Home Bibles ଗଣନା ପୁସ୍ତକ 3:27 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 3:27 · ଓଡ଼ିଆ ବାଇବେଲ

ପୁଣି କହାତ୍ଠାରୁ ଅମ୍ରମୀଯ ବଂଶ ୟିଷ୍ହରୀଯ ବଂଶ, ଦିବ୍ରୋଣୀଯ ବଂଶ ଓ ଉଷୀଯଲେୀଯ ବଂଶ ଉତ୍ପନ୍ନ ହେଲେ। ଏମାନେ କହାତୀଯ ବଂଶ ହେଲେ।

Cross references

ଗଣନା ପୁସ୍ତକ 3:19

ପୁଣି ଆପଣା ବଂଶ ଅନୁସାରେ କାହାତର ପରିବାରବର୍ଗର ନାମ ଅମ୍ରମ, ୟିଷହର, ହିବ୍ରୋଣ ଓ ଉଷୀଯଲେ।

ଗଣନା ପୁସ୍ତକ 4:2

ତୁମ୍ଭମାନେେ ଲବେୀର ସନ୍ତାନଗଣ ମଧ୍ଯରୁ କହାତ ସନ୍ତାନମାନଙ୍କର ବଂଶ ଓ ପିତୃଗୃହ ଅନୁସାରେ ପୁରୁଷମାନଙ୍କୁ ଗଣନା କର।

ଯିହୋଶୂୟ 21:5

କହାତର ଅବଶିଷ୍ଟ ବଂଶଧରମାନେ ଇଫ୍ରଯିମ ବଂଶର ସମସ୍ତ ବଂଶରକ୍ସ୍ଟ ଓ ଦାନବଂଶ ଏବଂ ମନଃଶିର ଅର୍ଦ୍ଧବଂଶରକ୍ସ୍ଟ ଦଶ ନଗର ପାଇଲେ।

ପ୍ରଥମ ବଂଶାବଳୀ 23:12

କହାତଙ୍କର ଚାରିପୁତ୍ର ଥିଲେ। ସମାନେେ ହେଲେ ଅମ୍ରାମ୍, ୟିଷ୍ହର, ହିବ୍ରୋଣ ଓ ଉଷୀଯଲେ।

ପ୍ରଥମ ବଂଶାବଳୀ 26:23

ଅନ୍ୟ ନେତାମାନେ ଅମ୍ରାମୀ, ୟିଷହରୀଯ, ହିବ୍ରୋଣୀଯ ଓ ଉଷିଯଲଙ୍କେ ପରିବାରବର୍ଗରୁ ମନୋନୀତ ହାଇେଥିଲେ।

ଯିହିଜିକଲ 40:45

ପୁଣି ସେ ମାେତେ କହିଲେ, ଏହି ଦକ୍ଷିଣାଭିମୁଖୀ କଠାେରୀଟି ସଦାପ୍ରଭୁଙ୍କ ମନ୍ଦିରର ରକ୍ଷାକାରୀ ଯାଜକମାନଙ୍କ ପାଇଁ ଅଛି।

Interlinear

Choose Theme