ପ୍ରଥମ ବଂଶାବଳୀ 23:3 · ଓଡ଼ିଆ ବାଇବେଲ
ଯେଉଁ ଲବେୀୟମାନେ 30 ବର୍ଷ ବଯସ୍କ ଓ ତଦୁଦ୍ଧର୍ବ ଥିଲେ, ଦାଉଦ ସମାନଙ୍କେୁ ଗଣନା କଲେ। ସମୁଦାଯ 38,000 ଲବେୀୟ ହେଲେ।
Cross references
ଗଣନା ପୁସ୍ତକ 4:2
ତୁମ୍ଭମାନେେ ଲବେୀର ସନ୍ତାନଗଣ ମଧ୍ଯରୁ କହାତ ସନ୍ତାନମାନଙ୍କର ବଂଶ ଓ ପିତୃଗୃହ ଅନୁସାରେ ପୁରୁଷମାନଙ୍କୁ ଗଣନା କର।
ଗଣନା ପୁସ୍ତକ 4:3
ତିରିଶ ବର୍ଷଠାରୁ ପଚାଶ ବର୍ଷ ବଯସ୍କ ପର୍ୟ୍ଯନ୍ତ, ଯେଉଁମାନେ ସମାଗମ ତମ୍ବୁ ରେ କାର୍ୟ୍ଯ କରିବାକୁ ୟୋଗ୍ଯ ସମାନଙ୍କେୁ ଗଣନା କର।
ଗଣନା ପୁସ୍ତକ 4:46
ତେଣୁ ମାଶାେ, ହାରୋଣ ଓ ଇଶ୍ରାୟେଲର ଅଧିପତିଗଣ ଲବେୀୟମାନଙ୍କୁ ସମାନଙ୍କେର ପରିବାରବର୍ଗ ଓ ପିତୃଗୃହ ଅନୁସାରେ ଗଣନା କଲେ।
ପ୍ରଥମ ବଂଶାବଳୀ 23:24
ଏହିମାନେ ଲବେୀଙ୍କ ଗୋଷ୍ଠୀର ଥିଲେ। ସମାନେେ ସମାନଙ୍କେର ପରିବାର ଦ୍ବାରା ତାଲିକାଭୁକ୍ତ ହାଇେଥିଲେ। ସମାନେେ ପରିବାରର ମୁଖ୍ଯ ଥିଲେ। ପ୍ରେତ୍ୟକକ ଲୋକର ନାମ ତାଲିକାଭୁକ୍ତ କରାଗଲା। ଯେଉଁ ଲୋକମାନଙ୍କର ନାମ ତାଲିକାଭୁକ୍ତ କରାଗଲା, ସମାନେେ କୋଡ଼ିଏ ବର୍ଷ ବା ତଦୁଦ୍ଧର୍ବ ବଯସର ଥିଲେ। ସମାନେେ ସଦାପ୍ରଭୁଙ୍କ ମନ୍ଦିର ରେ ସବୋକାର୍ୟ୍ଯ କଲେ।