Home Bibles ☰ Books ଗଣନା ପୁସ୍ତକ 4:35 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 4:35 · ଓଡ଼ିଆ ବାଇବେଲ

ତିରିଶ ବର୍ଷ ଠାରୁ ପଚାଶ ବର୍ଷ ବଯସ୍କ ପର୍ୟ୍ଯନ୍ତ ଯେଉଁମାନେ ସମାଗମ ତମ୍ବୁ ରେ କର୍ମ କରିବା ନିମନ୍ତେ ସବେକ ଶେଣ୍ରୀଭୁକ୍ତ ହବେେ, ସମାନଙ୍କେୁ ଗଣନା କଲେ।

Cross references

ଗଣନା ପୁସ୍ତକ 4:3

ତିରିଶ ବର୍ଷଠାରୁ ପଚାଶ ବର୍ଷ ବଯସ୍କ ପର୍ୟ୍ଯନ୍ତ, ଯେଉଁମାନେ ସମାଗମ ତମ୍ବୁ ରେ କାର୍ୟ୍ଯ କରିବାକୁ ୟୋଗ୍ଯ ସମାନଙ୍କେୁ ଗଣନା କର।

ଗଣନା ପୁସ୍ତକ 4:23

ଯେଉଁମାନେ ତିରିଶ ବର୍ଷଠାରୁ ପଚାଶବର୍ଷ ମଧିଅରେ ଓ ସମାଗମ ତମ୍ବୁ ରେ ସବୋ କରି ପାରିବେ, ସମାନଙ୍କେୁ ଗଣନା କର।

ଗଣନା ପୁସ୍ତକ 4:30

ତିରିଶ ବର୍ଷଠାରୁ ପଚାଶ ବର୍ଷ ପର୍ୟ୍ଯନ୍ତ ବଯସ୍କ ଯେଉଁ ମାନେ ସମାଗମ ତମ୍ବୁ ରେ କାର୍ୟ୍ଯ କରିପାରିବେ, ସମାନଙ୍କେୁ ଗଣନା କରିବ।

ଗଣନା ପୁସ୍ତକ 4:39

ତିରିଶ ବର୍ଷ ବଯସ୍କଠାରୁ ପଚାଶ ବର୍ଷ ବଯସ୍କ ପର୍ୟ୍ଯନ୍ତ ଯେଉଁମାନେ ସମାଗମ ତମ୍ବୁ ରେ କର୍ମ କରିବା ନିମନ୍ତେ ସବେକ ଶେଣ୍ରୀଭୁକ୍ତ ହେଲେ ସମାନଙ୍କେୁ ଗଣା ଗଲା।

ଗଣନା ପୁସ୍ତକ 4:43

ତିରିଶ ବର୍ଷ ବଯସ୍କଠାରୁ ପଚାଶବର୍ଷ ବଯସ୍କ ପର୍ୟ୍ଯନ୍ତ ଯେଉଁମାନେ ସମାଗମ ତମ୍ବୁ ରେ କର୍ମ କରିବା ନିମନ୍ତେ ସବେକ ଶେଣ୍ରୀଭୁକ୍ତ ହେଲେ, ସମାନେେ ଗଣ୍ଯ ହେଲେ।

ଗଣନା ପୁସ୍ତକ 4:47

ତିରିଶ ବର୍ଷ ବଯସ୍କଠାରୁ ପଚାଶ ବର୍ଷ ବଯସ୍କ ପର୍ୟ୍ଯନ୍ତ ଯେଉଁମାନେ ସମାଗମ ତମ୍ବୁ ରେ ସବୋକାର୍ୟ୍ଯ ରେ ଓ ଭାର ବହିବା କର୍ମ ରେ ନୀୟୁକ୍ତ ହେଲେ, ସମାନେେ ସମସ୍ତେ ଗଣା ଗଲେ।

ଗଣନା ପୁସ୍ତକ 8:24

ଏହା ହେଉଛି ଲବେୀୟମାନଙ୍କ ବ୍ଯବସ୍ଥା ପାତ୍ର। ପଚିଶ ବର୍ଷରୁ ଅଧିକ ଲବେୀୟମାନେ ସମାଗମ ତମ୍ବୁ ରେ ସବୋକାର୍ୟ୍ଯ କରିବା ନିମନ୍ତେ ମନୋନୀତ ହବେେ।

ପ୍ରଥମ ବଂଶାବଳୀ 23:3

ଯେଉଁ ଲବେୀୟମାନେ 30 ବର୍ଷ ବଯସ୍କ ଓ ତଦୁଦ୍ଧର୍‌ବ ଥିଲେ, ଦାଉଦ ସମାନଙ୍କେୁ ଗଣନା କଲେ। ସମୁଦାଯ 38,000 ଲବେୀୟ ହେଲେ।

ପ୍ରଥମ ବଂଶାବଳୀ 23:24

ଏହିମାନେ ଲବେୀଙ୍କ ଗୋଷ୍ଠୀର ଥିଲେ। ସମାନେେ ସମାନଙ୍କେର ପରିବାର ଦ୍ବାରା ତାଲିକାଭୁକ୍ତ ହାଇେଥିଲେ। ସମାନେେ ପରିବାରର ମୁଖ୍ଯ ଥିଲେ। ପ୍ରେତ୍ୟକକ ଲୋକର ନାମ ତାଲିକାଭୁକ୍ତ କରାଗଲା। ଯେଉଁ ଲୋକମାନଙ୍କର ନାମ ତାଲିକାଭୁକ୍ତ କରାଗଲା, ସମାନେେ କୋଡ଼ିଏ ବର୍ଷ ବା ତଦୁଦ୍ଧର୍‌ବ ବଯସର ଥିଲେ। ସମାନେେ ସଦାପ୍ରଭୁଙ୍କ ମନ୍ଦିର ରେ ସବୋକାର୍ୟ୍ଯ କଲେ।

ପ୍ରଥମ ବଂଶାବଳୀ 23:26

ତେଣୁ ଲବେୀୟମାନଙ୍କୁ ଆଉ ପବିତ୍ର ତମ୍ବୁ କିଅବା ସେଥି ରେ ବ୍ଯବହୃତ ସାମଗ୍ରୀଗୁଡ଼ିକୁ ବୋହିକରି ନବୋକୁ ପଡ଼ିବ ନାହିଁ।

ପ୍ରଥମ ବଂଶାବଳୀ 28:13

ଦାଉଦ ଶଲୋମନଙ୍କୁ ଯାଜକ ଓ ଲବେୀୟମାନଙ୍କ ଦଳ ବିଷଯ ରେ କହିଲେ। ଦାଉଦ ଶଲୋମନଙ୍କୁ ସଦାପ୍ରଭୁଙ୍କ ମନ୍ଦିରର ସବୋକାର୍ୟ୍ଯ ବିଷଯକ ସମସ୍ତ କାର୍ୟ୍ଯ ଓ ମନ୍ଦିର ସବୋ ରେ ବ୍ଯବହୃତ ସକଳ ସାମଗ୍ରୀ ବିଷଯ ରେ କହିଲେ।

ଲୂକଲିଖିତ ସୁସମାଚାର 3:23

ଯୀଶୁ ଉପଦେଶ ପ୍ରଦାନ କାର୍ୟ୍ଯ ଆରମ୍ଭ କରିବା ବଳକେୁ ତାହାଙ୍କୁ ପ୍ରାୟ ତିରିଶ ବର୍ଷ ବୟସ ହାଇେଥିଲା। ଲୋକଙ୍କ ଧାରଣା ଅନୁସାରେ ଯୀଶୁ ୟୋ ସଫଙ୍କେ ପୁତ୍ର।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 3:6

କିନ୍ତୁ ଜଣେ ଅଧ୍ଯକ୍ଷ ନୂତନ ଶିଷ୍ଯ ହାଇେ ନ ଥିବେ। ନୂତନ ବିଶ୍ବାସୀଙ୍କୁ ଅଧ୍ଯକ୍ଷ କରାଗଲେ, ତାହା ତାହାଙ୍କୁ ଅତିଶୟ ଗର୍ବୀ କରିପା ରେ। ଏଭଳି ପରିସ୍ଥିତି ରେ ତା'ର ଗର୍ବ ଲାଗି ସେ ଶୟତାନ ଭଳି ଦୋଷୀ ହାଇେ ଦଣ୍ଡିତ ହବେ।

Interlinear

Choose Theme