Home Bibles ☰ Books ଯାତ୍ରା ପୁସ୍ତକ 36:35 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 36:35 · ଓଡ଼ିଆ ବାଇବେଲ

ଏହା ପରେ ସମାନେେ ନୀଳଧୂମ୍ର, ସିନ୍ଦୁରବର୍ଣ୍ଣ ଓ ବଳାଶୁଭ୍ର ମହାପବିତ୍ର ଓ କିରୂବ ଦୂତଗଣ ଚିତ୍ରିତ ଏକ ବିଚ୍ଛଦବେସ୍ତ୍ର ପ୍ରସ୍ତୁତ କଲେ।

Cross references

ଯାତ୍ରା ପୁସ୍ତକ 26:31

ତୁମ୍ଭେ ନୀଳବର୍ଣ୍ଣ ଓ ଧୂମ୍ରବର୍ଣ୍ଣ ଓ ସିନ୍ଦୁର ବର୍ଣ୍ଣ ଶୁଭ୍ର କ୍ଷୋମ ସୂତ୍ର ରେ ଏକ ପରଦା ପ୍ରସ୍ତୁତ କରିବ। ସେଥି ରେ କିରୂବଦୂତଗଣର ଆକୃତିକୁ ଚିତ୍ରିତ କର।

ଯାତ୍ରା ପୁସ୍ତକ 30:6

ମୁଁ ତୁମ୍ଭକୁ ଯେଉଁ ସ୍ଥାନ ରେ ସାକ୍ଷାତ କରିବି ତାହା ନିଯମ-ସିନ୍ଦୁକର ସମ୍ମୁଖ ରେ ଅଛି। ଯେଉଁଟାକି ପରଦା ପାଶର୍‌ବ ରେ ନିଯମ-ସିନ୍ଦୁକ ଆଚ୍ଛାଦକର ଆଗ ରେ ଅଛି।

ଯାତ୍ରା ପୁସ୍ତକ 40:21

ଏହାପରେ ମାଶାେ ସହେି ପବିତ୍ର ସିନ୍ଦୁକକୁ ନଇେ ପବିତ୍ର ତମ୍ବୁ ରେ ରଖିଲେ। ଆଚ୍ଛାଦନର ବିଚ୍ଛଦବେସ୍ତ୍ର ଟଙ୍ଗାଇଲେ, ଏହାକୁ ସୁରକ୍ଷା ରେ ରଖିବା ପାଇଁ। ଯେପରି ସଦାପ୍ରଭୁ ଆଜ୍ଞା କରିଥିଲେ।

ମାଥିଉଲିଖିତ ସୁସମାଚାର 27:51

ତା'ପରେ ମନ୍ଦିରର ପରଦା ଉପରୁ ତଳ ପର୍ୟ୍ଯନ୍ତ ଚିରିଯାଇ ଦୁଇଖଣ୍ଡ ହାଇଗେଲା। ଭୂମିକମ୍ପ ହେଲା, ଓ ପଥର ମାନ ଫାଟି ଗଲା,

ଏବ୍ରୀ 10:20

ଯୀଶୁଙ୍କ ଦ୍ବାରା ଖାଲିେ ଦିଆ ଯାଇଥିବା ଗୋଟିଏ ନୂତନ ବାଟ ଦଇେ ଆମ୍ଭେ ପ୍ରବେଶ କରି ପାରିବା। ଏହା ଏକ ଜୀବନ୍ତ ପଥ। ଏହି ନୂତନ ପଥଟି ପରଦା ମଧ୍ଯ ଦଇେ ଯାଏ ଯାହା କି ଯୀଶୁଙ୍କ ଶରୀର ଅଟେ।

Interlinear

Choose Theme