ମାରେ ଶତ୍ରୁମାନେ ନିରନ୍ତର ମାେତେ ଅପମାନିତ କରନ୍ତି ଓ ଏକ ଶକ୍ତ ଚାପୁଡ଼ା ଦିଅନ୍ତି, ଯେତବେେଳେ ସମାନେେ ମାେତେ ପଚାରନ୍ତି, ତୁମ୍ଭର ପରମେଶ୍ବର କେଉଁଠାରେ ଅଛନ୍ତି ? ସେ କ'ଣ ତୁମ୍ଭକୁ ଉଦ୍ଧାର କରିବାକୁ ଆସୁଛନ୍ତି?
Cross references
ମାରେ ଶତ୍ରୁମାନେ ନିରନ୍ତର ମାେ ପ୍ରତି ପରିହାସ କରୁଛନ୍ତି। ସମାନେେ କହନ୍ତି, ତୁମ୍ଭର ପରମେଶ୍ବର କାହାନ୍ତି ? ସେ କବେେ ତୁମ୍ଭକୁ ଉଦ୍ଧାର କରିବାକୁ ଆସିଛନ୍ତି କି ? ଭୋଜନ କରିବା ପରିବର୍ତେ କବଳେ ମୁଁ କାନ୍ଦେ।
ହେ ପରମେଶ୍ବର, ତୁମ୍ଭେ ହିଁ ମାରେ ବଳସ୍ବରୂପ। କାହିଁକି ତୁମ୍ଭେ ମାେତେ ଛାଡ଼ି ଚାଲିୟିବ ? କାହିଁକି ମୁଁ ଏତେ ଦୁଃଖ ପାଇବି ? କାରଣ ମାରେ ଶତ୍ରୁର ନିଷ୍ଠୁର ଆଚରଣ ଯୋଗୁଁ।
ମାେ ଅନ୍ତରରେ ମାରେ ହୃଦଯ ଅତ୍ଯନ୍ତ ବିଦୀର୍ଣ୍ଣ ହେଉଅଛି। ମୁଁ ମୃତ୍ଯୁକୁ ବହୁତ ଭୟ କରୁଛି।
ଯେଉଁ ଲୋକମାନେ କୌଣସି ଚିନ୍ତା ନ କରି କହନ୍ତି, ସମାନଙ୍କେର ଶବ୍ଦଗୁଡ଼ିକ ଦ୍ବିଶାଣିତ ଖଡ୍ଗ ପରି ଆଘାତ କରେ। ମାତ୍ର ଜ୍ଞାନୀ ଲୋକର କଥା ଉପଶମ ଆଣେ।
ହେ ସଦାପ୍ରଭୁ, ତୁମ୍ଭେ କାହିଁକି ଚିରକାଳ ଆମ୍ଭମାନଙ୍କୁ ପାସୋରୁ ଅଛ? ଆଉ ଏତେ ଦୀର୍ଘକାଳ ଆମ୍ଭମାନଙ୍କୁ କାହିଁକି ପରିତ୍ଯାଗ କରିଅଛ?
ସଦାପ୍ରଭୁଙ୍କର ସବେକଗଣ, ଯାଜକମାନେ ମଣ୍ତପ ଓ ୟଜ୍ଞବଦେୀ ରେ ନିଶ୍ଚିତ କାନ୍ଦିବେ ଓ ଆକୁଳ ରେ ସଦାପ୍ରଭୁଙ୍କୁ ନିବଦନେ କରିବେ, ହେ ସଦାପ୍ରଭୁ, ଆପଣଙ୍କର ଲୋକମାନଙ୍କୁ ଦୟାକର, ଏବଂ ଆପଣଙ୍କର ଲୋକମାନଙ୍କୁ ଲଜ୍ଜିତ କରାଅ ନାହିଁ। ଅନ୍ୟମାନଙ୍କ ଦ୍ବାରା ନିଜର ଲୋକଙ୍କୁ ପରିହାସ କରିବାକୁ ଦିଅ ନାହିଁ ଏବଂ ଅନ୍ୟ ଦେଶର ଲୋକମାନଙ୍କ ଦ୍ବାରା ଆପଣାର ଲୋକଙ୍କୁ ଶାସନ କରିବାକୁ ଦିଅନାହିଁ ଏବଂ ସମାନଙ୍କେୁ କହିବାକୁ ସୁଯୋଗ ଦିଅ ନାହିଁ ଯେ, 'ତୁମ୍ଭର ସଦାପ୍ରଭୁ କାହାନ୍ତି।'
ମାରେ ଶତୃ କହୁଥିଲେ, ତୁମ୍ଭର ସଦାପ୍ରଭୁ ପରମେଶ୍ବର କେଉଁଠା ରେ ଅଛନ୍ତି? ମାତ୍ର ଯେତବେେଳେ ସେ ଏହା ଦେଖିବ ସେ ଲଜ୍ଜିତ ହବେ। ସେତବେେଳେ ମୁଁ ଶତୃକୁ ଉପହାସ କରିବି। ଲୋକମାନେ ପଥର କାଦୁଅ ପରି ତାକୁ ଦଳିବେ।
ଲୋକମାନଙ୍କ ମନ ଭିତ ରେ ଥିବା ଗୋପନକଥା ପ୍ରକାଶିତ ହବେ। ସହେି ଘଟଣା ସବୁ ତୁମ୍ଭର ହୃଦୟକୁ ଦୁଃଖ ଆଣିବ।