ତା'ପରେ ଶଯତାନ ସଦାପ୍ରଭୁଙ୍କଠାରୁ ବିଦାଯ ନଇେ ଚାଲିଗଲା। ସେ ଆୟୁବକୁ ୟନ୍ତ୍ରଣାଦାୟକ କ୍ଷତ ଦଲୋ। ଏହି କ୍ଷତଗୁଡ଼ିକ ସମଗ୍ର ଶରୀର ରେ ମୁଣ୍ଡଠାରୁ ପାଦ ପର୍ୟ୍ଯନ୍ତ ଥିଲା।
Cross references
ତାହା ମିଶରର ଧୂଳି ହାଇେ ଚାରିଆଡେ ବ୍ଯାପିୟିବ। ଯେତବେେଳେ ସହେି ଧୂଳି ମିଶରର ଯେଉଁଠା ରେ ଲୋକମାନଙ୍କୁ ବା ପଶୁମାନଙ୍କୁ ଛୁଇଁବ, ତା'ର ଚମଡା ରେ ଦାହୟୁକ୍ତ ବଥମାନ ବ୍ଯାପିୟିବ।
ସଦାପ୍ରଭୁ ତୁମ୍ଭମାନଙ୍କୁ ମିସ୍ରୀଯ ବଥ, ଅର୍ଶ, ଜାଦକ୍ସ୍ଟ ଓ କକ୍ସ୍ଟଣ୍ତିଆଣି ଦ୍ବାରା ଆଘାତ କରିବେ, ଯେପରି ମିଶରୀଯମାନଙ୍କୁ କରିଥିଲେ। ଏଥିରକ୍ସ୍ଟ ତୁମ୍ଭମାନେେ ଆରୋଗ୍ୟ ହାଇପୋରିବ ନାହିଁ।
ସଦାପ୍ରଭୁ ତୁମ୍ଭର ଜନକ୍ସ୍ଟ ଓ ଜଙ୍ଘ ଓ ତଳିପାରକ୍ସ୍ଟ ମସ୍ତକ ୟାଏ ବ୍ଯଥାଦାଯୀ ବଥଦ୍ବାରା ତୁମ୍ଭକୁ ଆଘାତ କରିବେ। ତହିଁରକ୍ସ୍ଟ ତୁମ୍ଭେ ସକ୍ସ୍ଟସ୍ଥ ହାଇେ ପାରିବ ନାହିଁ।
ସଦାପ୍ରଭୁ କହିଲେ, 'ତୁମ୍ଭେ କିପରି ତାକୁ ପ୍ରତାରଣା କରିବ?' ସ୍ବର୍ଗଦୂତ ଉତ୍ତର ଦଲୋ, 'ମୁଁ ସମସ୍ତ ଭବିଷ୍ଯଦ୍ବକ୍ତାଙ୍କୁ ଦ୍ବନ୍ଦ ରେ ପକାଇବି। ମୁଁ ସମାନଙ୍କେୁ ରାଜାଙ୍କ ନିକଟରେ ମିଛ କୁହାଇବି।' ସଦାପ୍ରଭୁ କହିଲେ, 'ଉତ୍ତମ, ୟାଅ, ତାକୁ କୌଶଳ ରେ ଠକିବାକୁ ଚେଷ୍ଟା କର। ଏଥି ରେ ତୁମ୍ଭେ କୃତକାର୍ୟ୍ଯ ହବେ।'
ମୁଁ ପ୍ରତିଜ୍ଞା କରି କହିପା ରେ ଆପଣ ତା'ର ସର୍ବସ୍ବ ନଷ୍ଟ କରି ଦିଅନ୍ତୁ, ଆପଣ ଦେଖିବେ ସେ କିପରି ଆପଣଙ୍କୁ ଆପଣଙ୍କ ସମ୍ମୁଖ ରେ ଅଭିଶାପ ଦବେ।
ଯଦିଓ ମାରେ ଶରୀର ପୋଷାକ ଆଚ୍ଛାଦିତ ଏକ କୀଟ ଓ ଧୂଳିର ସମାହାର। ମାରେ ଚର୍ମ ଫାଟିୟାଏ ଏବଂ ବହୁଥିବା ଘା ରେ ଢ଼ାଙ୍କି ହାଇେଛି।
ମାରେ ଦହରେ ସମସ୍ତ ହାଡ଼ ରାତି ରେ ୟନ୍ତ୍ରଣା ଦିଏ। ମାରେ କଷ୍ଟ କବେେ ମାେତେ ଚୋବଇବୋ ବନ୍ଦ କରେ ନାହିଁ।
ମାେ ଦହରେ ଚମଡ଼ା ପୋଡ଼ି ୟାଇ ଛିଣ୍ଡି ପଡ଼ୁଛି। ଜ୍ବର ରେ ମାରେ ଦହେ ରେ ଭୀଷଣ ତାତି।
ତୁମ୍ଭମାନଙ୍କର ଆପାଦମସ୍ତକ କ୍ଷତ ବିକ୍ଷତ ଓ ପୂଜ ଘା' ରେ ପରିପୂର୍ଣ୍ଣ। ତୁମ୍ଭମାନେେ ସେ କ୍ଷତର ଯତ୍ନ ନଲେ ନାହିଁ। ତୁମ୍ଭମାନଙ୍କର ସହେି କ୍ଷତଗୁଡ଼ିକ ପରିଷ୍କୃତ ହାଇେ ନାହିଁ କିମ୍ବା ଆବୃତ ହାଇେ ନାହିଁ।
ମାରେ ପ୍ରଭୁ ସହେି ସିୟୋନ କନ୍ଯାମାନଙ୍କର ମସ୍ତକରେ ଘାଆ କରିବେ। ସଦାପ୍ରଭୁ ସହେି ସ୍ତ୍ରୀଲୋକମାନଙ୍କର ମସ୍ତକର କେଶ ରାଶିକୁ ଉତ୍ପାଟନ କରିବେ।
ସମାନେେ ତାହାଙ୍କ ୟନ୍ତ୍ରଣା ଓ ଘା ସକାେଶ ସ୍ବର୍ଗ ରେ ଥିବା ପରମେଶ୍ବରଙ୍କର ନିନ୍ଦା କଲେ। କିନ୍ତୁ ସମାନେେ ତାହାଙ୍କର ହୃଦୟ ପରିବର୍ତ୍ତନ କଲେ ନାହିଁ ଓ ନିଜର ମନ୍ଦ କାମ ପାଇଁ ଅନୁତାପ କଲେ ନାହିଁ।