁ ତାହାଙ୍କଠା ରେ ରଖିବି। ସେ ଜାତିମାନଙ୍କ ଭିତ ରେ ନ୍ଯାୟ ଘାଷେଣା କରିବେ।

ଯୋହନଲିଖିତ ସୁସମାଚାର 15:16

ତୁମ୍ଭେ ମାେତେ ମନୋନୀତ କରିନାହଁ, କିନ୍ତୁ ମୁଁ ତୁମ୍ଭକୁ ମନୋନୀତ କରିଛି। ମୁଁ ତୁମ୍ଭକୁ ଏହି କାର୍ୟ୍ଯ ଦଇେଛି, ଯେପରି ତୁମ୍ଭେ ଯାଇ ଫଳ ଫଳିବ। ମୁଁ ଚା ହେଁ, ତୁମ୍ଭ ଜୀବନ ରେ ଏହି ଫଳ ଲାଗିରହୁ। ସେଥି ରେ ମାେ ନାମ ନଇେ ଯାହା ମାଗିବ, ପରମପିତା ତୁମ୍ଭକୁ ତାହା ଦବେେ।

ଯୋହନଲିଖିତ ସୁସମାଚାର 15:19

ତୁମ୍ଭମାନେେ ଯଦି ଏ ଜଗତର ହାଇେଥାଆନ୍ତ, ତବେେ ସଂସାର ତୁମ୍ଭମାନଙ୍କୁ ଭଲ ପାଉଥାଆନ୍ତା, ଯେପରି ଏହା ନିଜ ଲୋକକୁ ଭଲ ପାଏ। କିନ୍ତୁ ମୁଁ ତୁମ୍ଭକୁ ଜଗତ ଭିତରୁ ବାଛିଛି। ତେଣୁ ତୁମ୍ଭେ ଏ ଜଗତର ନୁହଁ। ସେଥିପାଇଁ ଜଗତ ତୁମ୍ଭକୁ ଘୃଣା କରେ।

ଯାକୁବଙ୍କ ପତ୍ 5:16

ତୁମ୍ଭେ କରିଥିବା ପାପଗୁଡ଼ିକୁ ପରସ୍ପର ନିକଟରେ ସ୍ବୀକାର କର। ତା'ପରେ ପରସ୍ପର ପାଇଁ ପ୍ରାର୍ଥନା କର। ପରମେଶ୍ବର ଯେପରି ତୁମ୍ଭକୁ ସୁସ୍ଥ କରିଦିଅନ୍ତି, ସେଥିନିମନ୍ତେ ଏପରି କର। ଜଣେ ଧାର୍ମିକ ଲୋକ ଯେତବେେଳେ ନିରନ୍ତର ପ୍ରାର୍ଥନା କରେ, ସେତବେେଳେ ମହାନ ଘଟଣାମାନ ଘଟିଥାଏ।

Interlinear

Choose Theme