କିନ୍ତୁ ଇଶ୍ରାୟେଲର ପୁତ୍ରଗଣ ମରୁଭୂମିରେ ମାେ ବିରୁଦ୍ଧ ରେ ଗଲେ। ସମାନେେ ମାରେ ବିଧି ପଥରେ ଚାଲିଲେ ନାହିଁ ଓ ମାରେ ବ୍ଯବସ୍ଥା ସକଳ ଅଗ୍ରାହ୍ଯ କଲେ। ଯାହାକୁ ଯଦି ଜଣେ ମନୁଷ୍ଯ ଅନୁସରଣ କରେ, ତବେେ ସେ ବଞ୍ଚିବ। ଏବଂ ସମାନେେ ମାରେ ବିଶ୍ରାମଦିନସବୁ କଳୁଷିତ କଲେ। ଏବଂ ସେଥିପାଇଁ ମୁଁ କହିଲି, ମରୁଭୂମିରେ ସମାନଙ୍କେ ବିରୁଦ୍ଧ ରେ ମାରେ କୋରଧ ଢ଼ାଳି ଦବେି ଓ ସମାନଙ୍କେୁ ବିନାଶ କରିବି।
Cross references
ତଥାପି ସପ୍ତମ ଦିବସ ରେ ମଧ୍ଯ କହେି କହେି ଖାଦ୍ୟ ଖାଜେିବାକୁ ଗଲେ, ସମାନେେ କିଛି ପାଇଲେ ନାହିଁ।
ସମାନେେ ଖୁବ୍ ଶୀଘ୍ର ମୁଁ ଶିକ୍ଷା ଦଇେଥିବା ପଥରୁ ବିମୁଖ ହେଲେ। ସମାନେେ ସୁବର୍ଣ୍ଣର ଏକ ବାଛୁରୀ ନିର୍ମାଣ କଲେ। ସମାନେେ ସହେି ମୂର୍ତ୍ତିକୁ ଉପାସନା କରୁଛନ୍ତି ଏବଂ ତା'ର ସମ୍ମୁଖ ରେ ବଳିଦାନ କରୁଛନ୍ତି। ସମାନେେ କହନ୍ତି, 'ଇଶ୍ରାୟେଲ, ତୁମ୍ଭକୁ ମିଶର ଦେଶରୁ ଯେଉଁ ଦବେତା ବାହାର କରି ଆଣିଲେ, ସଗେୁଡିକ ଏହି।'
ତେଣୁ ବର୍ତ୍ତମାନ ମାେତେ ବିରକ୍ତ କର ନାହିଁ, ଯେଉଁଥିପାଇଁ ମୁଁ ସମାନଙ୍କେୁ ମାରେ କୋର୍ଧ ରେ ଧ୍ବଂସ କରିବି। ଏହାପରେ ମୁଁ ତୁମ୍ଭଠାରୁ ଏକ ମହାନ ଜାତି ସୃଷ୍ଟି କରିବି।
ତୁମ୍ଭମାନେେ ଯଦି ମାରେ ବ୍ଯବସ୍ଥା ଅବଜ୍ଞା କର ଓ ମାରେ ଆଜ୍ଞାକୁ ଘୃଣା କର ଓ ମାରେ ଆଜ୍ଞାକୁ ଅନୁସରଣ ନକର, ତବେେ ତୁମ୍ଭମାନେେ ମାରେ ଚୁକ୍ତି ଲଙ୍ଘନ କରିବ।
ଦେଶ ମଧ୍ଯ ସମାନଙ୍କେ ଦ୍ବାରା ତ୍ଯକ୍ତ ହାଇେ ରହିବ ଓ ସମାନଙ୍କେ ଅବର୍ତ୍ତାମାନର ଶୂନ୍ଯସ୍ଥାନ ହାଇେ ପଡିଥିବା ସମୟରେ ଆପଣା ବିଶ୍ରାମ ଗ୍ରହଣ କରିବ, ପୁଣି ସମାନେେ ନିଜ ନିଜ ଅପରାଧର ଦଣ୍ତ ଗ୍ରହଣ କରିବେ; ଏଥିର କାରଣ ଏହି ଯେ, ସମାନେେ ଆମ୍ଭର ବିଧି ଅଗ୍ରାହ୍ଯ କଲେ ଓ ସମାନଙ୍କେ ପ୍ରାଣ ଆମ୍ଭ ବ୍ଯବସ୍ଥା ଘୃଣା କଲା।
ସଦାପ୍ରଭୁ ମାଶାଙ୍କେୁ କହିଲେ, ଏହି ଲୋକମାନେ କେତକୋଳ ମାେତେ ପ୍ରତ୍ଯାଖ୍ଯାନ କରିବେ? ଆଉ ସମାନଙ୍କେ ମଧିଅରେ କରିଥିବା ଆଶ୍ଚର୍ୟ୍ଯ କାର୍ୟ୍ଯ ସର୍ତ୍ତେ, କେତଦେିନ ସମାନେେ ମାେତେ ଅବିଶ୍ବାସ କରିବେ?
ମୁଁ ମହାମାରୀଦ୍ବାରା ସମାନଙ୍କେୁ ସଂହାର କରିବି ଓ ସମାନଙ୍କେର ଅଧିକାର ଛଡଇେ ନବେି। ପୁଣି ସମାନଙ୍କେଠାରୁ ତୁମ୍ଭକୁ ବଡ ଓ ବଳବାନ ଜାତି କରିବି।
ଏମାନଙ୍କ ମଧ୍ଯରୁ ଏହି ଲୋକ ମାରେମହିମା ଦେଖିଲେ, ପୁଣି ଯେଉଁମାନେ ମିଶର ରେ ଓ ମରୁଭୂମିରେ ଚିହ୍ନସ୍ବରୂପ ମାରେ କୃତ କର୍ମ ଦଖାଇେଛନ୍ତି ଏବଂ ଯେଉଁମାନେ ମାେତେ ବହୁତ ଥର ପରୀକ୍ଷା କରିଛନ୍ତି ଓ ଯେଉଁମାନେ ମାେ ବାକ୍ଯ ରବ ରେ ଅମନୋୟୋଗୀ ହାଇେଅଛନ୍ତି,
ତୁମ୍ଭମାନେେ ଏହି ମରୁଭୂମି ମଧିଅରେ ମରିବ। କୋଡିଏ ବର୍ଷରୁ ଅଧିକ ବଯସ୍କ ତୁମ୍ଭମାନଙ୍କ ମଧ୍ଯରୁ ଗଣ୍ଯ ହାଇେଥିବା ଲୋକମାନେ ସମ୍ପୂର୍ଣ ସଂଖ୍ଯା ଅନୁସାରେ ଯେଉଁମାନେ ମାେ ବିରୁଦ୍ଧ ରେ ଅଭିଯୋଗ କରିଛନ୍ତି, ସମସ୍ତେ ମରିବେ।
କାରଣ ସେ ସଦାପ୍ରଭୁଙ୍କର ବାକ୍ଯ ଅବଜ୍ଞା କଲା ଓ ତାଙ୍କର ଆଜ୍ଞା ଭଂଗ କଲା, ତେଣୁ ସେ ବ୍ଯକ୍ତି ନିଶ୍ଚିତ ବହିସ୍କାର ହବେ ଓ ତା'ର ପାପ ସେ ବହନ କରିବ।
ଅନନ୍ତର ସଦାପ୍ରଭୁ ମାଶାେ ଓ ହାରୋଣଙ୍କୁ କହିଲେ,
ତୁମ୍ଭମାନେେ ଏହି ମଣ୍ତଳୀ ମଧ୍ଯରୁ ଉଠିୟାଅ, ଆମ୍ଭେ ଏକା ନିମିଷ ରେ ସମାନଙ୍କେୁ ସଂହାର କରିବା। ଏଥି ରେ ମାଶାେ ଓ ହାରୋଣ ମୁହଁ ମାଡି ପଡିଲେ।
ଇଷାଖର ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ଯା 64,300 ଥିଲେ।
ତୁମ୍ଭମାନେେ ଏହି ପ୍ରାନ୍ତର ମଧିଅରେ ସଦାପ୍ରଭୁ ଆପଣା ପରମେଶଓରଙ୍କୁ କିପରି କୋରଧ କରାଇ ଅଛ ତାହା ସ୍ମରଣ କର। ତୁମ୍ଭମାନେେ ତାହା ପାଶୋରି ୟାଅ ନାହିଁ। ତୁମ୍ଭେ ମିଶର ଦେଶରକ୍ସ୍ଟ ବାହାର ହବୋ ଦିନଠାରକ୍ସ୍ଟ ଏହି ସ୍ଥାନକକ୍ସ୍ଟ ଆସିବା ପର୍ୟ୍ଯନ୍ତ ତୁମ୍ଭମାନେେ ସଦାପ୍ରଭୁଙ୍କର ବିଦ୍ରୋହାଚାରୀ ହାଇେଅଛ।
ତୁମ୍ଭମାନେେ ହାରେବେ ରେ ସଦାପ୍ରଭୁଙ୍କୁ କ୍ରୋଦ୍ଧ କରାଇଲ, ତହିଁରେ ସଦାପ୍ରଭୁ କୋର୍ଧ କରି ତୁମ୍ଭମାନଙ୍କୁ ବିନାଶ କରିବାକୁ ଉଦ୍ଯତ ହେଲେ।
ସଦାପ୍ରଭୁ ମାେତେ କହିଲେ, 'ଉଠ' ଏସ୍ଥାନରକ୍ସ୍ଟ ଶୀଘ୍ର ତଳକକ୍ସ୍ଟ ୟାଅ, କାରଣ ତୁମ୍ଭେ ଯେଉଁ ଲୋକମାନଙ୍କୁ ମିଶରରକ୍ସ୍ଟ ବାହାର କରି ଆଣିଅଛ। ତୁମ୍ଭର ଲୋକମାନେ ସହେି ନିଜକକ୍ସ୍ଟ ଦକ୍ସ୍ଟର୍ନୀତି ଗ୍ରସ୍ଥ କରିଅଛନ୍ତି। ମୁ ସମାନଙ୍କେୁ ଯେଉଁ ପଥ ନିର୍ଦ୍ଦେଶ ଦଇେଥିଲି ତହିଁରକ୍ସ୍ଟ ସମାନେେ ଶୀଘ୍ର ବିମକ୍ସ୍ଟଖ ହେଲେ। ସମାନେେ ସମାନଙ୍କେ ନିମନ୍ତେ ଏକ ସ୍ବର୍ଣ୍ଣ ପ୍ରତିମା ନିର୍ମାଣ କରିଅଛନ୍ତି।'
ମୁ ଜାଣେ ତୁମ୍ଭମାନେେ ଶକ୍ତ ଗ୍ରିବ ଅଟ। ମୁ ଜାଣେ ତୁମ୍ଭେ ତକ୍ସ୍ଟମ୍ଭ ବାଟରେ ଚଳିବାକକ୍ସ୍ଟ ଗ୍ଭହଁ। ଦେଖ ଆଜି ମୁ ତୁମ୍ଭମାନଙ୍କ ମଧିଅରେ ବଞ୍ଚି ଥାଉ ଥାଉ ତୁମ୍ଭମାନେେ ସଦାପ୍ରଭୁଙ୍କର ବିଦ୍ରୋହି ହେଉଅଛ। ମାରେ ମରଣ ପରେ ତୁମ୍ଭମାନେେ କେତେ ଅଧିକ ନ ହବେ। ତୁମ୍ଭମାନେେ ସଦାପ୍ରଭୁଙ୍କୁ ମାନିବ ନାହିଁ।
ମୁ ସମାନଙ୍କେୁ ମିଶରରକ୍ସ୍ଟ ବାହାର କରି ଆଣିଲା ସମୟରେ ଯାହା କରୁଥିଲେ, ଆଜି ପର୍ୟ୍ଯନ୍ତ ତାହା ଦୋହରାଉଛନ୍ତି। ସମାନେେ ମାେତେ ପରିତ୍ଯାଗ କଲେ ଓ ମାେ ବଦଳ ରେ ଅନ୍ୟ ଦବେତାମାନଙ୍କର ସବୋ କଲେ। ସେଥିପାଇଁ ସମାନେେ ତକ୍ସ୍ଟମ୍ଭ ସହିତ ଏପରି ବ୍ଯବହାର କରୁଛନ୍ତି।
ତେଣୁ ତୁମ୍ଭେ କାହିଁକି ସଦାପ୍ରଭୁଙ୍କର ଆଦେଶକକ୍ସ୍ଟ ଅବଜ୍ଞା କଲ? ସେ ଯାହା ଭୂଲ୍ ବୋଲି କହନ୍ତି ତୁମ୍ଭେ ତାହା କାହିଁକି କଲ? ତୁମ୍ଭେ ହିତ୍ତୀଯ ଊରିଯକକ୍ସ୍ଟ ମାରି ତା' ସ୍ତ୍ରୀକକ୍ସ୍ଟ ତୁମ୍ଭେ ସ୍ତ୍ରୀ କରିଅଛ। ତୁମ୍ଭେ ଅେମ୍ମାନୀୟମାନଙ୍କ ଖଣ୍ତାଦ୍ବାରା ଊରିଯକକ୍ସ୍ଟ ମାରି ଅଛ।
ମାତ୍ର ସମାନେେ, ଆମ୍ଭମାନଙ୍କ ପୁର୍ବପୁରୁଷମାନେ ଗର୍ବ ଆଚରଣ କଲେ। ସମାନେେ ଜିଦ୍ଖୋର ଥିଲେ ଓ ତୁମ୍ଭ ଆଜ୍ଞା ସମାନେେ ପାଳନ କଲେ ନାହିଁ।
ଏଥିପାଇଁ ମୁଁ ଯିହୁଦାର କୁଳୀନ ନାଗରିକମାନଙ୍କ ସଙ୍ଗେ ୟୁକ୍ତି କରି କରି ସମାନଙ୍କେୁ କହିଲି, ତୁମ୍ଭମାନେେ ବିଶ୍ରାମ ଦିନ ଅପବିତ୍ର କରିବା ପାଇଁ ବହୁତ କୁକର୍ମ କରୁଅଛ?
ସହେି ଲୋକମାନେ ମରୁଭୂମି ମଧ୍ୟରେ କେତେଥର ପରମେଶ୍ବରଙ୍କ ବିରୁଦ୍ଧରେ ବିଦ୍ରୋହ କଲେ। ସମାନେେ ତାଙ୍କୁ ଦୁଃଖିତ କଲେ।
ପରମେଶ୍ବର କହନ୍ତି, ମିରୀବାଃ ଓ ମଃସା ମରୁଭୂମିରେ ହେଲା ପରି ଜିଦ୍ଖୋର ହୁଅ ନାହିଁ।
କିନ୍ତୁ ପରମେଶ୍ବର କରିଥିବା କାର୍ୟ୍ଯଗୁଡ଼ିକୁ ଆମ୍ଭର ପୂର୍ବପୁରୁଷମାନେ ଅତି ଶୀଘ୍ର ଭୁଲିଗଲେ। ସମାନେେ ପରମେଶ୍ବରଙ୍କ ଉପଦେଶ ଶୁଣିଲେ ନାହିଁ।
ତୁମ୍ଭମାନେେ ମାରେ ସମସ୍ତ ବାକ୍ଯକୁ ହଯେ ଜ୍ଞାନ କଲ। ମାରେ କୌଣସି ଅନୁୟୋଗକୁ ଚାହିଁଲ ନାହିଁ।
ଯେଉଁ ଲୋକ ପରମେଶ୍ବରଙ୍କ ବାକ୍ଯକୁ ତୁଚ୍ଛ ମନେ କରେ, ସେ ନିଜର ବିନାଶ କରେ। ମାତ୍ର ଯେ ଆଜ୍ଞାକୁ ଭୟ କରେ, ସେ ପୁରସ୍କାର ପ୍ରାପ୍ତ ହବେ।
କେତକେ ବିଦେଶୀଯ ସଦାପ୍ରଭୁଙ୍କର ପରିଚର୍ୟ୍ଯା କରିବା ପାଇଁ ଓ ସଦାପ୍ରଭୁଙ୍କ ନାମକୁ ପ୍ ରମେ କରିବା ପାଇଁ ଏବଂ ତାଙ୍କର ଦାସ ହବୋ ନିମନ୍ତେ ସଦାପ୍ରଭୁଙ୍କଠା ରେ ଆସକ୍ତ ହୁଅନ୍ତି। ସମାନେେ ବିଶ୍ରାମଦିନ ପାଳନ କରି ତାହା ଅଶୁଚି କରନ୍ତି ନାହିଁ ଓ ସଦାପ୍ରଭୁଙ୍କର ଚୁକ୍ତି ଅବଲମ୍ବନ କରନ୍ତି।
ମାତ୍ର ସମାନେେ ସଦାପ୍ରଭୁଙ୍କ ବିପକ୍ଷ ରେ ବିଦ୍ରୋହ କଲେ ଓ ତାଙ୍କର ପବିତ୍ର ଆତ୍ମାକୁ ଦୁଃଖିତ କଲେ। ତେଣୁ ସେ ସମାନଙ୍କେର ଶତ୍ରୁ ହାଇଗେଲେ ଓ ସମାନଙ୍କେର ବିପକ୍ଷ ରେ ୟୁଦ୍ଧ କଲେ।
କିନ୍ତୁ ସମାନେେ ମାରେ ବିରୁଦ୍ଧାଚରଣ କଲେ ଓ ମାେ କଥା ଶୁଣିଲେ ନାହିଁ। ସମାନେେ ପ୍ରେତ୍ୟକକ ନିଜ ଦୃଷ୍ଟି ସମ୍ମୁଖରୁ ଘୃଣ୍ଯ ଛବିଗୁଡ଼ିକ ଦୂର କଲେ ନାହିଁ, ମିଶରୀଯ ପ୍ରତିମାମାନଙ୍କୁ ପରିତ୍ଯାଗ କଲେ ନାହିଁ। ତେଣୁ ମୁଁ ମିଶର ଦେଶ ମଧିଅରେ ସମାନଙ୍କେୁ ଧ୍ବଂସ କରିବାକୁ ସମାନଙ୍କେ ପ୍ରତିକୂଳ ରେ ଆପଣା କୋପ ଢ଼ାଳିଲି।
କାରଣ ସମାନେେ ମାରେ ବିଧି ସକଳ ମାନିବାକୁ ମନା କଲେ। ସମାନେେ ମାରେ ନିଯମ ଅନୁସାରେ ଜୀବନ ୟାପନ କଲେ ନାହିଁ ଏବଂ ସମାନେେ ମାରେ ବିଶ୍ରାମଦିନକୁ କଳୁଷିତ କଲେ। ସମାନେେ ଏହିପରି ବ୍ଯବହାର କଲେ, କାରଣ ସମାନଙ୍କେର ହୃଦଯ ସମାନଙ୍କେର ମୂର୍ତ୍ତିଗୁଡ଼ିକ ପ୍ରତି ଅନୁରକ୍ତ ଥିଲା।
କିନ୍ତୁ ଇଶ୍ରାୟେଲର ଲୋକମାନେ ମାେ ବିରୁଦ୍ଧ ରେ ଗଲେ। ସମାନେେ ମାରେ ବିଧି ପାଳନ କଲେ ନାହିଁ କିମ୍ବା ମାରେ ବ୍ଯବସ୍ଥା ପାଳନ କଲେ ନାହିଁ। କିନ୍ତୁ ଯଦି କହେି ମାରେ ବିଧିସବୁ ଅନୁସରଣ କରେ ସେ ବଞ୍ଚିବ। ଏବଂ ଅଧିକନ୍ତୁ ସମାନେେ ମାରେ ବିଶ୍ରାମ ଦିନସବୁ କଳୁଷିତ କଲେ। ତେଣୁ ମୁଁ କହିଲି ଯେ, ମାରେ କୋରଧ ସମାନଙ୍କେ ଉପ ରେ ଢ଼ାଳି ଦବେି ଏବଂ ପୁରାମାତ୍ରା ରେ ମାରେ କୋପ ସମାନଙ୍କେ ବିରୁଦ୍ଧ ରେ ପ୍ରକାଶ କରିବି।
କାରଣ ସମାନେେ ମାରେ ଆଜ୍ଞା ସକଳ ପାଳନ କଲେ ନାହିଁ ଓ ମାରେ ସକଳ ବିଧି ଅଗ୍ରାହ୍ଯ କଲେ ଓ ମାରେ ସମସ୍ତ ବିଶ୍ରାମଦିନ କଳୁଷିତ କଲେ ଏବଂ ସମାନଙ୍କେର ପିତାମାନଙ୍କର ମୂର୍ତ୍ତିଗୁଡ଼ିକୁ ପୂଜା କଲେ।
ସଦାପ୍ରଭୁ ଏହା କହନ୍ତି: ଆମ୍ଭେ ବହୁ ଅପରାଧ କରିଥିବା ଯିହୁଦା ନିବାସୀମାନଙ୍କୁ ଦଣ୍ତ ଦବୋ। କାରଣ ସମାନେେ ସଦାପ୍ରଭୁଙ୍କର ଆଦେଶକୁ ମାନିବାକୁ ମନା କଲେ। ସମାନେେ ତାଙ୍କର ଆଦେଶ ରଖିଲେ ନାହିଁ। ସମାନଙ୍କେର ପୂର୍ବପୁରୁଷଗଣ ଯେଉଁ ମିଥ୍ଯାକୁ ବିଶ୍ବାସ କରୁଥିଲେ, ସମାନେେ ମଧ୍ଯ ତାହା ବିଶ୍ବାସ କଲେ।
ଅତଏବ ଯେଉଁ ଲୋକ ଏହି ଶିକ୍ଷାକୁ ଅବମାନନା କରେ, ସେ ପରମେଶ୍ବରଙ୍କ ଅବମାନନା କରେ, ମଣିଷକୁ ନୁହେଁ। ପରମେଶ୍ବର ତାଙ୍କର ପବିତ୍ରଆତ୍ମା ତୁମ୍ଭମାନଙ୍କୁ ପ୍ରଦାନ କରି ଥାଆନ୍ତି।
ଯେଉଁଲୋକ ମାଶାଙ୍କେ ବ୍ଯବସ୍ଥା ମାନିବାକୁ ମନା କଲା, ତାହାକୁ ଦୋଷୀ ପ୍ରମାଣିତ କରିବା ଲାଗି ଦୁଇ ବା ତିନିଜଣ ସାକ୍ଷୀ ଆବଶ୍ଯକ ଥିଲେ। କ୍ଷମା ଦିଆ ନ ଯାଇ, ତାହାକୁ ବଧ କରାଯାଇଥିଲା।