Home Bibles ☰ Books ହିତୋପଦେଶ 18:14 · ଓଡ଼ିଆ ବାଇବେଲ
ହିତୋପଦେଶ 18:14 · ଓଡ଼ିଆ ବାଇବେଲ

ଯେତବେେଳେ ଜଣେ ମନୁଷ୍ଯ ଅସୁସ୍ଥ ହୁଏ ତା'ର ଆତ୍ମା ତା'ର ଅସୁସ୍ଥତାକୁ ସହିପା ରେ, କିନ୍ତୁ କହେି ହେଲେ ଗୋଟିଏ ରୋଗଗ୍ରସ୍ତ ଆତ୍ମାକୁ ସହିପା ରେ ନାହିଁ।

Cross references

ଯାତ୍ରା ପୁସ୍ତକ 6:9

ତେଣୁ ମାଶାେ ଏହିସବୁ ଘଟଣା ଇଶ୍ରାୟେଲର ଲୋକମାନଙ୍କୁ କହିଲେ। କିନ୍ତୁ ଲୋକମାନେ ତାଙ୍କର କଥାକୁ କର୍ଣ୍ଣପାତ କଲେ ନାହିଁ। ସମାନଙ୍କେର ଉତ୍ସାହ ଭାଙ୍ଗି ପଡ଼ିଲା। ଏବଂ ସମାନେେ ଏତେ କଠିନ ପରିଶ୍ରମ କରୁଥିଲେ ଯେ ମାଶାଙ୍କେର କଥା ଶୁଣିବା ପାଇଁ ତାଙ୍କର ଆଉ ଧର୍ୟ୍ଯ ନଥିଲା।

ଆୟୁବ ପୁସ୍ତକ 1:20

ଆୟୁବ ଯେତବେେଳେ ଏସବୁ ଶୁଣିଲା ସେ ନିଜର ପୋଷାକପତ୍ର ଚିରି ଦଲୋ ଏବଂ ଦୁଃଖ ଓ ଗ୍ଲାନି ରେ ଲଣ୍ଡା ହାଇପେଡ଼ିଲା। ତା'ପରେ ଆୟୁବ ଭୂମିରେ ବସି ପଡ଼ି ପରମେଶ୍ବରଙ୍କୁ ଉପାସନା କରିବାକୁ ଲାଗିଲା।

ଆୟୁବ ପୁସ୍ତକ 2:7

ତା'ପରେ ଶଯତାନ ସଦାପ୍ରଭୁଙ୍କଠାରୁ ବିଦାଯ ନଇେ ଚାଲିଗଲା। ସେ ଆୟୁବକୁ ୟନ୍ତ୍ରଣାଦାୟକ କ୍ଷତ ଦଲୋ। ଏହି କ୍ଷତଗୁଡ଼ିକ ସମଗ୍ର ଶରୀର ରେ ମୁଣ୍ଡଠାରୁ ପାଦ ପର୍ୟ୍ଯନ୍ତ ଥିଲା।

ଆୟୁବ ପୁସ୍ତକ 6:4

ପରମେଶ୍ବର ସର୍ବଶକ୍ତିମାନ, ତାଙ୍କର ବାଣସବୁ ମାେ ଅନ୍ତରକୁ ବିଦ୍ଧ କରୁଛି। ମାରେ ଆତ୍ମା ସହେି ବାଣର ବିଷକୁ ପାନ କରୁଛି। ପରମେଶ୍ବରଙ୍କ ମାରାତ୍ମକ ଅସ୍ତ୍ରଶସ୍ତ୍ର ସବୁ ମାରେ ବିରୁଦ୍ଧ ରେ ଗୋଟିଏ ଧାଡ଼ି ରେ ସଜାଇ ରଖାୟାଇଛି।

ଆୟୁବ ପୁସ୍ତକ 7:14

କିନ୍ତୁ ହେ ପରମେଶ୍ବର, ମାରେ ଶଯନ ସମୟରେ ତୁମ୍ଭେ ମାେତେ ସ୍ବପ୍ନ ରେ ଭୟ ଦଖାେଉଛ। ତା'ପରେ ତୁମ୍ଭେ ମାେତେ ଦର୍ଶନ ରେ ଡ଼ରାଉଛ।

ଆୟୁବ ପୁସ୍ତକ 10:15

ମୁଁ ଯେତବେେଳେ ପାପ କରେ, ମୁଁ ଦୋଷୀ ହୁଏ ଏବଂ ତାହା ମାେ ପ୍ରତି ବହୁତ ଖରାପ। ଯଦିଓ ମୁଁ ନିର୍ଦ୍ ଦୋଷ ମୁଁ ମୁଣ୍ଡ ଟକେି ପା ରେ ନାହିଁ। ମୁଁ ଏତେ ଲଜ୍ଜିତ ଓ ବିଚଳିତ ହୁଏ।

ଗୀତସଂହିତା 30:9

ମୁଁ କହିଲି, ହେ ପ୍ରଭୁ କ'ଣ ଭଲ ହବେ ୟଦି ମୁଁ ମରିୟାଏ। ମୁଁ କବର ଭିତରକୁ ଗଲେ କ'ଣ ଲାଭ। ମୃତ ଲୋକମାନେ ସହେି ମାଟିର କବରରେ ଶୋଇ ରହନ୍ତି। ସମାନେେ ତୁମ୍ଭକୁ ପ୍ରଶଂସା କରନ୍ତି ନାହିଁ। ସମାନେେ ଲୋକମାନଙ୍କୁ କହନ୍ତି ନାହିଁ, ଆମ୍ଭମାନେେ କେତେ ତୁମ୍ଭ ଉପରେ ନିର୍ଭରଶୀଳ।

ଗୀତସଂହିତା 32:3

ପ୍ରଭୁ ମୁଁ ବାରମ୍ବାର ତୁମ୍ଭକୁ ପ୍ରାର୍ଥନା କଲି କିନ୍ତୁ ମୁଁ ମାରେ ଗୋପନ ପାପ ବିଷଯରେ ତୁମ୍ଭକୁ କିଛି କହିଲି ନାହିଁ। ମୁଁ କବଳେ ଦୁର୍ବଳ ହାଇେ ପଡ଼ିଲି, ପ୍ରେତ୍ୟକକ ଥର ଯେତବେେଳେ ମୁଁ ପ୍ରାର୍ଥନା କଲି।

ଗୀତସଂହିତା 38:2

ହେ ସଦାପ୍ରଭୁ, ତୁମ୍ଭେ ମାେତେ ଆଘାତ କରିଛ। ତୁମ୍ଭର ତୀର ମାରେ ଅନ୍ତଃସ୍ଥଳକୁ ବିଦ୍ଧ କରିଛି।

ଗୀତସଂହିତା 42:10

ମାରେ ଶତ୍ରୁମାନେ ନିରନ୍ତର ମାେତେ ଅପମାନିତ କରନ୍ତି ଓ ଏକ ଶକ୍ତ ଚାପୁଡ଼ା ଦିଅନ୍ତି, ଯେତବେେଳେ ସମାନେେ ମାେତେ ପଚାରନ୍ତି, ତୁମ୍ଭର ପରମେଶ୍ବର କେଉଁଠାରେ ଅଛନ୍ତି ? ସେ କ'ଣ ତୁମ୍ଭକୁ ଉଦ୍ଧାର କରିବାକୁ ଆସୁଛନ୍ତି?

ଗୀତସଂହିତା 55:3

ମାରେ ଶତ୍ରୁ ମାେତେ ଭୟଭୀତ କଲେ। ସହେି ଦୁଷ୍ଟ ଲୋକଟି ମାେ ଉପରେ ପାଟି କଲା। ମାରେ ଶତ୍ରୁମାନେ ମାେ ଉପରେ ବିରକ୍ତି ହାଇେ ଆକ୍ରମଣ କଲେ। ସମାନେେ ମାେ ଉପରେ ବିଭିନ୍ନ ବିପଦ ଆଣିଲେ।

ଗୀତସଂହିତା 55:5

ମାେତେ ଭୟ ଓ କମ୍ପ ଆକ୍ରମଣ କରିଅଛି, ଆଉ ମହାତ୍ରାସ ମାେତେ ଆଚ୍ଛନ୍ନ କରିଅଛି।

ଗୀତସଂହିତା 77:2

ବିପଦ ସମଯରେ ମୁଁ ମାରେ ପ୍ରଭୁଙ୍କୁ ସାହାୟ୍ଯ ପାଇଁ ଚାହିଁଅଛି। ରାତିସାରା ମୁଁ ପ୍ରାର୍ଥନା କରି ହାତ ବଢ଼ାଇଅଛି। କିନ୍ତୁ ମୁଁ ଆଶ୍ବାସନା ପାଇଲି ନାହିଁ।

Interlinear

Choose Theme