ଏଭଳି କୌଣସି କାମ କର ନାହିଁ, ଯାହା ଦ୍ବାରା ୟିହୁଦୀ ବା ଅଣୟିହୁଦୀ ଲୋକେ ବା ପରମେଶ୍ବରଙ୍କ ମଣ୍ଡଳୀ ବାଧା ପାଇବେ।
Cross references
ତେଣୁ ଋତ ସକାଳ ପର୍ୟ୍ଯନ୍ତ ବୋୟଜର ପାଦତଳେ ଶଯନ କଲା। ଅନ୍ଧାର ଥାଉଁ ଥାଉଁ ଲୋକମାନେ ଚିହ୍ନିବା ପୂର୍ବରକ୍ସ୍ଟ ଋତ ଉଠି ପଡିଲେ।
ତେଣୁ ତୁମ୍ଭମାନେେ ସମସ୍ତେ ନିଜେ ନିଜେ ସାବଧାନ ରୁହ। ପୁଣି ପବିତ୍ର ଆତ୍ମା ଯେଉଁ ମଷେପଲ ଉପରେ ତୁମ୍ଭମାନଙ୍କୁ ମଷେପାଳକ ରୂପେ ନିୟୁକ୍ତ କରିଅଛନ୍ତି, ସମାନଙ୍କେ ବିଷୟ ରେ ସତର୍କ ରୁହ; ଓ ଯେଉଁ ମଣ୍ଡଳୀକୁ ପରମେଶ୍ବର ଆପଣା ରକ୍ତ ରେ କ୍ରୟ କରିଅଛନ୍ତି ତାହାର ଯତ୍ନ ନିଅ।
ସେଥିପାଇଁ ମୁଁ ପରମେଶ୍ବର ଓ ଲୋକମାନଙ୍କ ପାଖ ରେ ଯାହା ଠିକ୍ ବୋଲି ଅନୁଭବ କରେ, ତାହା ଅନୁଯାଯୀ କାର୍ୟ୍ଯ କରିବା ପାଇଁ ସର୍ବଦା ଚେ଼ଷ୍ଟା କରେ।
ତା ହେଲେ ଆମ୍ଭେ ଏକା ରକେକୁ ଦୋଷ ଦବୋ ବନ୍ଦ କରିବା ଉଚିତ। ଆମ୍ଭେ ଏପରି ସଂକଳ୍ପ ନବୋ ଦରକାର, ଯେପରି ଆମ୍ଭର କାର୍ୟ୍ଯ ଦ୍ବାରା ନିଜ ଭାଇ କି ଭଉଣୀ ପାପରେ ପଡିବେ ନାହିଁ।
ଯଦି ମାରେ ମାଂସ ଖାଇବା ଦ୍ବାରା ମାେ ଭାଇ ପାପରେ ପଡ଼ିବ, ତା' ହେଲେ ମୁଁ ଭବିଷ୍ଯତ ରେ ଆଉ ମାଂସ ଖାଇବି ନାହିଁ। ଏପ୍ରକା ରେ ମୁଁ ମାେ ଭାଇର ବିଘ୍ନର କାରଣ ହବେି ନାହିଁ।
ମୁଁ ଏହି ନୀତି ଅନୁସରଣ କରେ। ମୁଁ ନିଜକୁ ଖୁସି ରଖିବା ପାଇଁ ଚେଷ୍ଟା କରେ ନାହିଁ, ମାତ୍ର ପ୍ରେତ୍ୟକକଙ୍କୁ ସମସ୍ତ କାର୍ୟ୍ଯ ରେ ସନ୍ତୁଷ୍ଟ କରିବାକୁ ଚା ହେଁ। ମୁଁ ଅନକଙ୍କେର ମଙ୍ଗଳ ଚିନ୍ତାକରେ ୟଦ୍ବାରା ସମାନେେ ପରିତ୍ରାଣ ପାଇ ପାରିବେ।
ତୁମ୍ଭମାନେେ ନିଜ ନିଜର ଘ ରେ ଖାଇ ପିଇ ପାରିବ। ତୁମ୍ଭମାନଙ୍କ ପାଇଁ ପରମେଶ୍ବରଙ୍କ ମଣ୍ଡଳୀର ଯେପରି ଗୁରୁତ୍ବ ନାହିଁ, ଏହି କାର୍ୟ୍ଯରୁ ଜଣାପଡ଼େ। ତୁମ୍ଭମାନେେ ଦରିଦ୍ର ଲୋକଙ୍କୁ ଲଜ୍ଜା ଦେଉଛ। ମୁଁ ତୁମ୍ଭମାନଙ୍କୁ କ'ଣ ବା କହିବି ? ଏହି କାମ ପାଇଁ କ'ଣ ମୁଁ ତୁମ୍ଭମାନଙ୍କ ପ୍ରଶଂସା କରିବି ? ନା । ଏଥିପାଇଁ ମୁଁ ତୁମ୍ଭମାନଙ୍କୁ ପ୍ରଶଂସା କରିବି ନାହିଁ।
ଆମ୍ଭ କାମ ରେ ଲୋକେ ନିନ୍ଦା କରନ୍ତୁ, ଏହା ଆମ୍ଭେ ଇଚ୍ଚା କରୁ ନାହୁଁ। ସେଥିପାଇଁ ଆମ୍ଭେ କୌଣସି ଏପରି କାମ କରିବା ନାହିଁ ଯାହା ଅନ୍ୟମାନଙ୍କ ପାଇଁ ସମସ୍ଯା ସୃଷ୍ଟି କରିବ।
ଯେପରି ତୁମ୍ଭେ ଭଲ ଓ ମନ୍ଦର ପାର୍ଥକ୍ଯ ଦେଖିପାରିବ ଓ ଉତ୍ତମ ବିଷୟ ବାଛି ପାରିବ। ତହିଁରେ ଖ୍ରୀଷ୍ଟ ଯେଉଁଦିନ ଆସିବେ, ତୁମ୍ଭେ ଶୁଦ୍ଧ ଓ ଦୋଷଶୂନ୍ଯ ହବେ ;
(ଯଦି ଜଣେ ପରିବାରର ନତେୃତ୍ବ ଦଇେ ଜାଣି ନାହିଁ, ସେ ପରମେଶ୍ବରଙ୍କ ମଣ୍ଡଳୀର ଯତ୍ନ ନଇେ ପାରିବ ନାହିଁ।)
କିନ୍ତୁ ମୁଁ ଏବେ ଏହି କଥାଗୁଡ଼ିକ ତୁମ୍ଭକୁ ଲେଖୁଛି। ଯଦି ମୁଁ ଶୀଘ୍ର ନ ଯାଏ, ତବେେ ମଧ୍ଯ ତୁମ୍ଭମାନେେ ଜାଣି ପାରିବ ଯେ ପରମେଶ୍ବରଙ୍କ ପରିବାର ରେ ଲୋକମାନେ କ'ଣ କ'ଣ କରିବା ଅବଶ୍ଯକ। ସହେି ପରିବାର ଜୀବିତ ପରମେଶ୍ବରଙ୍କର ମଣ୍ଡଳୀ ଅଟେ। ପରମେଶ୍ବରଙ୍କ ମଣ୍ଡଳୀ ସତ୍ଯର ଅବଲମ୍ବନ କରେ ଓ ମୂଳଦୁଆ ଅଟେ।