Home Bibles ☰ Books କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 10:24 · ଓଡ଼ିଆ ବାଇବେଲ
କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 10:24 · ଓଡ଼ିଆ ବାଇବେଲ

କୌଣସି ଲୋକ କବଳେ ନିଜର ସ୍ବାର୍ଥ ପାଇଁ ଚିନ୍ତିତ ହବୋ ଉଚିତ ନୁହେଁ, ବରଂ ସେ ଅନ୍ୟମାନଙ୍କର ମଙ୍ଗଳ ଚିନ୍ତା କରିବା ଉଚିତ।

Cross references

ରୋମୀୟଙ୍କ ପ୍ରତି ପତ୍ର 15:1

ଆମ୍ଭେ ଆମ୍ଭର ବିଶ୍ବାସ ପାଇଁ ବଳବାନ୍ ଅଟୁ। ଅତଏବ, ଦୁର୍ବଳ ଲୋକମାନଙ୍କୁ ଆମ୍ଭେ ସାହାୟ୍ଯ କରିବା ଉଚିତ ଏବଂ ସମାନଙ୍କେର ଦୁର୍ବଳତାରୁ ସମାନଙ୍କେୁ ଉଦ୍ଧାର କରିବା। ଆମ୍ଭେ କବଳେ ନିଜକୁ ଖୁସି ରଖିବା ପାଇଁ ଚେଷ୍ଟା କରିବା ଉଚିତ ନୁହେଁ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 9:19

ମୁଁ ସ୍ବାଧୀନ। କିନ୍ତୁ ମୁଁ ନିଜକୁ ସମସ୍ତଙ୍କ ଦାସ କରିଛି। ୟଦ୍ଦ୍ବାରା ମୁଁ ଅଧିକ ଲୋକଙ୍କୁ ଉଦ୍ଧାର କରି ପାରିବି।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 10:33

ମୁଁ ଏହି ନୀତି ଅନୁସରଣ କରେ। ମୁଁ ନିଜକୁ ଖୁସି ରଖିବା ପାଇଁ ଚେଷ୍ଟା କରେ ନାହିଁ, ମାତ୍ର ପ୍ରେତ୍ୟକକଙ୍କୁ ସମସ୍ତ କାର୍ୟ୍ଯ ରେ ସନ୍ତୁଷ୍ଟ କରିବାକୁ ଚା ହେଁ। ମୁଁ ଅନକଙ୍କେର ମଙ୍ଗଳ ଚିନ୍ତାକରେ ୟଦ୍ବାରା ସମାନେେ ପରିତ୍ରାଣ ପାଇ ପାରିବେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 13:5

ପ୍ ରମେ ଅନୁଚିତ ବ୍ଯବହାର କରେ ନାହିଁ, ସ୍ବାର୍ଥ ଚେଷ୍ଟା କରେ ନାହିଁ। ସହଜ ରେ ବିରକ୍ତ ହୁଏ ନାହିଁ। ପ୍ ରମେ କବେେ ହେଲେ ତା'ପ୍ରତି ହାଇେଥିବା ଅପକାରକୁ ମନ ରେଖ ନାହିଁ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 12:14

ମୁଁ ତୁମ୍ଭମାନଙ୍କ ପାଖକୁ ତୃତୀୟ ଥର ୟିବା ପାଇଁ ପ୍ରସ୍ତୁତ। ଓ ମୁଁ ତୁମ୍ଭମାନଙ୍କ ପାଇଁ ଭାରସ୍ବରୂପ ହବେି ନାହିଁ। ତୁମ୍ଭମାନଙ୍କର ଥିବା ସମ୍ପତ୍ତିରୁ ମୁଁ କିଛି ଇଚ୍ଛା କରେ ନାହିଁ। ପ୍ରତି ବଦଳ ରେ ମୁଁ ତୁମ୍ଭମାନଙ୍କୁ ଚା ହେଁ। ସନ୍ତାନମାନଙ୍କର ନିଜ ମାତାପିତା ଲାଗି କୌଣସି ସଞ୍ଚୟର ଆବଶ୍ଯକତା ନ ଥାଏ, କିନ୍ତୁ ସନ୍ତାନମାନଙ୍କ ଲାଗି ପିତାମାତା ସଞ୍ଚୟ କରନ୍ତି।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 2:4

କବଳେ ନିଜ ଜୀବନ ବିଷୟ ରେ ଆଗ୍ରହୀ ନ ହାଇେ, ଅନ୍ୟ ଲୋକମାନଙ୍କର ଜୀବନ ବିଷୟ ରେ ମଧ୍ଯ ଆଗ୍ରହୀ ହୁଅ।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 2:21

ସେ ପ୍ରକୃତ ରେ ତୁମ୍ଭ ପାଇଁ ମନୟୋଗୀ। ଅନ୍ୟ ଲୋକମାନେ କବଳେ ତାଙ୍କ ନିଜ ଜୀବନ ବିଷୟ ରେ ଆଗ୍ରହୀ ଅଟନ୍ତି। ଖ୍ରୀଷ୍ଟ ଯୀଶୁଙ୍କ କାର୍ୟ୍ଯ ରେ ସମାନେେ ଆଗ୍ରହୀ ନୁହଁନ୍ତି।

Interlinear

Choose Theme