Home Bibles ଗଣନା ପୁସ୍ତକ 4:5 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 4:5 · ଓଡ଼ିଆ ବାଇବେଲ

ଯେତବେେଳେ ଛାଉଣୀ ସ୍ଥାନାନ୍ତର କରିବାର ସମୟ ହୁଏ, ତାଙ୍କର ପୁତ୍ରଗଣ ପରଦା ରେ ପବିତ୍ର ନିଯମ ସିନ୍ଦୁକକୁ ଢାଙ୍କିବେ।

Cross references

ଯାତ୍ରା ପୁସ୍ତକ 25:10

ଶିଟୀମ କାଠର ଏକ ସିନ୍ଦୁକ ତିଆରି କର। ସହେି ପବିତ୍ର ସିନ୍ଦୁକ ଅଢଇେ ହାତ ଲମ୍ବ, ଦେଢ ହାତ ପ୍ରସ୍ଥ ଓ ଦେଢ ହାତ ଉଚ୍ଚ ହବେ।

ଯାତ୍ରା ପୁସ୍ତକ 26:31

ତୁମ୍ଭେ ନୀଳବର୍ଣ୍ଣ ଓ ଧୂମ୍ରବର୍ଣ୍ଣ ଓ ସିନ୍ଦୁର ବର୍ଣ୍ଣ ଶୁଭ୍ର କ୍ଷୋମ ସୂତ୍ର ରେ ଏକ ପରଦା ପ୍ରସ୍ତୁତ କରିବ। ସେଥି ରେ କିରୂବଦୂତଗଣର ଆକୃତିକୁ ଚିତ୍ରିତ କର।

ଯାତ୍ରା ପୁସ୍ତକ 36:35

ଏହା ପରେ ସମାନେେ ନୀଳଧୂମ୍ର, ସିନ୍ଦୁରବର୍ଣ୍ଣ ଓ ବଳାଶୁଭ୍ର ମହାପବିତ୍ର ଓ କିରୂବ ଦୂତଗଣ ଚିତ୍ରିତ ଏକ ବିଚ୍ଛଦବେସ୍ତ୍ର ପ୍ରସ୍ତୁତ କଲେ।

ଯାତ୍ରା ପୁସ୍ତକ 37:1

ବତ୍ସଲଲେ ଶିଟୀମ୍ କାଠ ରେ ଏକ ପବିତ୍ର ସିନ୍ଦୁକ ତିଆରି କଲେ। ଯାହାର ଲମ୍ବ ଥିଲା ଅଢଇେ ହାତ, ଦେଢ ହାତ ଚଉଡା ଏବଂ ଦେଢହାତ ଉଚ୍ଚ।

ଯାତ୍ରା ପୁସ୍ତକ 40:3

ତା' ମଧିଅରେ ସାକ୍ଷ ସିନ୍ଦୁକ ରଖି ବିଚ୍ଛଦେ ବସ୍ତ୍ର ଟଙ୍ଗାଇ ସହେି ସିନ୍ଦୁକ ଆଚ୍ଛାଦନ କରିବ।

ଗଣନା ପୁସ୍ତକ 2:16

ରୁବନେ ଛାଉଣୀର ସୈନ୍ଯ ସଂଖ୍ଯା ଗଣନା ଅନୁସାରେ 1,51,450 ସମାନେେ ଦ୍ବିତୀୟ ରେ ଅଗ୍ରସର ହବେେ।

ଗଣନା ପୁସ୍ତକ 3:27

ପୁଣି କହାତ୍ଠାରୁ ଅମ୍ରମୀଯ ବଂଶ ୟିଷ୍ହରୀଯ ବଂଶ, ଦିବ୍ରୋଣୀଯ ବଂଶ ଓ ଉଷୀଯଲେୀଯ ବଂଶ ଉତ୍ପନ୍ନ ହେଲେ। ଏମାନେ କହାତୀଯ ବଂଶ ହେଲେ।

ଗଣନା ପୁସ୍ତକ 4:15

ଏହି ରୂପେ ଯେତବେେଳେ ଛାଉଣୀ ଅଗ୍ରସର ହବୋ ବେଳେ ହାରୋଣ ଓ ତାଙ୍କର ପୁତ୍ରଗଣ ପବିତ୍ରସ୍ଥାନ ଓ ପବିତ୍ର ସମସ୍ତ ଆସବାବ ଦ୍ରବ୍ଯ ଢାଙ୍କି ଦବେେ। ତାହାପରେ କହାତ ପୁତ୍ରଗଣ ତାହା ବହନ କରିବା ପାଇଁ ଆସିବା ଉଚିତ୍। ସେଥିପାଇଁ ସମାନେେ ନିଶ୍ଚଯ କୌଣସି ପବିତ୍ର ବସ୍ତ୍ର ସ୍ପର୍ଶ କରିବେ ନାହିଁ ନ ହେଲେ ସମାନେ ମୁତ୍ଯୁବରଣ କରିବେ। ପବିତ୍ର ତମ୍ବୁ ରେ ଏହାହିଁ କହାତ ପୁତ୍ରଗଣର କର୍ତ୍ତବ୍ଯ ହବେ।

ଗଣନା ପୁସ୍ତକ 10:14

ପ୍ରଥମେ ଯିହୁଦା ଗୋଷ୍ଠୀର ଧ୍ବଜା ଆଗେ ଆଗେ ଗତିକଲା; ଆଉ ଅମ୍ମୀନାଦବର ପୁତ୍ର ନ ହଶାେନ ସମାନଙ୍କେର ଅଧିନାଯକ ଥିଲେ।

ଦିତୀୟ ଶାମୁୟେଲ 6:2

ଦାଉଦ ଏବଂ ତାଙ୍କର ଲୋକମାନେ ୟକ୍ସ୍ଟହକ୍ସ୍ଟଦା ରେ ବାଲିକକ୍ସ୍ଟ ଗଲେ। ସମାନେେ ବାଲିର ୟିହକ୍ସ୍ଟଦାଠାରକ୍ସ୍ଟ ପ୍ରଭକ୍ସ୍ଟଙ୍କର ପବିତ୍ର ସିନ୍ଦକ୍ସ୍ଟକ ଯିରୁଶାଲମକୁ ଆଣିବାକକ୍ସ୍ଟ ଗଲେ। ସହେି ପବିତ୍ର ସିନ୍ଦକ୍ସ୍ଟକ ସଦାପ୍ରଭୁଙ୍କର ସିଂହାସନ ତକ୍ସ୍ଟଲ୍ଯ ଥିଲା। ସହେି ପବିତ୍ର ସିନ୍ଦକ୍ସ୍ଟକ ଉପରେ କିରକ୍ସ୍ଟବ ଦୂତମାନଙ୍କର ପ୍ରତିମୂର୍ତ୍ତୀମାନ ଥିଲା ଏବଂ ସଦାପ୍ରଭୁ ସମାନଙ୍କେ ଉପରେ ବସକ୍ସ୍ଟଥିଲେ।

ଯିଶାଇୟ 25:7

ସମସ୍ତ ଗୋଷ୍ଠୀମାନଙ୍କ ଉପ ରେ ଯେଉଁ ଓଢ଼ଣି ପଡ଼ିଅଛି ଓ ସର୍ବଦେଶୀଯମାନଙ୍କ ଉପ ରେ ଯେଉଁ ବସ୍ତୁର ଆବରଣ ରହିଛି ତାକୁ ସବୁ ସଦାପ୍ରଭୁ ଏହି ପର୍ବତ ରେ ବିନାଶ' କରିବେ।

ମାଥିଉଲିଖିତ ସୁସମାଚାର 27:51

ତା'ପରେ ମନ୍ଦିରର ପରଦା ଉପରୁ ତଳ ପର୍ୟ୍ଯନ୍ତ ଚିରିଯାଇ ଦୁଇଖଣ୍ଡ ହାଇଗେଲା। ଭୂମିକମ୍ପ ହେଲା, ଓ ପଥର ମାନ ଫାଟି ଗଲା,

ଏବ୍ରୀ 9:3

ଦ୍ବିତୀୟ ପରଦା ପଛ ପଟ ରେ ଯେଉଁ ବଖରାଟି ଥିଲା ତାହାକୁ 'ମହାପବିତ୍ର ସ୍ଥାନ' କୁହାଯାଉଥିଲା।

ଏବ୍ରୀ 10:20

ଯୀଶୁଙ୍କ ଦ୍ବାରା ଖାଲିେ ଦିଆ ଯାଇଥିବା ଗୋଟିଏ ନୂତନ ବାଟ ଦଇେ ଆମ୍ଭେ ପ୍ରବେଶ କରି ପାରିବା। ଏହା ଏକ ଜୀବନ୍ତ ପଥ। ଏହି ନୂତନ ପଥଟି ପରଦା ମଧ୍ଯ ଦଇେ ଯାଏ ଯାହା କି ଯୀଶୁଙ୍କ ଶରୀର ଅଟେ।

Interlinear

Choose Theme