Home Bibles ☰ Books ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 2:4 · ଓଡ଼ିଆ ବାଇବେଲ
ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 2:4 · ଓଡ଼ିଆ ବାଇବେଲ

କବଳେ ନିଜ ଜୀବନ ବିଷୟ ରେ ଆଗ୍ରହୀ ନ ହାଇେ, ଅନ୍ୟ ଲୋକମାନଙ୍କର ଜୀବନ ବିଷୟ ରେ ମଧ୍ଯ ଆଗ୍ରହୀ ହୁଅ।

Cross references

ଗଣନା ପୁସ୍ତକ 32:6

ମାଶାେ ଗାଦ ଓ ରୁବନରେ ପରିବାରବର୍ଗକୁ କହିଲେ, ତୁମ୍ଭମାନଙ୍କର ଭାଇମାନେ ୟୁଦ୍ଧ କରିବାକୁ ଯାଉଛନ୍ତି, ତୁମ୍ଭମାନେେ କ'ଣ ଏଠା ରେ ରହିବା ଉଚିତ୍?

ଏଷ୍ଟର ବିବରଣ 2:22

ମାତ୍ର ମର୍ଦ୍ଦଖଯ ଏହା ଜାଣି ଏଷ୍ଟର ରାଣୀକୁ ଜଣାଇଲା। ପୁଣି ଏଷ୍ଟର ମର୍ଦ୍ଦଖଯ ନାମ ଦଇେ ରାଜାକୁ ତାହା ଜଣାଇଲା।

ମାଥିଉଲିଖିତ ସୁସମାଚାର 18:6

କିନ୍ତୁ ମାଠାେ ରେ ବିଶ୍ବାସ ରଖିଥିବା ଏହି ନମ୍ର େଛାଟ ପିଲାମାନଙ୍କ ମଧ୍ଯରୁ କାହାରିକୁ ପାପ ପଥରେ ଯଦି କହେି ଟାଣିନିଏ, ତାହା ହେଲେ ସହେି ଲୋକର ବକରେେ ଗୋଟିଏ ଚକି ପଥର ବାନ୍ଧି ଗଭୀର ସମୁଦ୍ର ରେ ତାକୁ ବୁଡ଼ଇେ ଦିଆୟିବ।

ରୋମୀୟଙ୍କ ପ୍ରତି ପତ୍ର 12:15

ଯେତବେେଳେ ଅନ୍ୟମାନେ ପ୍ରସନ୍ନ, ତୁମ୍ଭମାନେେ ସମାନଙ୍କେ ସହିତ ପ୍ରସନ୍ନ ହୁଅ। ଅନ୍ୟମାନେ ଦୁଃଖିତ ଥିଲା ବେଳେ ତୁମ୍ଭମାନେେ ତାହାଙ୍କ ସହିତ ଦୁଃଖିତ ହୁଅ।

ରୋମୀୟଙ୍କ ପ୍ରତି ପତ୍ର 14:19

ଅତଏବ ଆସ, ଆମ୍ଭେ ଶାନ୍ତି ଆଣୁଥିବା କାର୍ୟ୍ଯଗୁଡିକ ପରିଶ୍ରମ ପୂର୍ବକ କରିବା। ପରସ୍ପରକୁ ସାହାୟ୍ଯ ପ୍ରଦାନ କରୁଥିବା କାର୍ୟ୍ଯମାନ କରିବା।

ରୋମୀୟଙ୍କ ପ୍ରତି ପତ୍ର 15:1

ଆମ୍ଭେ ଆମ୍ଭର ବିଶ୍ବାସ ପାଇଁ ବଳବାନ୍ ଅଟୁ। ଅତଏବ, ଦୁର୍ବଳ ଲୋକମାନଙ୍କୁ ଆମ୍ଭେ ସାହାୟ୍ଯ କରିବା ଉଚିତ ଏବଂ ସମାନଙ୍କେର ଦୁର୍ବଳତାରୁ ସମାନଙ୍କେୁ ଉଦ୍ଧାର କରିବା। ଆମ୍ଭେ କବଳେ ନିଜକୁ ଖୁସି ରଖିବା ପାଇଁ ଚେଷ୍ଟା କରିବା ଉଚିତ ନୁହେଁ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 8:9

କିନ୍ତୁ ନିଜର ସ୍ବାଧୀନତା ବିଷୟ ରେ ସାବଧାନ ରୁହ। ତୁମ୍ଭମାନଙ୍କର ଏହି ସ୍ବାଧୀନତା, ଦୁର୍ବଳ ବିଶ୍ବାସୀମାନଙ୍କୁ ପାପରେ ନ ପକାଉ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 10:24

କୌଣସି ଲୋକ କବଳେ ନିଜର ସ୍ବାର୍ଥ ପାଇଁ ଚିନ୍ତିତ ହବୋ ଉଚିତ ନୁହେଁ, ବରଂ ସେ ଅନ୍ୟମାନଙ୍କର ମଙ୍ଗଳ ଚିନ୍ତା କରିବା ଉଚିତ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 10:32

ଏଭଳି କୌଣସି କାମ କର ନାହିଁ, ଯାହା ଦ୍ବାରା ୟିହୁଦୀ ବା ଅଣୟିହୁଦୀ ଲୋକେ ବା ପରମେଶ୍ବରଙ୍କ ମଣ୍ଡଳୀ ବାଧା ପାଇବେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 12:22

ବରଂ ଅନ୍ୟ ପକ୍ଷ ରେ ଶରୀରର ଯେଉଁ ଅଙ୍ଗଗୁଡ଼ିକ ଦୁର୍ବଳ ବୋଲି ବୋଧ ହୁଏ, ସହେିସବୁ ପ୍ରକୃତ ରେ ଗୁରୁତ୍ବପୂର୍ଣ୍ଣ ଅଟେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 13:4

ପ୍ ରମେ ଦୀର୍ଘ ସହିଷ୍ଣୁ। ପ୍ ରମେ ଦୟାବାନ। ପ୍ ରମେ ରେ ଇର୍ଷା ନ ଥାଏ। ସେ ଗର୍ବ କରେ ନାହିଁ, ସେ ଅହଂକାରୀ ନୁହେଁ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 6:3

ଆମ୍ଭ କାମ ରେ ଲୋକେ ନିନ୍ଦା କରନ୍ତୁ, ଏହା ଆମ୍ଭେ ଇଚ୍ଚା କରୁ ନାହୁଁ। ସେଥିପାଇଁ ଆମ୍ଭେ କୌଣସି ଏପରି କାମ କରିବା ନାହିଁ ଯାହା ଅନ୍ୟମାନଙ୍କ ପାଇଁ ସମସ୍ଯା ସୃଷ୍ଟି କରିବ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 11:29

ଯଦି ଜଣେ କହେି ଦୁର୍ବଳ, ମୁଁ ମଧ୍ଯ ଦୁର୍ବଳ। ଯଦି କୌଣସି ଲୋକ ପାପରେ ଚାଲିବା ନିମନ୍ତେ ପ୍ରବୃତ୍ତ ହୁଏ, ତବେେ ମୁଁ ଅନ୍ତର ମଧ୍ଯରୁ ୟନ୍ତ୍ରଣା ଅନୁଭବ କରେ।

Interlinear

Choose Theme