ଯାତ୍ରା ପୁସ୍ତକ 38:17 · ଓଡ଼ିଆ ବାଇବେଲ
ପୁଣି ସ୍ତମ୍ଭର ଆଧାରସବୁ କଂସାର ଥିଲା। ସ୍ତମ୍ଭର ଆଙ୍କଡା ଛଡ ରୂପାର ଥିଲା। ଏହି ସ୍ତମ୍ଭର ଉପର ଭାଗ ରୂପା ରେ ଛାଉଣୀ ହାଇେଥିଲା। ଏବଂ ଅଗଣାର ଖମ୍ବର ଛଡସବୁ ରୂପା ରେ ତିଆରି ହାଇେଥିଲା।
Cross references
ଗଣନା ପୁସ୍ତକ 3:36
ମରାରି ପରିବାରର ସଭ୍ଯମାନେ କାଠପଟାଗୁଡିକ, ଅର୍ଗଳଗୁଡିକ, ସ୍ତମ୍ଭସମସ୍ତ, ଭିତ୍ତିସମସ୍ତ ଏବଂ ଅନ୍ୟସମସ୍ତ ସାମଗ୍ରୀ ଏବଂ ଏହି ସମ୍ବନ୍ଧୀଯ କାର୍ୟ୍ଯର ଦାଯିତ୍ବ ବହନ କରିବେ।
ଗଣନା ପୁସ୍ତକ 4:32
ସମାନେେ ପ୍ରାଙ୍ଗଣର ବାଡର ଖମ୍ବକୁ, ସଗେୁଡିକର ଭିତ୍ତିକୁ, ସଗେୁଡିକର ଖିଲକୁ, ସଗେୁଡିକର ରଜ୍ଜକୁ, ତାହା ସହିତ ସଂୟୁକ୍ତ ସମସ୍ତ ବସ୍ତୁକୁ ବହନ କରିବା ଉଚିତ୍। ତୁମ୍ଭେ ପ୍ରେତ୍ୟକକ ବ୍ଯକ୍ତିକୁ ନିର୍ଦ୍ଧିଷ୍ଟ କାର୍ୟ୍ଯଭାର ବହନ କରିବାକୁ ଦବୋ ଉଚିତ୍।
ପ୍ରଥମ ରାଜାବଳୀ 7:16
ପୁଣିସସ ଦୁଇ ସ୍ତମ୍ଭର ମଥାନସରସଦବାପାଇଁ ଢଳା ପିତ୍ତଳର ଦୁଇ ମୁଣ୍ତାଳି କଲା ଓ ପ୍ରଲତ୍ୟକକ ମୁଣ୍ତାଳିର ଉଚ୍ଚତା ପାଞ୍ଚହାତ ଥିଲା।