Home Bibles ☰ Books କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 12:22 · ଓଡ଼ିଆ ବାଇବେଲ
କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 12:22 · ଓଡ଼ିଆ ବାଇବେଲ

ବରଂ ଅନ୍ୟ ପକ୍ଷ ରେ ଶରୀରର ଯେଉଁ ଅଙ୍ଗଗୁଡ଼ିକ ଦୁର୍ବଳ ବୋଲି ବୋଧ ହୁଏ, ସହେିସବୁ ପ୍ରକୃତ ରେ ଗୁରୁତ୍ବପୂର୍ଣ୍ଣ ଅଟେ।

Cross references

ହିତୋପଦେଶ 14:28

ଅଧିକ ଜନସଂଖ୍ଯା ରାଜାଙ୍କର ଗୌରବ ଅଟେ। ପ୍ରଜାମାନଙ୍କର ଅଭାବ ରାଜାଙ୍କର ବିନାଶ ଆଣେ।

ଉପଦେଶକ 4:9

ଏକ ଜଣରୁ ଦୁଇଜଣ ଭଲ। କାରଣ ସମାନେେ ଆପଣା ଆପଣା ପରିଶ୍ରମର ଉତ୍ତମ ଫଳ ପ୍ରାପ୍ତ ହୁଅନ୍ତି।

ଉପଦେଶକ 5:9

ଏହିସବୁ ପଛ ରେ ଭୂମିରୁ ପାଇଥିବା ଲାଭ ଅଛି। ଏପରିକି କ୍ଷେତ୍ର ଦ୍ବାରା ରାଜା ମଧ୍ଯ ସବେିତ ହୁଅନ୍ତି।

ଉପଦେଶକ 9:14

ଅଳ୍ପ ଲୋକ ବିଶିଷ୍ଟ ଏକ କ୍ଷୁଦ୍ର ନଗର ଥିଲା। ଆଉ ଏକ ମହାରାଜା ତହିଁ ବିରୁଦ୍ଧ ରେ ଆସି ତାହା ବେଷ୍ଟନ କଲେ ଓ ତାହା ବିରୁଦ୍ଧ ରେ ବଡ଼ ବଡ଼ ଦୁର୍ଗ ନିର୍ମାଣ କଲେ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 1:11

ତୁମ୍ଭମାନେେ ନିଜ ପ୍ରାର୍ଥନା ଦ୍ବାରା ଆମ୍ଭକୁ ସାହାୟ୍ଯ କରିପାର। ଅନକେେ ଆମ୍ଭ ପାଇଁ ପରମେଶ୍ବରଙ୍କୁ ଧନ୍ଯବାଦ ଦବେେ, ଯେ ହତେୁ ସମାନଙ୍କେର ପ୍ରାର୍ଥନା ଦ୍ବାରା ପରମେଶ୍ବର ଆମ୍ଭକୁ ଆଶୀର୍ବାଦ ପ୍ରଦାନ କଲେ।

ତୀତସଙ୍କ ପ୍ରତି ପତ୍ର 2:9

ମୂର୍ଖତାପୂର୍ଣ୍ଣ ତର୍କବିତର୍କ, ବଂଶାବଳୀ ବିଷୟ ରେ ୟୁକ୍ତି, ଝଗଡ଼ା, ମାଶାଙ୍କେ ବ୍ଯବସ୍ଥା ଶିକ୍ଷାଗୁଡ଼ିକ ବିଷୟକ ସଂଘର୍ଷ ଠାରୁ ଦୂର ରେ ରୁହ। ସଗେୁଡ଼ିକ ମୂଲ୍ଯହୀନ ଓ ଲୋକମାନଙ୍କୁ ସାହାୟ୍ଯ କରେ ନାହିଁ।

Interlinear

Choose Theme