Home Bibles ☰ Books ଯାତ୍ରା ପୁସ୍ତକ 26:15 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 26:15 · ଓଡ଼ିଆ ବାଇବେଲ

ପବିତ୍ର ତମ୍ବୁର ତକ୍ତା ଶିଟୀମ୍ କାଠ ରେ ତିଆରି ହବୋ ଉଚିତ୍।

Cross references

ଯାତ୍ରା ପୁସ୍ତକ 25:5

ରକ୍ତୀକୃତ ମଷଚେର୍ମ, ଶିଶୁକ ଚର୍ମ ଓ ଶିଟୀମ୍ କାଷ୍ଠ।

ଯାତ୍ରା ପୁସ୍ତକ 26:18

ପବିତ୍ର ତମ୍ବୁ ତିଆରି କରିବାପାଇଁ ଦକ୍ଷିଣ ଦିଗ ରେ କୋଡିଏଟି କାଠର ତକ୍ତା ବ୍ଯବହାର କର।

ଯାତ୍ରା ପୁସ୍ତକ 26:22

ପବିତ୍ର ତମ୍ବୁର ପଶ୍ଚିମ ଦିଗସ୍ଥ ପଶ୍ଚାତ୍ ପାଶର୍‌ବ ନିମନ୍ତେ ଛଅ ଖଣ୍ଡ ପଟା ହବେ।

ଯାତ୍ରା ପୁସ୍ତକ 36:20

ଏହାପରେ ଶିଳ୍ପୀମାନେ ଶିଟୀମ୍ କାଠ ରେ ପବିତ୍ର ତମ୍ବୁ ନିମିତ୍ତ ଠିଆ ପଟା ତିଆରି କଲେ.

ଯାତ୍ରା ପୁସ୍ତକ 40:17

ଦ୍ବିତୀୟ ବର୍ଷର ମାସର ପ୍ରଥମ ଦିନ ରେ ପବିତ୍ର ତମ୍ବୁ ସ୍ଥାପିତ ହାଇେଥିଲା।

ଗଣନା ପୁସ୍ତକ 4:31

ଏହି ଦାଯିତ୍ବ ସମାନେେ ବହନ କରିପାରିବେ, ସମାନେେ ସମାଗମ ତମ୍ବୁର କାଠପଟା ସବୁ, ଅର୍ଗଳ ସ୍ତମ୍ଭ ଓ ଚୁଙ୍ଗିସକଳ ବହନ କରିବା ଉଚିତ୍।

ଏଫିସୀୟଙ୍କ ପ୍ରତି ପତ୍ର 2:20

ପ୍ ରରେିତ ଓ ଭବିଷ୍ଯଦ୍ବକ୍ତାମାନଙ୍କ ମୂଳଦୁଆ ଉପରେ ତୁମ୍ଭେ ନିଜେ ଏକ ଭବନ ହାଇେ ଠିଆ ହାଇେଛ। ପରମେଶ୍ବର ତା'ର ମାଲିକ ଅଟନ୍ତି। ଖ୍ରୀଷ୍ଟ ଯୀଶୁ ସହେି ଭବନର କଣର ପ୍ରଧାନ ପଥର ଅଟନ୍ତି।

Interlinear

Choose Theme