Home Bibles ☰ Books ଗଣନା ପୁସ୍ତକ 4:23 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 4:23 · ଓଡ଼ିଆ ବାଇବେଲ

ଯେଉଁମାନେ ତିରିଶ ବର୍ଷଠାରୁ ପଚାଶବର୍ଷ ମଧିଅରେ ଓ ସମାଗମ ତମ୍ବୁ ରେ ସବୋ କରି ପାରିବେ, ସମାନଙ୍କେୁ ଗଣନା କର।

Cross references

ଗଣନା ପୁସ୍ତକ 4:3

ତିରିଶ ବର୍ଷଠାରୁ ପଚାଶ ବର୍ଷ ବଯସ୍କ ପର୍ୟ୍ଯନ୍ତ, ଯେଉଁମାନେ ସମାଗମ ତମ୍ବୁ ରେ କାର୍ୟ୍ଯ କରିବାକୁ ୟୋଗ୍ଯ ସମାନଙ୍କେୁ ଗଣନା କର।

ଗଣନା ପୁସ୍ତକ 8:25

ପୁଣି ସମାନେେ ପଚାଶବର୍ଷ ବଯସ୍କ ହେଲେ ସବୋ କର୍ମରୁ ଅବସର ନଇେ ଆଉ ସବୋକରିବେ ନାହିଁ।

ପ୍ରଥମ ବଂଶାବଳୀ 23:3

ଯେଉଁ ଲବେୀୟମାନେ 30 ବର୍ଷ ବଯସ୍କ ଓ ତଦୁଦ୍ଧର୍‌ବ ଥିଲେ, ଦାଉଦ ସମାନଙ୍କେୁ ଗଣନା କଲେ। ସମୁଦାଯ 38,000 ଲବେୀୟ ହେଲେ।

ପ୍ରଥମ ବଂଶାବଳୀ 23:24

ଏହିମାନେ ଲବେୀଙ୍କ ଗୋଷ୍ଠୀର ଥିଲେ। ସମାନେେ ସମାନଙ୍କେର ପରିବାର ଦ୍ବାରା ତାଲିକାଭୁକ୍ତ ହାଇେଥିଲେ। ସମାନେେ ପରିବାରର ମୁଖ୍ଯ ଥିଲେ। ପ୍ରେତ୍ୟକକ ଲୋକର ନାମ ତାଲିକାଭୁକ୍ତ କରାଗଲା। ଯେଉଁ ଲୋକମାନଙ୍କର ନାମ ତାଲିକାଭୁକ୍ତ କରାଗଲା, ସମାନେେ କୋଡ଼ିଏ ବର୍ଷ ବା ତଦୁଦ୍ଧର୍‌ବ ବଯସର ଥିଲେ। ସମାନେେ ସଦାପ୍ରଭୁଙ୍କ ମନ୍ଦିର ରେ ସବୋକାର୍ୟ୍ଯ କଲେ।

ପ୍ରଥମ ବଂଶାବଳୀ 23:27

ଇଶ୍ରାୟେଲୀୟମାନଙ୍କୁ ଦାଉଦଙ୍କର ଶଷେ ଆଦେଶ ଥିଲା ଲବେୀୟ ଗୋଷ୍ଠୀର ବଂଶଧରମାନଙ୍କୁ ଗଣିବାକୁ କହିବା। ଯେଉଁ ଲବେୀୟ ବ୍ଯକ୍ତି 20 ବର୍ଷ ବା ତଦୁଦ୍ଧର୍‌ବ ବଯସର ଥିଲେ, ସମାନେେ ସମାନଙ୍କେୁ ଗଣନା କଲେ।

ଯିଶାଇୟ 63:1

ଇଦୋମରୁ, ଲାଲରଙ୍ଗ ବସ୍ତ୍ର ପରିହିତ ବସୋରାରୁ ଏ ଯେ ଆସୁଛନ୍ତି, ସେ କିଏ ? ନିଜ ପରିଧଯେ ବସ୍ତ୍ର ରେ ଗୌରବନ୍ବିତ ଓ ନିଜ ମହାଶକ୍ତି ରେ ୟିଏ ବିଜେ କରୁଛନ୍ତି, ସେ କିଏ ? ସଦାପ୍ରଭୁ କୁହନ୍ତି, ଆମ୍ଭେ ଧର୍ମବାଦୀ ଓ ପରିତ୍ରାଣ କରିବାକୁ ସମର୍ଥ ଅଟୁଁ।

ରୋମୀୟଙ୍କ ପ୍ରତି ପତ୍ର 7:14

ମୁଁ ଜାଣେ ଯେ ବ୍ଯବସ୍ଥା ହେଉଛି ଆତ୍ମିକ। କନ୍ତୁ ମୁଁ ଆତ୍ମକ ନୁହେଁ। ପାପର ଦାସ ଭଳି ମୁଁ ତା' ପାଖ ରେ ବିକ୍ରି ହାଇେ ଯାଈଛି। ମୁଁ ଯାହାକରେ ତାହା ମୁଁ ବୁଝେ ନାହିଁ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 9:7

ସନୋବାହିନୀ ରେ କୌଣସି ସୈନିକ କ'ଣ ନିଜ ଖର୍ଚ୍ଚ ରେ ୟୁଦ୍ଧ କରେ ? କୌଣସି ଲୋକ କ'ଣ ଅଙ୍ଗୁର ବଗିଚା ଲଗାଏ ଓ ନିଜେ ଏହାର ଫଳ ଖାଏ ନାହିଁ। ଏପରି କେଉଁ ଲୋକ ଅଛି, ଯେ ମଷେପାଳନ କରି ନିଜ ପାଇଁ ମଷଦେୁଧ ନିଏ ନାହିଁ ?

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 6:7

ପ୍ରେତ୍ୟକକ କଥା ରେ ଆମ୍ଭେ ଆମ୍ଭର ଧାର୍ମିକ ଜୀବନ ପ୍ରଣାଳୀକୁ ରକ୍ଷାଢ଼ାଲ ଭାବରେ ବ୍ଯବହାର କରୁ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 10:3

ଆମ୍ଭେ ମଧ୍ଯ ଜଗତ ରେ ରହୁଛୁ। କିନ୍ତୁ ଆମ୍ଭ ଜାଗତିକ ଲୋକଙ୍କ ଭଳି ସଂଗ୍ରାମ କରୁ ନାହୁଁ।

ଗାଲାତୀୟଙ୍କ ପ୍ରତି ପତ୍ର 5:17

ଆମ୍ଭର ପାପମୟ ସ୍ବଭାବର ଇଚ୍ଛା ପବିତ୍ର ଆତ୍ମାଙ୍କର ବିରୋଧୀ ଓ ପବିତ୍ର ଆତ୍ମା ପାପମୟ ସ୍ବଭାବର ବିରୋଧୀ ଅଟନ୍ତି। ଏହି ଦୁଇ ବିଷୟ ପରସ୍ପରର ବିରୋଧୀ ଅଟନ୍ତି। ସେଥିପାଇଁ ତୁମ୍ଭମାନେେ ପ୍ରକୃତ ରେ ଯାହା କରିବାକୁ ଇଚ୍ଛା କର, ତାହା କରି ପାର ନାହିଁ।

ଗାଲାତୀୟଙ୍କ ପ୍ରତି ପତ୍ର 5:24

ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କର, ସମାନେେ ନିଜର ମନର ଆବଗେ ଓ ପାପମୟ ସ୍ବଭାବକୁ କ୍ରୁଶ ରେ ବିଦ୍ଧ କରିଛନ୍ତି। ସମାନେେ ନିଜର ସ୍ବାର୍ଥପର ମନୋଭାବ ଓ ମନ୍ଦକାର୍ୟ୍ଯ ସବୁକୁ ତ୍ଯାଗ କରିଛନ୍ତି।

ଏଫିସୀୟଙ୍କ ପ୍ରତି ପତ୍ର 6:10

ଏହି ପତ୍ର ସମାପ୍ତ କଲା ସମୟରେ ମୁଁ କୁ ହେ, ପ୍ରଭୁଙ୍କଠା ରେ ଓ ତାହାଙ୍କର ମହାନ ଶକ୍ତି ରେ ବଳବାନ ହୁଅ।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 1:18

ତୀମଥି ! ତୁମ୍ଭେ ମାେ ପୁତ୍ର ଭଳି। ମୁଁ ତୁମ୍ଭକୁ ଏହି ଆଦେଶ ଦେଉଛି। ଅତୀତ ରେ ତୁମ୍ଭ ବିଷୟ ରେ ଯାହା ସବୁ ଭବିଷ୍ଯଦ୍ ବାଣୀ କୁହା ଯାଇଥିଲା, ତା'ସହିତ ଏହି ଆଦେଶଟି ଏକମତ ଅଟେ। ମୁଁ ତୁମ୍ଭକୁ ଏଗୁଡ଼ିକ କହୁଛି, ଯେପରି ତୁମ୍ଭେ ସହେି ଭବିଷ୍ଯଦ୍ ବାଣୀର ଅନୁସରଣ କରିବ ଓ ବିଶ୍ବାସର ଉତ୍ତମ ଲଢ଼ଇେ ଲଢ଼ି ପାରିବ।

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 2:3

ଆମ୍ଭ ସମସ୍ତଙ୍କ କଷ୍ଟ ରେ ଭାଗୀ ହୁଅ। ଖ୍ରୀଷ୍ଟଯୀଶୁଙ୍କ ଜଣେ ଅନୁଗତ ଓ ପ୍ରକୃତ ସୈନିକ ଭାବରେ ସହେି କଷ୍ଟଗୁଡ଼ିକ ସହିଯାଅ।

Interlinear

Choose Theme