Home Bibles ଗଣନା ପୁସ୍ତକ 3:36 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 3:36 · ଓଡ଼ିଆ ବାଇବେଲ

ମରାରି ପରିବାରର ସଭ୍ଯମାନେ କାଠପଟାଗୁଡିକ, ଅର୍ଗଳଗୁଡିକ, ସ୍ତମ୍ଭସମସ୍ତ, ଭିତ୍ତିସମସ୍ତ ଏବଂ ଅନ୍ୟସମସ୍ତ ସାମଗ୍ରୀ ଏବଂ ଏହି ସମ୍ବନ୍ଧୀଯ କାର୍ୟ୍ଯର ଦାଯିତ୍ବ ବହନ କରିବେ।

Cross references

ଯାତ୍ରା ପୁସ୍ତକ 26:15

ପବିତ୍ର ତମ୍ବୁର ତକ୍ତା ଶିଟୀମ୍ କାଠ ରେ ତିଆରି ହବୋ ଉଚିତ୍।

ଯାତ୍ରା ପୁସ୍ତକ 26:32

ତୁମ୍ଭେ ସହେି ପରଦାକୁ ଶିଟୀମ୍ କାଠର ଚାରି ସ୍ତମ୍ଭ ଉପରେ ଟାଙ୍ଗିବ ଏବଂ ସଗେୁଡିକୁ ସୁବର୍ଣ୍ଣ ରେ ଆଚ୍ଛାଦନ କର। ସୁବର୍ଣ୍ଣର ଆଙ୍କୁଡା ସହିତ ସ୍ତମ୍ଭ ଉପରେ ରୂପାର ଆଧାର ବ୍ଯବହାର କର।

ଯାତ୍ରା ପୁସ୍ତକ 26:37

ସହେି ଆଚ୍ଛାଦନ ବସ୍ତ୍ର ନିମନ୍ତେ ପାଞ୍ଚ ଗୋଟି ଶିଟୀମ୍ କାଠର ସ୍ତମ୍ଭ ନିର୍ମାଣ କରି ସୁବର୍ଣ୍ଣ ମଡାଇବ। ପୁଣି ସୁବର୍ଣ୍ଣ ରେ ତହିଁର ଆଙ୍କୁଡା କରିବ। ତହିଁ ନିମନ୍ତେ ପିତ୍ତଳର ପାଞ୍ଚ ଚୁଙ୍ଗୀ ଢାଳିବ।

ଯାତ୍ରା ପୁସ୍ତକ 27:9

ପବିତ୍ର ତମ୍ବୁ ପାଇଁ ଏକ ପ୍ରାଙ୍ଗଣ ତିଆରି କର। ସହେି ପ୍ରାଙ୍ଗଣର ଦକ୍ଷିଣ ଦିଗ ରେ ବଳା ଶୁଭ୍ର କ୍ଷୋମ ସୂତା ନିର୍ମିତ ପରଦା ରହିବା ଉଚିତ୍। ଏହାର ଲମ୍ବ ଏକ ଶହ ହାତ ହବୋ ଉଚିତ୍।

ଯାତ୍ରା ପୁସ୍ତକ 35:11

ତହିଁର ତମ୍ବୁ ଓ ଛାତ, ଘୁଣ୍ଡି, ପଟା ଓ ଅର୍ଗଳ, ସ୍ତମ୍ଭ ଓ ଚୁଙ୍ଗୀ,

ଯାତ୍ରା ପୁସ୍ତକ 35:18

ତମ୍ବୁର ମେଖ, ପ୍ରାଙ୍ଗଣର ଖିଲ ଓ ଉଭୟର ରଜ୍ଜୁ।

ଯାତ୍ରା ପୁସ୍ତକ 36:20

ଏହାପରେ ଶିଳ୍ପୀମାନେ ଶିଟୀମ୍ କାଠ ରେ ପବିତ୍ର ତମ୍ବୁ ନିମିତ୍ତ ଠିଆ ପଟା ତିଆରି କଲେ.

ଯାତ୍ରା ପୁସ୍ତକ 36:36

ସମାନେେ ତା'ପାଇଁ ଶିଟୀମ୍ କାଠର ଚାରିସ୍ତମ୍ଭ କରି ସୁବର୍ଣ୍ଣ ରେ ମଡାଇଲେ। ଏବଂ ସେସବୁର ଆଙ୍କଡା ସୁନା ରେ ତିଆରି କଲେ ଓ ତହିଁ ନିମନ୍ତେ ରୂପାର ଚାରୋଟୀ ଚୁଙ୍ଗୀ ଢାଳିଲେ।

ଯାତ୍ରା ପୁସ୍ତକ 38:17

ପୁଣି ସ୍ତମ୍ଭର ଆଧାରସବୁ କଂସାର ଥିଲା। ସ୍ତମ୍ଭର ଆଙ୍କଡା ଛଡ ରୂପାର ଥିଲା। ଏହି ସ୍ତମ୍ଭର ଉପର ଭାଗ ରୂପା ରେ ଛାଉଣୀ ହାଇେଥିଲା। ଏବଂ ଅଗଣାର ଖମ୍ବର ଛଡସବୁ ରୂପା ରେ ତିଆରି ହାଇେଥିଲା।

ଯାତ୍ରା ପୁସ୍ତକ 39:33

ଏହାପରେ ସମାନେେ ମାଶାଙ୍କେୁ ପବିତ୍ର ତମ୍ବୁ ଦଖାଇେଲେ। ଅର୍ଥାତ୍ ତମ୍ବୁ ଓ ତହିଁର ସକଳ ପାତ୍ର, ଘଣ୍ଟି ପଟା, ଅର୍ଗଳ ସ୍ତମ୍ଭ ଓ ଚୁଙ୍ଗୀ।

ଗଣନା ପୁସ୍ତକ 4:29

ତୁମ୍ଭେ ମରାରି ସନ୍ତାନଗଣର ପିରିବାରବର୍ଗ ଓ ପିତୃଗୃହ ଅନୁସାରେ ସମାନଙ୍କେୁ ଗଣନା କରିବ।

ଗଣନା ପୁସ୍ତକ 4:32

ସମାନେେ ପ୍ରାଙ୍ଗଣର ବାଡର ଖମ୍ବକୁ, ସଗେୁଡିକର ଭିତ୍ତିକୁ, ସଗେୁଡିକର ଖିଲକୁ, ସଗେୁଡିକର ରଜ୍ଜକୁ, ତାହା ସହିତ ସଂୟୁକ୍ତ ସମସ୍ତ ବସ୍ତୁକୁ ବହନ କରିବା ଉଚିତ୍। ତୁମ୍ଭେ ପ୍ରେତ୍ୟକକ ବ୍ଯକ୍ତିକୁ ନିର୍ଦ୍ଧିଷ୍ଟ କାର୍ୟ୍ଯଭାର ବହନ କରିବାକୁ ଦବୋ ଉଚିତ୍।

ଗଣନା ପୁସ୍ତକ 7:8

ହାରୋଣ ଯାଜକର ପୁତ୍ର ସମାନଙ୍କେର କାର୍ୟ୍ଯ ଅନୁସାରେ, ମରାରି ସନ୍ତାନଗଣକୁ ସମାନଙ୍କେ ସବୋ ଅନୁସାରେ ସେ ଚାରି ଶଗଡ ଓ ଆଠଟି ଗାଈ ଦେଲେ।

Interlinear

Choose Theme