Home Bibles ଯାତ୍ରା ପୁସ୍ତକ 35:18 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 35:18 · ଓଡ଼ିଆ ବାଇବେଲ

ତମ୍ବୁର ମେଖ, ପ୍ରାଙ୍ଗଣର ଖିଲ ଓ ଉଭୟର ରଜ୍ଜୁ।

Cross references

ଯାତ୍ରା ପୁସ୍ତକ 27:19

ଆଉ ପବିତ୍ର ତମ୍ବୁର ସମୁଦାଯ କାର୍ୟ୍ଯ ସମ୍ବନ୍ଧୀଯ ସାମଗ୍ରୀ ଓ ପ୍ରଙ୍ଗଣର ସମସ୍ତ ଖିଲ କଂସାର ନିର୍ମିତ ହବୋ ଉଚିତ୍।

ଗଣନା ପୁସ୍ତକ 3:26

ସମାନେେ ପବିତ୍ର ତମ୍ବୁର ପ୍ରାଙ୍ଗଣ ରେ ଓ ବଦେୀ ରେ ଥିବା ପରଦାର, ପ୍ରାଙ୍ଗଣର ପ୍ରବେଶ ଫାଟକର ଏବଂ ସମସ୍ତ ରଜ୍ଜୁର ଯତ୍ନ ନେଲେ।

ଗଣନା ପୁସ୍ତକ 4:26

ଆଉ ପ୍ରାଙ୍ଗଣର ପରଦା ଯାହା ପବିତ୍ର ତମ୍ବୁକୁ ଆଚ୍ଛାଦନ କରେ ଏବଂ ୟଜ୍ଞବଦେୀ, ପ୍ରବେଶ ଫାଟକର ପରଦା ତହିଁର ରଜ୍ଜୁ ଓ ତହିଁର ସବୋର୍ଥକ ସମସ୍ତ ଦ୍ରବ୍ଯ ବହନ କରିବେ ଓ ସହେି ସବୁ ରେ ଯେଉଁ କାର୍ୟ୍ଯ କରିବାକୁ ହୁଏ ତାହାସବୁ କରିବା ଉଚିତ୍।

Interlinear

Choose Theme