ତିରିଶ ବର୍ଷ ବଯସ୍କଠାରୁ ପଚାଶ ବର୍ଷ ବଯସ୍କ ପର୍ୟ୍ଯନ୍ତ ଯେଉଁମାନେ ସମାଗମ ତମ୍ବୁ ରେ ସବୋକାର୍ୟ୍ଯ ରେ ଓ ଭାର ବହିବା କର୍ମ ରେ ନୀୟୁକ୍ତ ହେଲେ, ସମାନେେ ସମସ୍ତେ ଗଣା ଗଲେ।
Cross references
ତିରିଶ ବର୍ଷଠାରୁ ପଚାଶ ବର୍ଷ ବଯସ୍କ ପର୍ୟ୍ଯନ୍ତ, ଯେଉଁମାନେ ସମାଗମ ତମ୍ବୁ ରେ କାର୍ୟ୍ଯ କରିବାକୁ ୟୋଗ୍ଯ ସମାନଙ୍କେୁ ଗଣନା କର।
ଏହି ରୂପେ ଯେତବେେଳେ ଛାଉଣୀ ଅଗ୍ରସର ହବୋ ବେଳେ ହାରୋଣ ଓ ତାଙ୍କର ପୁତ୍ରଗଣ ପବିତ୍ରସ୍ଥାନ ଓ ପବିତ୍ର ସମସ୍ତ ଆସବାବ ଦ୍ରବ୍ଯ ଢାଙ୍କି ଦବେେ। ତାହାପରେ କହାତ ପୁତ୍ରଗଣ ତାହା ବହନ କରିବା ପାଇଁ ଆସିବା ଉଚିତ୍। ସେଥିପାଇଁ ସମାନେେ ନିଶ୍ଚଯ କୌଣସି ପବିତ୍ର ବସ୍ତ୍ର ସ୍ପର୍ଶ କରିବେ ନାହିଁ ନ ହେଲେ ସମାନେ ମୁତ୍ଯୁବରଣ କରିବେ। ପବିତ୍ର ତମ୍ବୁ ରେ ଏହାହିଁ କହାତ ପୁତ୍ରଗଣର କର୍ତ୍ତବ୍ଯ ହବେ।
ଯେଉଁମାନେ ତିରିଶ ବର୍ଷଠାରୁ ପଚାଶବର୍ଷ ମଧିଅରେ ଓ ସମାଗମ ତମ୍ବୁ ରେ ସବୋ କରି ପାରିବେ, ସମାନଙ୍କେୁ ଗଣନା କର।
ତିରିଶ ବର୍ଷଠାରୁ ପଚାଶ ବର୍ଷ ପର୍ୟ୍ଯନ୍ତ ବଯସ୍କ ଯେଉଁ ମାନେ ସମାଗମ ତମ୍ବୁ ରେ କାର୍ୟ୍ଯ କରିପାରିବେ, ସମାନଙ୍କେୁ ଗଣନା କରିବ।
ଏହିମାନେ କାହାତୀଯ ବଂଶର ଲୋକ ଯେଉଁମାନେ ସମାଗମ ତମ୍ବୁ ରେ ସବୋକାର୍ୟ୍ଯ ରେ ନିୟୁକ୍ତି ହେଲେ, ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମାଶାେ ଓ ହାରୋଣ ସମାନଙ୍କେୁ ଗଣନା କଲେ।
ଯେଉଁ ଲବେୀୟମାନେ 30 ବର୍ଷ ବଯସ୍କ ଓ ତଦୁଦ୍ଧର୍ବ ଥିଲେ, ଦାଉଦ ସମାନଙ୍କେୁ ଗଣନା କଲେ। ସମୁଦାଯ 38,000 ଲବେୀୟ ହେଲେ।
ଇଶ୍ରାୟେଲୀୟମାନଙ୍କୁ ଦାଉଦଙ୍କର ଶଷେ ଆଦେଶ ଥିଲା ଲବେୀୟ ଗୋଷ୍ଠୀର ବଂଶଧରମାନଙ୍କୁ ଗଣିବାକୁ କହିବା। ଯେଉଁ ଲବେୀୟ ବ୍ଯକ୍ତି 20 ବର୍ଷ ବା ତଦୁଦ୍ଧର୍ବ ବଯସର ଥିଲେ, ସମାନେେ ସମାନଙ୍କେୁ ଗଣନା କଲେ।
ଏହି ଭଳି ଆମ୍ଭକୁ ପରମେଶ୍ବରଙ୍କ ଅନୁଗ୍ରହରୁ, ବିଭିନ୍ନ ସବୁ ଅନୁଗ୍ରହ ଦାନମାନ ମିଳିଛି। ଜଣେ ତା'ଠା ରେ ଥିବା ବିଶ୍ବାସ ଅନୁସାରେ ତାହାକୁ ବ୍ଯବହାର କରୁ। ଯଦି କାହାକୁ ଭବିଷ୍ଯଦ୍ ବାଣୀର ଦାନ ମିଳିଛି, ତା' ହେଲେ ସେ ନିଜର ବିଶ୍ବାସ ଅନୁସାରେ ଭବିଷ୍ଯଦ୍ ବାଣୀ କରୁ।
ଆତ୍ମାଙ୍କ ଦାନ ଅନକେ ପ୍ରକାରର, କିନ୍ତୁ ସଗେୁଡ଼ିକ ସହେି ଏକ ପବିତ୍ର ଆତ୍ମାଙ୍କଠାରୁ ଆସିଥାଏ।