Home Bibles ଯାତ୍ରା ପୁସ୍ତକ 37:1 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 37:1 · ଓଡ଼ିଆ ବାଇବେଲ

ବତ୍ସଲଲେ ଶିଟୀମ୍ କାଠ ରେ ଏକ ପବିତ୍ର ସିନ୍ଦୁକ ତିଆରି କଲେ। ଯାହାର ଲମ୍ବ ଥିଲା ଅଢଇେ ହାତ, ଦେଢ ହାତ ଚଉଡା ଏବଂ ଦେଢହାତ ଉଚ୍ଚ।

Cross references

ଯାତ୍ରା ପୁସ୍ତକ 25:10

ଶିଟୀମ କାଠର ଏକ ସିନ୍ଦୁକ ତିଆରି କର। ସହେି ପବିତ୍ର ସିନ୍ଦୁକ ଅଢଇେ ହାତ ଲମ୍ବ, ଦେଢ ହାତ ପ୍ରସ୍ଥ ଓ ଦେଢ ହାତ ଉଚ୍ଚ ହବେ।

ଯାତ୍ରା ପୁସ୍ତକ 26:33

ସୁବର୍ଣ୍ଣ କଡା ରେ ସହେି ପରଦା ଟାଙ୍ଗି ଦିଅ। ତା'ପରେ ପରଦାର ପଛପଟ ନିଯମ-ସିନ୍ଦୁକ ରଖ। ସହେି ପରଦାଟି ପବିତ୍ର ସ୍ଥାନରୁ ମହାପବିତ୍ର ସ୍ଥାନକୁ ପୃଥକ କରିବା ଉଚିତ୍।

ଯାତ୍ରା ପୁସ୍ତକ 31:7

ସମାଗମ ତମ୍ବୁ, ନିଯମ-ସିନ୍ଦୁକ,

ଯାତ୍ରା ପୁସ୍ତକ 40:3

ତା' ମଧିଅରେ ସାକ୍ଷ ସିନ୍ଦୁକ ରଖି ବିଚ୍ଛଦେ ବସ୍ତ୍ର ଟଙ୍ଗାଇ ସହେି ସିନ୍ଦୁକ ଆଚ୍ଛାଦନ କରିବ।

ଯାତ୍ରା ପୁସ୍ତକ 40:20

ଏହାପରେ ମାଶାେ ନିଯମର ନଳାକାର ପୁସ୍ତକକୁ ପବିତ୍ର ସିନ୍ଦୁକ ମଧିଅରେ ରଖିଲେ। ସେ ସାଙ୍ଗିକୁ ସିନ୍ଦୁକ ଉପରେ ରଖିଲେ ଏବଂ ସିନ୍ଦୁକ ଉପରେ ଆଚ୍ଛାଦନ ବସ୍ତ୍ର ଘୋଡାଇ ଦେଲେ।

ଗଣନା ପୁସ୍ତକ 10:33

ସମାନେେ ସଦାପ୍ରଭୁଙ୍କ ପର୍ବତରୁ ତିନିଦିନର ପଥ ଅତିକ୍ରମ କଲେ, ପୁଣି ସଦାପ୍ରଭୁଙ୍କ ନିଯମ ସିନ୍ଦୁକ ସମାନଙ୍କେ ନିମନ୍ତେ ବିଶ୍ରାମସ୍ଥାନ ଅନ୍ବଷେଣ କରିବା ପାଇଁ ସମାନଙ୍କେ ଆଗ ରେ ତିନିଦିନର ପଥ ଗଲା।

ପ୍ରଥମ ବଂଶାବଳୀ 2:20

ହୂର ଊରିଙ୍କର ପିତା ଥିଲେ। ଊରି ବତ୍ସଲଲଙ୍କେର ପିତା ଥିଲେ।

Interlinear

Choose Theme