ଗଣନା ପୁସ୍ତକ 2:16 · ଓଡ଼ିଆ ବାଇବେଲ
ରୁବନେ ଛାଉଣୀର ସୈନ୍ଯ ସଂଖ୍ଯା ଗଣନା ଅନୁସାରେ 1,51,450 ସମାନେେ ଦ୍ବିତୀୟ ରେ ଅଗ୍ରସର ହବେେ।
Cross references
ଗଣନା ପୁସ୍ତକ 2:9
ଯିହୁଦା ଛାଉଣୀର ସମୁଦାଯ ସୈନ୍ଯ ସଂଖ୍ଯା 1,86,400 ସମାନେେ ପ୍ରଥମେ ଅଗ୍ରସର ହବେେ।
ଗଣନା ପୁସ୍ତକ 2:24
ଇଫ୍ରଯିମ ଛାଉଣୀର ଗଣ୍ଯ ସୈନ୍ଯସଂଖ୍ଯା 1,08,100 ସମାନେେ ତୃତୀୟ ରେ ଅଗ୍ରସର ହବେେ।
ଗଣନା ପୁସ୍ତକ 2:31
ଦାନ ଛାଉଣୀ ରେ ମାଟେ ମନୁଷ୍ଯମାନଙ୍କର ସଂଖ୍ଯା 1,57,600 ସମାନେେ ସମାନଙ୍କେର ଧ୍ବଜା ଧରି ସମସ୍ତଙ୍କ ପଛ ରେ ଅଗ୍ରସର ହବେେ।
ଗଣନା ପୁସ୍ତକ 10:18
ତା'ପରେ ରୁବନେ ଗୋଷ୍ଠୀର ବିଭାଗର ଧ୍ବଜା ଚଳିଲା। ପୁଣି ଶଦଯରେର ପୁତ୍ର ଇଲୀଷୂର ସମାନଙ୍କେର ଅଧିନାଯକ ଥିଲେ।