Home Bibles ☰ Books ଗଣନା ପୁସ୍ତକ 28:6 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 28:6 · ଓଡ଼ିଆ ବାଇବେଲ

ଏହା ନିତ୍ଯ ହାମବେଳି, ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ସୁବାସିତ ନବୈେଦ୍ଯ ସୀନଯ ପର୍ବତ ରେ ନିରୂପିତ ହାଇେଥିଲା।

Cross references

ଯାତ୍ରା ପୁସ୍ତକ 24:18

ପୁଣି ମାଶାେ ମେଘ ମଧିଅରେ ପ୍ରବେଶ କରି ପର୍ବତ ଉପରକୁ ଉଠି ଚାଳିଶ ଦିନ ସହେି ପର୍ବତ ଉପରେ ରହିଲେ।

ଯାତ୍ରା ପୁସ୍ତକ 29:38

ପ୍ରେତ୍ୟକକ ଦିନ ସହେି ୟଜ୍ଞବଦେୀ ଉପରେ ତୁମ୍ଭେ ନବୈେଦ୍ଯ ଉତ୍ସର୍ଗ କରିବ। ଏହି ବଳି ପାଇଁ ମଷେଶାବକ ଏକ ବର୍ଷୀଯ ହବେ ଏବଂ ପ୍ରେତ୍ୟକକ ଦିନ ଏହା ଦୁଇଟି ବଳି ହବେ।

ଯାତ୍ରା ପୁସ୍ତକ 31:18

ତେଣୁ ସଦାପ୍ରଭୁ ସୀନଯ ପର୍ବତ ରେ ମାଶାଙ୍କେ ସହିତ କଥାବାର୍ତ୍ତା ନିଯମ ସ୍ବରୂପେ ପରମେଶ୍ବରଙ୍କ ଅଙ୍ଗୁଳି-ଲିଖିତ ଦୁଇଟି ପ୍ରସ୍ତର ପଟା ଫଳକ ତାଙ୍କୁ ଦେଲେ।

ଲେବୀୟ ପୁସ୍ତକ 6:9

ତୁମ୍ଭେ ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ ଏହି ଆଜ୍ଞା ଦିଅ, ଏହା ହାମବେଳିର ବ୍ଯବସ୍ଥା ଅଟେ, ହାମବେଳି ସମସ୍ତ ପ୍ରଭାତ ହବୋ ପର୍ୟ୍ଯନ୍ତ ୟଜ୍ଞବଦେୀର ଅଗ୍ନି ଉପରେ ରହିବ, ପୁଣି ଅଗ୍ନି ଜ୍ବଳନ୍ତ ରହିବା ଉଚିତ୍।

ଲେବୀୟ ପୁସ୍ତକ 27:34

ଏ ସମସ୍ତ ଆଜ୍ଞା ଯାହାକୁ ସଦାପ୍ରଭୁ ସୀନଯ ପର୍ବତ ରେ ଇଶ୍ରାୟେଲ ସନ୍ତାନଗଣଙ୍କ ଉଦ୍ଦେଶ୍ଯ ରେ ମାଶାଙ୍କେୁ ପ୍ରଦାନ କରିଥିଲେ।

ଦିତୀୟ ବଂଶାବଳୀ 2:4

ସଦାପ୍ରଭୁ ମାରେ ପରମେଶ୍ବରଙ୍କ ନାମକୁ ସମ୍ମାନ ଦବୋ ନିମନ୍ତେ ମୁଁ ଏକ ମନ୍ଦିର ନିର୍ମାଣ କରିବି। ମନ୍ଦିର ରେ ଆମ୍ଭେ ସଦାପ୍ରଭୁଙ୍କ ସମ୍ମୁଖ ରେ ଧୂପ ଜଳାଇବୁ ଏବଂ ବିଶଷେ ମଜେ ଉପରେ ପବିତ୍ର ରୋଟୀ ସବୁବେଳେ ଅର୍ପଣ କରିବୁ। ଆମ୍ଭମାନେେ ପ୍ରେତ୍ୟକକ ସକାଳ ଏବଂ ସନ୍ଧ୍ଯା ରେ, ପ୍ରେତ୍ୟକକ ବିଶ୍ରାମ ଦିନ ରେ, ପ୍ରେତ୍ୟକକ ଅମାବାସ୍ଯା ଦିନ ରେ ଏବଂ ଅନ୍ଯାନ୍ଯ ପର୍ବ ଦିନ ରେ ସଦାପ୍ରଭୁ ଆମ୍ଭର ପରମେଶ୍ବରଙ୍କୁ ହାମବେଳି ଦବେୁ। ଇଶ୍ରାୟେଲ ଚିରଦିନ ଏହା କରିବ।

ଦିତୀୟ ବଂଶାବଳୀ 31:3

ହିଜକିଯ ତାଙ୍କର ନିଜର ପଶୁପଲ ମଧ୍ଯରୁ କତେୋଟିକୁ ହାମବେଳି ଉପହାର ସ୍ବରୂପେ ଉତ୍ସର୍ଗ କରିବାକୁ ଦେଲେ। ଏହିସବୁ ପଶୁଗୁଡ଼ିକୁ ପ୍ରତିଦିନ ସକାଳେ ଓ ସନ୍ଧ୍ଯା ସମୟରେ ହାମବେଳି ଉପହାର ସ୍ବରୂପେ ବ୍ଯବହାର କରାଯାଉଥିଲା। ଏହି ପଶୁଗୁଡ଼ିକୁ ବିଶ୍ରାମର ବିଶଷେ ଦିନ, ଅମାବାସ୍ଯା ଉତ୍ସବ ଓ ଅନ୍ଯାନ୍ଯ ବିଶଷେ ସଭାମାନଙ୍କ ରେ ଉତ୍ସର୍ଗ କରାଯାଉଥିଲା। ସଦାପ୍ରଭୁଙ୍କ ବ୍ଯବସ୍ଥା ନିଯମ ରେ ଯେଉଁପରି ଲଖାଯାେଉଥିଲା, ଏହା ସହେିପରି କରାଯାଉଥିଲା।

ଏଜ୍ରା 3:4

ଏହାପରେ ସମାନେେ ପତ୍ରକୁଟୀର ପର୍ବ ପାଳନ କଲେ। ସମାନେେ ପ୍ରତିଦିନର ବ୍ଯବସ୍ଥା ରେ ଲଖାୟୋଇଥିବା ପ୍ରେତ୍ୟକକ ଦିନର ଆବଶ୍ଯକ ସଂଖ୍ଯା ଅନୁସାରେ ସମାନେେ ହାମବେଳି ଉତ୍ସର୍ଗ କଲେ।

ଗୀତସଂହିତା 50:8

ମୁଁ ତୁମ୍ଭର ବଳିଦାନ ବିଷଯରେ ଅଭିଯୋଗ କରୁ ନାହିଁ। ତୁମ୍ଭେ ଇଶ୍ରାୟେଲର ଅଧିବାସୀଗଣ ପ୍ରତିଦିନ ମାେ ପାଇଁ ହାମବେଳି ଆଣୁଅଛ। ତୁମ୍ଭେ ତାହାକୁ ମାେତେ ପ୍ରତିଦିନ ଅର୍ପଣ କରୁଅଛ।

ଯିହିଜିକଲ 46:14

ଆଉ ତାହା ସହିତ ତୁମ୍ଭେ ପ୍ରତି ପ୍ରଭାତ ଭକ୍ଷ୍ଯ ନବୈେଦ୍ଯ ରୂପେ ଏକ ଐଫାର ଏକ ଷଷ୍ଠାଂଶ ଓ ସରୁ ମଇଦାକୁ ତିନ୍ତାଇବାକୁ ଏକ ହୀନର ଏକ ତୃତୀଯାଂଶ ତୈଳ ଉତ୍ସର୍ଗ କରିବ। ଏହି ଶସ୍ଯ ନବୈେଦ୍ଯ ବନ୍ଦ ନ କରି ସର୍ବଦା ଦବେ।

ଆମୋଷ 5:25

ହେ ଇଶ୍ରାୟେଲୀୟମାନେ, ତୁମ୍ଭମାନେେ ଦୀର୍ଘ ଗ୍ଭଳିଶ ବର୍ଷ ମରୁଭୂମିରେ ଥିଲା ବେଳେ ତୁମ୍ଭର ସବୋ ଓ ବଳିଦାନ ଆମ୍ଭକୁ ଦଇେଥିଲ କି?

Interlinear

Choose Theme