Home Bibles ଗଣନା ପୁସ୍ତକ 4:29 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 4:29 · ଓଡ଼ିଆ ବାଇବେଲ

ତୁମ୍ଭେ ମରାରି ସନ୍ତାନଗଣର ପିରିବାରବର୍ଗ ଓ ପିତୃଗୃହ ଅନୁସାରେ ସମାନଙ୍କେୁ ଗଣନା କରିବ।

Cross references

ଗଣନା ପୁସ୍ତକ 3:33

ମହଲୀଯ ପରିବାରବର୍ଗ ଏବଂ ମୂଶୀଯ ପରିବାରବର୍ଗ ମରାରୀଯଠାରୁ ଉତ୍ପନ୍ନ ହେଲେ। ଏମାନେ ମରାରୀଯ ପରିବାର ଅନ୍ତଭୁର୍କ୍ତ।

ଗଣନା ପୁସ୍ତକ 3:37

ସମାନେେ ମଧ୍ଯ ସ୍ତମ୍ଭ, ଭିତ୍ତିମୂଳ, ଖିଲ ଏବଂ ରଜ୍ଜୁ ଯାହା ପ୍ରାଙ୍ଗଣ ରେ ବ୍ଯବହାର ହୁଏ ଏହି ସମସ୍ତର ଦାଯିତ୍ବ ନବେେ।

ଗଣନା ପୁସ୍ତକ 7:8

ହାରୋଣ ଯାଜକର ପୁତ୍ର ସମାନଙ୍କେର କାର୍ୟ୍ଯ ଅନୁସାରେ, ମରାରି ସନ୍ତାନଗଣକୁ ସମାନଙ୍କେ ସବୋ ଅନୁସାରେ ସେ ଚାରି ଶଗଡ ଓ ଆଠଟି ଗାଈ ଦେଲେ।

Interlinear

Choose Theme