Home Bibles ହିତୋପଦେଶ 18:13 · ଓଡ଼ିଆ ବାଇବେଲ
ହିତୋପଦେଶ 18:13 · ଓଡ଼ିଆ ବାଇବେଲ

ଯେ ଶୁଣିବା ପୂର୍ବରୁ ଉତ୍ତର କରେ, ଗୋଟିଏ ଅଜ୍ଞାନତା ପରି ସିଏ ବିବଚେନା ହୁଏ ଓ ଲଜ୍ଜିତର କାରଣ ହୁଏ।

Cross references

ଦିତୀୟ ବିବରଣ 13:14

ତବେେ ତୁମ୍ଭେ ବକ୍ସ୍ଟଝିବ, ଖାଜେିବ, ଭଲରୂପେ ପଗ୍ଭରି ବକ୍ସ୍ଟଝିବ। ଯଦି ତାହା ସତ୍ଯ ହକ୍ସ୍ଟଏ ଓ ତକ୍ସ୍ଟମ୍ଭ ମଧିଅରେ ଏପରି ଘୃଣ୍ଯ କର୍ମ କରାୟାଇ ଅଛି,

ଦିତୀୟ ଶାମୁୟେଲ 14:8

ତା'ପରେ ରାଜା ଦାଉଦ ସେ ସ୍ତ୍ରୀକକ୍ସ୍ଟ କହିଲେ, ଗୃହକକ୍ସ୍ଟ ଫରେିୟାଅ। ମୁ ଏ ବିଷଯ ରେ ତକ୍ସ୍ଟମର ଯତ୍ନ ନବେି।

ଦିତୀୟ ଶାମୁୟେଲ 16:4

ତା'ପରେ ରାଜା ସୀବଃକକ୍ସ୍ଟ କହିଲେ, ସହେି କାରଣରକ୍ସ୍ଟ, ବର୍ତ୍ତମାନ ମୁ ତୁମ୍ଭକୁ ମଫୀବୋଶତର ସର୍ବସ୍ବ ଦେଉଛି।

ଦିତୀୟ ଶାମୁୟେଲ 19:24

ଶାଉଲଙ୍କର ପୌତ୍ର ମଫୀବୋଶତ୍ ରାଜାଙ୍କକ୍ସ୍ଟ ଭଲଟିବା ପାଇଁ ଆସିଲା। ରାଜା ୟିରକ୍ସ୍ଟଶାଲମ ଛାଡିବା ଦିନଠାରକ୍ସ୍ଟ ମଫୀବୋଶତ୍ ତା'ର ଦାଢି କାଟି ନ ଥିଲା। ନିଜର ପାଦସଧାଇ ନଥିଲା, ତା'ର ବସ୍ତ୍ର ମଧ୍ଯ ସଫା କରି ନ ଥିଲା।

ଏଷ୍ଟର ବିବରଣ 3:10

ଏଥି ରେ ରାଜା ଆପଣା ହସ୍ତରୁ ଅଙ୍ଗୁରୀଯ କାଢି ୟିହୁଦୀଯମାନଙ୍କର ବୌରି ଅଗାଗୀଯ ହମ୍ମଦାଥାର ପୁତ୍ର ହାମନକୁ ଦଲୋ।

ଏଷ୍ଟର ବିବରଣ 8:5

ଏବଂ କହିଲା, ଯବେେ ମହାରାଜ ସନ୍ତୁଷ୍ଟ ହୁଅନ୍ତି ଯବେେ ରାଜାଙ୍କ ଦୁଷ୍ଟି ରେ ମୁଁ ଅନୁଗ୍ରହ ପାଇଅଛି, ଦୟାକରି ମାେ ପାଇଁ ଏହା କରନ୍ତୁ। ଆଉ ଯଦି ଏହା ରାଜାଙ୍କୁ ସନ୍ତୁଷ୍ଟ କରେ, ତବେେ ମହାରାଜାଙ୍କର ସମୁଦାଯ ପ୍ରଦେଶସ୍ଥ ୟିହୁଦୀଯମାନଙ୍କୁ ବିନାଶ କରିବା ପାଇଁ ଅଗାଗୀଯ ହମ୍ମାଦାଥାର ପୁତ୍ର ହାମନ ଯେ ସକଳ ପତ୍ର ଲେଖିବାକୁ ପରାମର୍ଶ ଦଇେଥିଲା, ତାହା ପ୍ରତ୍ଯାହୃତ କରାଯାଉ।

ଆୟୁବ ପୁସ୍ତକ 29:16

ମୁଁ ଗରିବ ଲୋକର ପିତା ସଦୃଶ ଥିଲି। ମୁଁ ନ ଜାଣିଥିବା ଲୋକକୁ ମଧ୍ଯ ସାହାୟ୍ଯ କରୁଥିଲି। ସମାନଙ୍କେୁ ଅଦାଲତ ରେ ତର୍କ ରେ ଜିତାଇ ଦେଉଥିଲି।

ହିତୋପଦେଶ 20:25

ବିନା ଚିନ୍ତା କରି ପ୍ରତିଜ୍ଞା କଲେ ଏହା ଭୟଜନକ ଅଟେ, ମୁଁ ଏହି ଉପହାର ପରମେଶ୍ବରଙ୍କୁ ଉତ୍ସର୍ଗ କରିବ। ଏବଂ ତା'ପ ରେ ସହେି ପ୍ରତିଜ୍ଞା ପୁନଃବିଚାର କରାୟାଏ।

ଦାନିଏଲ 6:9

ତେଣୁ ରାଜା ଦାରିଯାବସ ସହେି ଲଖାେ ଓ ନିଷଧେ ସ୍ବାକ୍ଷର କଲା।

ଦାନିଏଲ 6:14

ତହୁଁ ରାଜା ଦୁଖିତ ଓ ବିବ୍ରତ ହାଇେ ପଡିଲା। ସେ ଦାନିୟେଲକୁ ଉଦ୍ଧାର କରିବା ପାଇଁ ସ୍ଥିର କଲା। ଆଉ ତାହାକୁ ରକ୍ଷା କରିବା ପାଇଁ ସନ୍ଧ୍ଯା ପର୍ୟ୍ଯନ୍ତ ଉପାଯ ଚିନ୍ତା କଲା।

ଯୋହନଲିଖିତ ସୁସମାଚାର 7:51

ସେ କହିଲେ, ଆମ୍ଭର ପ୍ରଥା ଯେ କୌଣସି ଲୋକର କଥା ପ୍ରଥମେ ନଶୁଣି ବିଚାର କରିବ ନାହିଁ। ସେ କ'ଣ କରିଛନ୍ତି, ଆମ୍ଭେ ନଜାଣି ତାହାଙ୍କର ବିଚାର କରି ପାରିବା ନାହିଁ।

Interlinear

Choose Theme