କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ବିନାଶ କରିବା ପାଇଁ ତୁମ୍ଭମାନଙ୍କ ବିରକ୍ସ୍ଟଦ୍ଧ ରେ ଯେଉଁ କୋରଧ କଲେ, ସହେି କୋପ ଓ ପ୍ରଚଣ୍ତତା ଆଗ ରେ ମୁ ଭୟ କଲି, ମାତ୍ର ସଦାପ୍ରଭୁ ସେଥି ରେ ମଧ୍ଯ ମାରେ କଥା ଶୁଣିଲେ।
Cross references
ତେଣୁ ବର୍ତ୍ତମାନ ମାେତେ ବିରକ୍ତ କର ନାହିଁ, ଯେଉଁଥିପାଇଁ ମୁଁ ସମାନଙ୍କେୁ ମାରେ କୋର୍ଧ ରେ ଧ୍ବଂସ କରିବି। ଏହାପରେ ମୁଁ ତୁମ୍ଭଠାରୁ ଏକ ମହାନ ଜାତି ସୃଷ୍ଟି କରିବି।
ତେଣୁ ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଧ୍ବଂସ କରିବାରୁ ମନ ପରିବର୍ତ୍ତନ କଲେ।
ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ତୁମ୍ଭର କଥା ଅନୁୟାଯୀ ମୁଁ କରିବି କାରଣ ମୁଁ ତୁମ୍ଭ ପ୍ରତି ପ୍ରୀତ ଓ ତୁମ୍ଭକୁ ମୁଁ ତୁମ୍ଭର ନାମରୂପେ ଜାଣିଅଛି।
ତେଣୁ ଲୋକମାନେ ମାଶାଙ୍କେ ନିକଟରେ ସାହାର୍ୟ୍ଯ ପାଇଁ କ୍ରନ୍ଦନ କଲେ। ତହୁଁ ମାଶାେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତେ ସହେି ଅଗ୍ନି ଥମିଗଲା।
ତୁମ୍ଭମାନେେ ହାରେବେ ରେ ସଦାପ୍ରଭୁଙ୍କୁ କ୍ରୋଦ୍ଧ କରାଇଲ, ତହିଁରେ ସଦାପ୍ରଭୁ କୋର୍ଧ କରି ତୁମ୍ଭମାନଙ୍କୁ ବିନାଶ କରିବାକୁ ଉଦ୍ଯତ ହେଲେ।
ପ୍ରଥମଥର ପାଇଁ ମୁ ଚାଳିଶ ଦିନ ଓ ଚାଳିଶ ରାତି ପର୍ବତ ରେ ରହିଲା। ଏହିଥର ମଧ୍ଯ ପରମେଶ୍ବର ମାେ କଥା ଶୁଣିଲେ, କାରଣ ସେ ତୁମ୍ଭକୁ ବିନାଶ କରିବା ପାଇଁ ଚାହିଁଲେ ନାହିଁ।
ମୁଁ ଯେତବେେଳେ ଶୂଶନ ରେ ଥିଲି, ମାରେ ଭାଇମାନଙ୍କ ମଧ୍ଯରୁ ଜଣେ ତାଙ୍କର ନାମ ଥିଲା, ହନାନି ଓ ଯିହୁଦାରୁ କେତେ ଜଣ ଲୋକ ଆସିଥିଲେ। ତହୁଁ ମୁଁ ସମାନଙ୍କେୁ ବନ୍ଦୀତ୍ବରୁ ଫରେି ଆସିଥିବା ଅବଶିଷ୍ଟ ୟିହୁଦୀଯମାନଙ୍କ ବିଷଯ ରେ ଓ ୟିରୁଶାଲମ ବିଷଯ ରେ ପଗ୍ଭରିଲି।
ମାଶାେ ଏବଂ ହାରୋଣ ତାଙ୍କର ୟାଜକଗଣଙ୍କ ମଧ୍ୟରେ ଅନ୍ୟତମ ଥିଲେ। ଶାମୁଯଲେ ଥିଲେ ଜଣେ ୟିଏକି, ପରମେଶ୍ବରଙ୍କ ନାମ ଦଇେ ପ୍ରାର୍ଥନା କରିଥିଲେ। ସମାନେେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ ଏବଂ ସେ ସମାନଙ୍କେୁ ଉତ୍ତର ଦେଲେ।
ସହେି ଲୋକମାନେ ହୋରବରେେ ଏକ ଗୋବତ୍ସ ନିର୍ମାଣ କଲେ ଓ ଛାଞ୍ଚରେ ଢ଼ଳା ପ୍ରତିମାକୁ ପୂଜା କଲେ।
ପରମେଶ୍ବର ଚାହିଁଥିଲେ ସହେି ଲୋକମାନଙ୍କୁ ସଂପୂର୍ଣ୍ଣ ଧ୍ବଂସ କରିବାକୁ କିନ୍ତୁ ମାଶାେ ତାହାଙ୍କ ମନୋନୀତ ବ୍ଯକ୍ତି ତାଙ୍କର କୋପ ଫରୋଇବା ନିମନ୍ତେ ଭଗ୍ନ ସ୍ଥାନରେ ତାଙ୍କର ସମ୍ମୁଖରେ ଠିଆ ହେଲେ, ସେଥିପାଇଁ ପରମେଶ୍ବର ସମାନଙ୍କେୁ ବିନାଶ କଲେ ନାହିଁ।
ପଙ୍ଗପାଳ ଦଳ ରାଜ୍ଯର ସମସ୍ତ ତୃଣ ଖାଇଗଲେ। ତା'ପ ରେ ମୁଁ କହିଲି, ହେ ମାରେ ପ୍ରଭୁ ସଦାପ୍ରଭୁ, ମୁଁ ତୁମ୍ଭକୁ ପ୍ରାର୍ଥନା କରୁଛି। ଆମ୍ଭମାନଙ୍କୁ କ୍ଷମା କର। ଯାକୁବ କବେେ ତିଷ୍ଠିବ ନାହିଁ। କାରଣ ସେ ଅତି କ୍ଷୁଦ୍ର।
କିନ୍ତୁ ମୁଁ ପ୍ରାର୍ଥନା କଲି ଓ କହିଲି, ହେ ମାରେ ସଦାପ୍ରଭୁ ପରମେଶ୍ବର, ମୁଁ ପ୍ରାର୍ଥନା କରୁଛି ବନ୍ଦ କର। ଯାକୁବ ବଞ୍ଚିବ ନାହିଁ। ସେ ଅତି କ୍ଷୁଦ୍ର।
ତା'ପରେ ଯୀଶୁ ଲୋକମାନଙ୍କୁ କହିଲେ, ହେ ମାରେ ବନ୍ଧୁଗଣ! ମୁଁ ତୁମ୍ଭମାନଙ୍କୁ କହୁଛି, ଲୋକଙ୍କୁ ଭୟ କର ନାହିଁ। ଲୋକେ କବଳେ ଶରୀରକୁ ମାରି ପକାଇବେ। କିନ୍ତୁ ସତେିକି କରି ସାରିବା ପରେ ସମାନେେ ତୁମ୍ଭମାନଙ୍କର ଆଉ ଅଧିକା କିଛି କରି ପାରିବେ ନାହିଁ।
ତୁମ୍ଭେ କରିଥିବା ପାପଗୁଡ଼ିକୁ ପରସ୍ପର ନିକଟରେ ସ୍ବୀକାର କର। ତା'ପରେ ପରସ୍ପର ପାଇଁ ପ୍ରାର୍ଥନା କର। ପରମେଶ୍ବର ଯେପରି ତୁମ୍ଭକୁ ସୁସ୍ଥ କରିଦିଅନ୍ତି, ସେଥିନିମନ୍ତେ ଏପରି କର। ଜଣେ ଧାର୍ମିକ ଲୋକ ଯେତବେେଳେ ନିରନ୍ତର ପ୍ରାର୍ଥନା କରେ, ସେତବେେଳେ ମହାନ ଘଟଣାମାନ ଘଟିଥାଏ।