Home Bibles ମାଥିଉଲିଖିତ ସୁସମାଚାର 18:6 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 18:6 · ଓଡ଼ିଆ ବାଇବେଲ

କିନ୍ତୁ ମାଠାେ ରେ ବିଶ୍ବାସ ରଖିଥିବା ଏହି ନମ୍ର େଛାଟ ପିଲାମାନଙ୍କ ମଧ୍ଯରୁ କାହାରିକୁ ପାପ ପଥରେ ଯଦି କହେି ଟାଣିନିଏ, ତାହା ହେଲେ ସହେି ଲୋକର ବକରେେ ଗୋଟିଏ ଚକି ପଥର ବାନ୍ଧି ଗଭୀର ସମୁଦ୍ର ରେ ତାକୁ ବୁଡ଼ଇେ ଦିଆୟିବ।

Cross references

ଗୀତସଂହିତା 105:15

ପରମେଶ୍ବର କହିଲେ, ଆମ୍ଭର ମନୋନୀତ ଲୋକମାନଙ୍କୁ ଆଘାତ କର ନାହିଁ। ଏବଂ ଆମ୍ଭର ଭବିଷ୍ଯଦ୍ବକ୍ତାଗଣଙ୍କର କୌଣସି କ୍ଷତି କର ନାହିଁ।

ଯିଖରିୟ 2:8

ସେ ଆମ୍ଭକୁ ସହେି ଦେଶମାନଙ୍କଠାରୁ ତୁମ୍ଭମାନଙ୍କୁ ଫରୋଇ ଆଣିବା ପାଇଁ ପଠାଇଲେ, ଯେଉଁମାନେ ତୁମ୍ଭକୁ ଲୁଟିଥିଲେ। ତୁମ୍ଭମାନେେ ତାଙ୍କର ଗୌରବ।

ଯିଖରିୟ 13:7

ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, ହେ ଖଡ୍ଗ, ୟାଅ! ଏବଂ ମଷେପାଳକ ଆମ୍ଭର ଘନିଷ୍ଠ ବନ୍ଧୁଙ୍କୁ ଆଘାତ କର। ମଷେପାଳକଙ୍କୁ ଆଘାତ କର, ଯେପରି ମଷେପଲ ପଳାଯନ କରିବେ। ଆମ୍ଭେ ଆପଣା ହସ୍ତ ସହେି କ୍ଷୁଦ୍ରମାନଙ୍କ ବିରୁଦ୍ଧ ରେ ଉଠାଇବା।

ମାଥିଉଲିଖିତ ସୁସମାଚାର 18:10

ସାବଧାନ ଏହି େଛାଟ ପିଲାମାନଙ୍କ ମଧ୍ଯରୁ କାହାହିକୁ ତୁଚ୍ଛ ମନେ କରନାହିଁ। ଏହି ପିଲାମାନଙ୍କ ପାଇଁ ସ୍ବର୍ଗ ରେ ଦୂତମାନେ ଅଛନ୍ତି। ଏବଂ ସହେି ଦୂତମାନେ ସ୍ବର୍ଗ ରେ ମାରେ ପରମପିତାଙ୍କ ସହିତ ସଦାସର୍ବଦେ ଅଛନ୍ତି।

ମାଥିଉଲିଖିତ ସୁସମାଚାର 18:14

ଠିକ୍ ସହେିଭଳି ସ୍ବର୍ଗ ରେ ରହୁଥିବା ତୁମ୍ଭର ପରମପିତା ଏହିଭଳି େଛାଟ ପିଲାମାନଙ୍କ ମଧ୍ଯରୁ କହେି ଜଣେ ହେଲେ ହଜି ଯାଉ ବୋଲି ଚାହାନ୍ତି ନାହିଁ।

ମାର୍କଲିଖିତ ସୁସମାଚାର 9:42

ଯଦି ଏହି େଛାଟ ଅ ବୋଧ ପିଲାମାନଙ୍କ ମଧ୍ଯରୁ ମାେତେ କହେି ବିଶ୍ବାସ କରୁଥାଏ ଏବଂ ଆଉ ଜଣେ ଲୋକ ସହେି ପିଲାଟିକୁ ପାପ କର୍ମ ରେ ଲିପ୍ତ କରାଏ, ତବେେ ସେ ଲୋକଟି ପାଇଁ ଏହା ଅତ୍ଯନ୍ତ ଖରାପ ହବେ। ସେ ଲୋକ ବକରେେ ଚକି ପଥରଟିଏ ବାନ୍ଧି ଦଇେ ତାକୁ ସମୁଦ୍ର ରେ ଫିଙ୍ଗି ଦବୋ ତା ପାଇଁ ଭଲ ହାଇେଥାଆନ୍ତା।

ଲୂକଲିଖିତ ସୁସମାଚାର 17:1

ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ କହିଲେ, ନିଶ୍ଚିତ ଭାବରେ ଏଭଳି ଘଟଣା ଘଟିବ, ଯେଉଁ କାରଣରୁ ଲୋକେ ପାପ କରିବେ। ମାତ୍ର ଯେଉଁ ଲୋକ ଦ୍ବାରା ଏଭଳି ଘଟଣାମାନ ଘଟିବ, ସହେି ଲୋକ ପାଇଁ ଏହା ବହୁତ ଖରାପ ହବେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 9:5

ଶାଉଲ କହିଲେ, ପ୍ରଭୁ, ତୁମ୍ଭେ କିଏ?

ରୋମୀୟଙ୍କ ପ୍ରତି ପତ୍ର 14:13

ତା ହେଲେ ଆମ୍ଭେ ଏକା ରକେକୁ ଦୋଷ ଦବୋ ବନ୍ଦ କରିବା ଉଚିତ। ଆମ୍ଭେ ଏପରି ସଂକଳ୍ପ ନବୋ ଦରକାର, ଯେପରି ଆମ୍ଭର କାର୍ୟ୍ଯ ଦ୍ବାରା ନିଜ ଭାଇ କି ଭଉଣୀ ପାପରେ ପଡିବେ ନାହିଁ।

ରୋମୀୟଙ୍କ ପ୍ରତି ପତ୍ର 14:21

ଯଦି ତୁମ୍ଭର ଭାଇ ବା ଭଉଣୀକୁ ତୁମ୍ଭର ଖାଇବା ଓ ପିଇବା ଦ୍ବାରା, ପାପକର୍ମ କରିବାକୁ ବାଧ୍ଯ କରେ, ତା ହେଲେ ତୁମ୍ଭେ ମାଂସ ନଖାଇବା ଓ ଦ୍ରାକ୍ଷାରସ ନ ପିଇବା ଅଧିକ ଭଲ। ଏପରି କୌଣସି କାମ କରିବା ଉଚିତ ନୁହେଁ ଯଦି ତାହା ତୁମ୍ଭ ଭାଇ ବା ଭଉଣୀଙ୍କୁ ପାପ କରିବା ପାଇଁ ସୁଯୋଗ ଦିଏ।

ରୋମୀୟଙ୍କ ପ୍ରତି ପତ୍ର 15:1

ଆମ୍ଭେ ଆମ୍ଭର ବିଶ୍ବାସ ପାଇଁ ବଳବାନ୍ ଅଟୁ। ଅତଏବ, ଦୁର୍ବଳ ଲୋକମାନଙ୍କୁ ଆମ୍ଭେ ସାହାୟ୍ଯ କରିବା ଉଚିତ ଏବଂ ସମାନଙ୍କେର ଦୁର୍ବଳତାରୁ ସମାନଙ୍କେୁ ଉଦ୍ଧାର କରିବା। ଆମ୍ଭେ କବଳେ ନିଜକୁ ଖୁସି ରଖିବା ପାଇଁ ଚେଷ୍ଟା କରିବା ଉଚିତ ନୁହେଁ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 8:9

କିନ୍ତୁ ନିଜର ସ୍ବାଧୀନତା ବିଷୟ ରେ ସାବଧାନ ରୁହ। ତୁମ୍ଭମାନଙ୍କର ଏହି ସ୍ବାଧୀନତା, ଦୁର୍ବଳ ବିଶ୍ବାସୀମାନଙ୍କୁ ପାପରେ ନ ପକାଉ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 10:32

ଏଭଳି କୌଣସି କାମ କର ନାହିଁ, ଯାହା ଦ୍ବାରା ୟିହୁଦୀ ବା ଅଣୟିହୁଦୀ ଲୋକେ ବା ପରମେଶ୍ବରଙ୍କ ମଣ୍ଡଳୀ ବାଧା ପାଇବେ।

ଥେସଲନୀକୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 1:6

ଯାହା ଠିକ୍ ପରମେଶ୍ବର ତାହା କରିବେ। ଯେଉଁ ଲୋକମାନେ ତୁମ୍ଭମାନଙ୍କୁ କଷ୍ଟ ଦିଅନ୍ତି, ପରମେଶ୍ବର ସମାନଙ୍କେୁ କଷ୍ଟ ଦବେେ।

Interlinear

Choose Theme